18 C
Bhubaneswar
Tuesday, November 24, 2020

ଗଣେଶ ପୂଜା ମାହଲରେ ସପ୍ତାହାନ୍ତ ସଟ୍ଡାଉନ୍ ସଫଳ

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ବାଲେଶ୍ୱର,୨୪ା୮(ନି.ପ୍ର): କରୋନାସଂକ୍ରମଣ ବୃଦ୍ଧିକୁ ଗୁରୁତ୍ୱ ଦେଇଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ବାଲେଶ୍ୱରଜିଲ୍ଲାରେ ପୂର୍ବଭଳି ଅଗଷ୍ଟ ମାସରେସପ୍ତାହାନ୍ତ ଦୁଇଦିନିଆ ସଟଡାଉନବଳବତ୍ତର ରହିଛିି । ଗଣେଶ ପୂଜାରମାହଲ ସତ୍ତ୍ୱେ ବାଲେଶ୍ୱରରେ ଅଗଷ୍ଟମାସର ଦୁଇଦିନିଆ ଚତୁର୍ଥ ସପ୍ତାହାନ୍ତ ସଟଡାଉନ୍ ସଫଳ ହୋଇଥିବା ଦେଖିବାକୁମିଳିଛି । ସହର ସମେତ ଜିଲ୍ଲାର ସମସ୍ତଦୋକାନ ବଜାର ବନ୍ଦ ରହିଥିବା ବେଳେଲୋକେ ପୂଜା ପାଇଁ କାଁଭାଁ ରାସ୍ତାରେଯା’ଆସ କରୁଥିଲେ । ଅନ୍ୟପକ୍ଷରେସହଦେବଖୁଣ୍ଟା ଥାନା ଓ ଟ୍ରାଫିକ ୍ଥାନାର୨ ଗୋଟି ଟିମ୍ ସହରର ଛକରେ କୋଭିଡ୍ନିୟମ ଓ ଟ୍ରାଫିକକ ନିୟମଭଙ୍ଗକାରୀଙ୍କଠାରୁ ଫାଇନ୍ ଆଦାୟକରୁଥିଲେ । ଜିଲ୍ଲାରେ ବଢ଼ୁଥିବାସଂକ୍ରମଣର ହାରକୁ ଲକ୍ଷ୍ୟ ରଖିବାଲେଶ୍ୱରର ସଚେତନ ବ୍ୟକ୍ତି ବାହାରକୁବାହାରୁ ନଥିବା ଦେଖିବାକୁ ମିଳିଥିଲା ।ଲୋକେ ସହର ସମେତ ଜିଲ୍ଲାରଜନସାଧାରଣ ଏହି ସଟ୍ ସମସ୍ତେ ଘରେରହିବା ସହ ଅତି ଆବଶ୍ୟକ କ୍ଷେତ୍ରରେପଲିସ ଓ ପ୍ରଶାସନର ଅନୁମତି ନେଇକାଁଭାଁ ଲୋକେ ବାହାରକୁ ବାହାରିଥିଲେ ।ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଥିଲା ।ଅନ୍ୟପକ୍ଷରେ ଜିଲ୍ଲାର ସମସ୍ତ ପ୍ରବେଶପଥକୁ ସିଲ୍ ସହ ପୁଲିସ ପକ୍ଷରୁ କଡ଼ାପହରା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା ।ଏହା ବ୍ୟତୀତ ସହରର ବିଭିନ୍ନ ଛକରେଦଳ ଦଳ ପୁଲିସ କର୍ମଚାରୀ ଡୁ୍ୟଟିକରୁଥିବା ଦେଖିବାକୁ ମିଳଥିଲା । ଏକାଧିକପୁଲିସ ପାଟ୍ରୋଲିଂ ଗାଡ଼ି ସହରରେପଇଁତିରା ମାରିବା ସହିତ ସଟ୍ ଡାଉନ୍ରସ୍ଥିତି ଅନୁଧ୍ୟାନ କରୁଥିଲା । ସେହିଭଳିପଦସ୍ଥ ପୁଲିସ ଅଧିକାରୀମାନେ ମଧ୍ୟସହରର ବିଭିନ୍ନ ଅଞ୍ଚଳ ବୁଲିବା ସହିତସଟ ଡାଉନ୍ କାର୍ଯ୍ୟକାରିତା ଉପରେ ନଜରରଖିଥିଲେ । ଅନ୍ୟପକ୍ଷରେ ଗତ କିଛିଦିନଧରି ଜିଲ୍ଲାରେ ବଢ଼ି ଚାଲିଥିବା କରୋନାସଂକ୍ରମଣ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାରକାରଣ ହୋଇଛି । ଗତ ୨୪ ଘଣ୍ଟାମଧ୍ୟରେ ବାଲେଶ୍ୱରରେ୧୧୫ ଜଣସଂକ୍ରମିତ ଚିହ୍ନଟ ହୋଇଥିବା ବେଳେଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା୨୮୬୦ରେ ପହଞ୍ଚିଛି । ଅଦ୍ୟାବଧି୧୬୯୭ଜଣ ସୁସ୍ଥ ହୋଇଥିବା ବେଳେଏକ୍ଟିଭ୍ ଥିବା ୧୧୫୦ଜଣ କରୋନାଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେରଖି ଚିକିିସôା କରାଯାଉଛି । ଅଦ୍ୟାବଧିଜିଲ୍ଲାରେ କରୋନା ରୋଗୀଙ୍କ ମୃତୁ୍ୟ ସଂଖ୍ୟା୮ରେ ସ୍ଥିର ରହିଛିି । ତେବେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟହୋଇଥିବା ୧୦୫ଜଣ ପଜିଟିଭ୍ଙ୍କମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମିତବୋଲି ଜଣାପଡ଼ିଛି । କରୋନା ସଂକ୍ରମଣବଡ଼ି ଚାଲିଥିବା ବେଳେ ସଚେତନଜିଲ୍ଲାବାସୀଙ୍କ ସହଯୋଗରୁ ବାଲେଶ୍ୱରରେଅନଲକ୍-୩ର ଚତୁର୍ଥ ସପ୍ତାହାନ୍ତ ସଟ୍ଡାଉନ୍ ବାଲେଶ୍ୱରରେ ବେଶକାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ୟକରାଯାଇଛି । ଏଭଳି ସ୍ଥିତିରେ କରୋନାସଂକ୍ରମଣ ରୋକିବା ପାଇଁ ସବୁ ମହଲରୁସତର୍କତା ଅବଲମ୍ବନ ସହ ସାମାଜିକଦୂରତ୍ୱ ରକ୍ଷା, ମାସ୍କ ଓ ସାନିଟାଇଜରବ୍ୟବହାର ଉପରେ ପ୍ରଶାସନ ପକ୍ଷରୁଅଧିକ ଗୁରୁତ୍ୱ ଦିଆଯାଉଛି

- Advertisement -ଗଣେଶ ପୂଜା ମାହଲରେ ସପ୍ତାହାନ୍ତ ସଟ୍ଡାଉନ୍ ସଫଳ

More articles

LEAVE A REPLY

Please enter your comment!
Please enter your name here

- Advertisement -ଗଣେଶ ପୂଜା ମାହଲରେ ସପ୍ତାହାନ୍ତ ସଟ୍ଡାଉନ୍ ସଫଳ

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...