20.1 C
Bhubaneswar
Sunday, November 29, 2020

କରୋନା ପ୍ରଭାବ ସତ୍ତ୍ୱେ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ସଂକଳ୍ପବଦ୍ଧ ସରକାର

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ବାଲେଶ୍ୱର,୨୪ା୮(ନି.ପ୍ର): ମହାମାରୀକରୋନା ସତ୍ତ୍ୱେ ଦେଶର ଅର୍ଥସ୍ଥିତିକୁୁ ସୁଦୃଢ଼କରିବା ପାଇଁ କେନ୍ଦ୍ର ସରକାର ବହୁବିଧିଯୋଜନା ହାତକୁ ନେଇଥିବା କେନ୍ଦ୍ରମନ୍ତ୍ରୀପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆୟୋଜିତ ଏକସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ସ୍ଥାନୀୟ ହରିପ୍ଲାଜା ହୋଟେଲ ପରିସରରେଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେଯୋଗଦେଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗର କେନ୍ଦ୍ରରମୋଦି ସରକାରଙ୍କ ଦ୍ୱିତୀୟ ପାଳି ପ୍ରଥମବର୍ଷର ସଫଳତା ସାଙ୍ଗକୁ ରାଷ୍ଟ୍ର ବିକାଶପାଇଁ ଆଗାମୀ ଦିନରେ ନିଆଯାଉଥିବାବିଭିନ୍ନ ଯୋଜନା ସମ୍ପର୍କରେ ସୂଚନାଦେଇଛନ୍ତି । ବିଶେଷ କରି କରୋନା ଭଳିସ୍ଥିତିରେ ଦେଶବାସୀଙ୍କ ଜୀବନ ରକ୍ଷାସାଙ୍ଗକୁ ଜୀବିକା ସୁରକ୍ଷା ଉପରେ ସରକାରଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।ଦେଶର ଗ୍ରାମାଞ୍ଚଳ ଅର୍ଥନୀତିର ଉନ୍ନତିପାଇଁ କୁଟୀର ଶିଳ୍ପର ବିକାଶ ପ୍ରତି ସରକାରଦୃଷ୍ଟି ଦେଇଥିବା ସେ କହିଛନ୍ତି । ଓଡ଼ିଶାରବିଭିନ୍ନ କ୍ଲଷ୍ଟର ମାଧ୍ୟମରେ ନଡ଼ିଆକତା,ଧୂପ, ମହୁ, କୁମ୍ଭାର ଚକ, ଜୋତା,ବାଉଁଶ, ପିତଳ, ତମ୍ବା ଓ ପଥର ଭିତ୍ତିକକାରଖାନା ପ୍ରତିଷ୍ଠା ପାଇଁ ସରକାରପଦକ୍ଷେପ ନେଇଛନ୍ତି । ଅନୁରୂପ ଭାବେବାଲେଶ୍ୱରରେ ମଧ୍ୟ ବହୁ ଲୋକାଭିମୁଖୀପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇମନ୍ତ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।ବାଲେଶ୍ୱରରେ କିଛି ନଦୀବନ୍ଧ ଓଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମଜାରି ରହିଛି । ଏଥି ସହିତ ଜିଲ୍ଲାରେଜଳେଶ୍ୱର କିମ୍ବା ଶେରଗଡ଼ଠାରେ ୫୦କୋଟି ଟଙ୍କାର ଉନ୍ନତମାନର ମାଚ୍ଛମାର୍କେଟ ସ୍ଥାପନ ପାଇଁ ନିଷ୍ପତିନିଆଯାଇଛି । ଏହା ବ୍ୟତୀତ ମାଚ୍ଛଚାଷ,ମୁକ୍ତାଚାଷ, ମାଛ ଜାଆଁଳ ହେଚେରୀ,ଖାରଜଳ ମାଛଚାଷ, ମାଛ ପ୍ରକ୍ରିୟାକରଣକେନ୍ଦ୍ର ପାଇଁ ୪୦ରୁ ୬୦ ପ୍ରତିଶତସବସିଡ୍ ପ୍ରଦାନର ବ୍ୟବସ୍ଥା ରହିଛି । ମନ୍ତ୍ରୀଆହୁରି କହିଛନ୍ତି କହିଛନ୍ତି କି ବାଲେଶ୍ୱରସଂସଦୀୟ କ୍ଷେତ୍ରରେ ୧୫ ଗୋଟି ଆଦାଁଗ୍ରାମ ପ୍ରତିଷ୍ଠା କରାଯିବ । ବାଲେଶ୍ୱର ମୁଖ୍ୟଚିକିସôାଳୟ ସମେତ ଜି୍ଲ୍ଲାର ବିଧାନସଭାକ୍ଷେତ୍ରମାନଙ୍କ ପାଇଁ ଗୋଟିଏ ଲେଖାଏଁଆମ୍ବୁଲାନ୍ସ ଓ ଗୋଟିଏ ଶବବୁହା ଗାଡ଼ିଦିଆଯିବ । ଏହା ବ୍ୟତୀତ କୋଭିଡ୍ ଟେଷ୍ଟପାଇଁ ଏକ ଭ୍ରାମ୍ୟମାଣ ଲାବ୍ ଦିଆଯିବ ।ଏଥି ସହିତ ହସପିଟାଲ ଗୁଡ଼ିକରେ ଥାଣ୍ଡାଓ ଗରମ ପାନୀୟଜଳ ପ୍ରଦାନ ପାଇଁ ୱାଟରଏଟିଏମ ସ୍ଥାପନ କରାଯିବ ବୋଲି ମନ୍ତ୍ରୀଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । କେନ୍ଦ୍ରସରକାରଙ୍କ ରାଷ୍ଟ୍ର ବିକାଶକାର୍ଯ୍ୟକ୍ରମରେ ସହଯୋଗୀ ହେବା ପାଇଁସେ ଜନସାଧାରଣଙ୍କୁ ଆହ୍ୱାନଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେବିଜେପି ରାଜ୍ୟ କର୍ମକର୍ତ୍ତା ସିପ୍ରାବାଜପେୟୀ, ଜିଲ୍ଲା ସଭାପତି ଉମାକାନ୍ତମହାପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀଶ୍ରୀନିବାସ ପ୍ରଧାନ ପ୍ରମୁଖ ଏହିସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

- Advertisement -କରୋନା ପ୍ରଭାବ ସତ୍ତ୍ୱେ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ସଂକଳ୍ପବଦ୍ଧ ସରକାର

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନା ପ୍ରଭାବ ସତ୍ତ୍ୱେ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ସଂକଳ୍ପବଦ୍ଧ ସରକାର

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...