30 C
Bhubaneswar
Tuesday, September 22, 2020

ଜାତୀୟ ଶିକ୍ଷା ନୀତି ଉପରେ ଶିକ୍ଷକଙ୍କମତାମତ ଲୋଡ଼ିଲା କେନ୍ଦ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ନୂଆଦିଲ୍ଲୀ,୨୪ା୮(ନି.ପ୍ର.): ନୂତନଶିକ୍ଷା ନୀତି-୨୦୨୦ ଲାଗୁ କରିବା ପୂର୍ବରୁଦେଶର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କମତାମତ ଲୋଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ।ମନ୍ତ୍ରାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗସଚିବ ଅନିତା କରୱାଲ ଏନେଇ ଦେଶରସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷାସଚିବଙ୍କୁ ଚିଠି ଲେଖିଛନ୍ତି । ଶିକ୍ଷକ, ଅଧ୍ୟକ୍ଷମାନେସରଳ ଭାବେ ଶିକ୍ଷା ନୀତିର ପ୍ରତି ବିଷୟ ଉପରେମତ ଦେଇପାରିବେ । ପରାମର୍ଶଗୁଡ଼ିକ ଅ ।ସିବାପରେ ଏନସିଇଅ ।ରଟିର ବିଶେଷଜ୍ଞ ଟିମ୍ ତାହାକୁସମୀକ୍ଷା କରିବ । ଯେଉଁ ଅଧ୍ୟାପକଙ୍କ ପରାମର୍ଶବି·ରଯୋଗ୍ୟ ହେବ ସେଗୁଡ଼ିକୁ ଅ ।ଉ ଥରେଅ ।ଲୋଚନା କରାଯିବ । ସେହି ଅଧ୍ୟାପକମାନଙ୍କସହ ସ୍ୱତନ୍ତ୍ର ଭାବେ ଅ ।ଲୋଚନା ହେବୟ କମ୍ଶବ୍ଦରେ ପରାମର୍ଶ ଦେବାକୁ ଅନୁରୋଧକରାଯାଇଛି । ନିଜ ଅନୁଭବ ଅ ।ଧାରରେ ପରାମର୍ଶଦେବାକୁ କେନ୍ଦ୍ର ଶିକ୍ଷା ସଚିବ ଚିଠିରେ ଉଲ୍ଲେଖକରିଛନ୍ତି ।ଶିକ୍ଷକ ଓ ଅଧ୍ୟକ୍ଷମାନେ “ଷଗ୍ଧଗ୍ଧକ୍ଟ୍ର://ସଦ୍ଭଦ୍ଭକ୍ଟଙ୍ଖବଗ୍ଧରସଦ୍ଭୟସବ.ଜ୍ଞଚ୍ଚଶକ୍ଟଙ୍ଖ.ସଦ୍ଭ/ଦ୍ଭରକ୍ଟ୍ର୨୦୨୦’ କୁ ଯାଇ ପ୍ରଥମେ ସେମାନଙ୍କତଥ୍ୟ ଦେବେ । ଏହାପରେ ସେମାନେ ବିଷୟଅନୁଯାୟୀ ପ୍ରଶ୍ନକୁ ଅନୁଧ୍ୟାନ କରି ମତଦେଇପାରିବେ । ରାଜ୍ୟ ଓ କେନ୍ଦ୍ରଶାସିତଅଞ୍ଚଳଗୁଡ଼ିକ ଏସମ୍ପର୍କରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବେ । ସରକାରୀବିଦ୍ୟାଳୟ, ଘରୋଇ ସ୍କୁଲ, ଅନୁବନ୍ଧିତସ୍କୁଲଙ୍କୁ ଅବଗତ କରାଇବା ପାଇଁଏସସିଇଅ ।ରଟି, ଡିଅ ।ଇଇଟି, ଡିଇଓ,ବିଅ ।ରସି, ସିଅ ।ରସିଙ୍କ ସହାୟତାନେଇପାରିବେ । ଅଗଷ୍ଟ ୨୪ ତଥାଅ ।ଜିଠାରୁ ଅଗଷ୍ଟ ୩୧ ମଧ୍ୟରେ ସେମାନେସେମାନଙ୍କ ମତାମତ ଦେଇପାରିବେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...