18 C
Bhubaneswar
Tuesday, January 19, 2021

ବିଶ୍ୱମାନର ଚିକିତ୍ସା ଉପରେ ମୋଦି ସରକାରଙ୍କ ଗୁରୁତ୍ୱ : ଧର୍ମେନ୍ଦ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୮(ନି.ପ୍ର.):ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତିଭୂମିଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତସରକାର ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟିମେଡ଼ିକାଲ୍ ସମେତ ସାରାଦେଶରେ ୧୫୦ଟି ନୂଆମେଡିକାଲ୍ କଲେଜ୍ ନିର୍ମାଣ କରିବାର କାମ ଆରମ୍ଭକରିଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦିସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବାଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦି ସରକାରଭାରତକୁ ଆୟୁଷ୍ମାନ କରିବା ପାଇଁ ବଜେଟରେ ପ୍ରତିବର୍ଷଅଧିକ ଅର୍ଥ ବ୍ୟୟବରାଦ କରୁଛନ୍ତି । ଚଳିତ ଦଶନ୍ଧି ମଧ୍ୟରେସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସର୍ବାଧିକ ବଜେଟ୍ ବ୍ୟୟବରାଦ ମୋଦିସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଥିବା ପ୍ରାଥମିକତାକୁ ଦର୍ଶାଉଛି । ୨୦୨୦-୨୧ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୬୯ହଜାର କୋଟି ଟଙ୍କାର ଅର୍ଥ ବ୍ୟୟବରାଦକରାଯାଇଛି,ଏହା ୨୦୧୦-୧୧ ପାଇଁ ବଜେଟରେବ୍ୟୟବରାଦ୍ ହୋଇଥିବା ୨୨,୩୦୦ କୋଟି ଟଙ୍କାରପ୍ରାୟ ତିନିଗୁଣା ଅଧିକ ।ସେ କହିଛନ୍ତି ମୋଦି ସରକାର ରୋଗ ପ୍ରତିରୋଧକଏବଂ କମ୍ ମୂଲ୍ୟର ସ୍ୱାସ୍ଥ୍ୟସେବା ସମେତ ଅନେକ କ୍ଷେତ୍ରପ୍ରତି ଆଭିମୁଖ୍ୟ ଗ୍ରହଣ କରିସ୍ୱାସ୍ଥ୍ୟସେବା ଦୃଶ୍ୟପ…ରେପରିବର୍ତ୍ତନ ଆଣିଛନ୍ତି ।ପ୍ରଧାନମନ୍ତ୍ରୀ ଭାରତୀୟଜନଔଷଧୀପରିଯୋଜନା(ପିଏମବିଜେପି)କମ୍ ମୂଲ୍ୟରେ ଜେନେରିକ୍ଔଷଧ ଯୋଗାଇସ୍ୱାସ୍ଥ୍ୟସେବାର ମୂଲ୍ୟକୁ ହ୍ରାସକରିପାରିଛି । “ଦେଶରେ୫୦୦୦ ଜନ ଔଷଧୀ କେନ୍ଦ୍ରଗୁଡ଼ିକରେ ୮୦୦ରୁ ଉର୍ଦ୍ଧ୍ୱ ପ୍ରକାରର ଜେନେରିକ୍ ଔଷଧଉପଲବ୍ଧ ଥିବାବେଳେ ଓଡ଼ିଶାର ଥିବା ଏହି ୧୯୮ କେନ୍ଦ୍ରଦ୍ୱାରା ଲକ୍ଷାଧିକ ଗରିବ ଲୋକ ଉପକୃତ ହୋଇପାରିଛନ୍ତି । ଏହାସହ ଗରିବଙ୍କ ପାଇଁ ଷ୍ଟେଣ୍ଟ୍ ପରି ମେଡ଼ିକାଲଉପକରଣ ଗୁଡ଼ିକର ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି ।ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି ।ସେ ସ୍ୱାସ୍ଥ୍ୟ ସେବାରେ ଆର୍ଥôକ ବ୍ୟବସ୍ଥା କରିବା ପାଇଁବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭକରିଛନ୍ତି । ଅପରପକ୍ଷରେ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେସାରାଦେଶର ୫୨୮ଜିଲ୍ଲାର ୩.୧୫ କୋଟିରୁଉର୍ଦ୍ଧ୍ୱ ଶିଶୁ ଏବଂ ୮୦ ଲକ୍ଷଗର୍ଭବତୀ ମହିଳାଙ୍କଟୀକାକରଣକୁ ସୁନିଶ୍ଚିତକରାଯାଇଛି । ଏହିକାର୍ଯ୍ୟକ୍ରମରେ ଓଡ଼ିଶାର୫.୧୮ ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁଏବଂ ୧.୪୪ ଲକ୍ଷଗର୍ଭବତୀ ମହିଳାଙ୍କଟୀକାକରଣ କରାଯାଇଛି ।ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱର ଭାରତୀୟ ଆର୍ୟୁବିଜ୍ଞାନସଂସ୍ଥାନ (ଏମ୍ସ) ପାଇଁ ଓଡ଼ିଶା ସବୁବେଳେ ପୂର୍ବତନପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରତିଚିରକୃତଜ୍ଞ ରହିବ । ତାଙ୍କର ଦୂରଦୃଷ୍ଟିକୁ ଆଗେଇ ନେବାପାଇଁ ମୋଦି ସରକାର ପ୍ରତି ରାଜ୍ୟରେ ଏମ୍ସ ପ୍ରତିଷ୍ଠାକରିବା ପାଇଁ କାର୍ଯ୍ୟ କରୁଛନ୍ତି । କୋଭିଡ-୧୯ ମୋଦିସରକାରଙ୍କ ନିରନ୍ତର ସ୍ୱାସ୍ଥ୍ୟସେବା ସୁବିଧାକୁ ଅଧିକଉନ୍ନତ କରିବା ପାଇଁ ସହାୟକ ହୋଇଛି । କରୋନାଭାଇରସର ପ୍ରାରମ୍ଭରେ ଦେଶରେ ଗୋଟିଏ କୋଭିଡ୍ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୫୦୦ ଟିଲ୍ୟାବ୍ ସ୍ଥାପନ କରାଯାଇ ଦୈନିକ ୧୦ ଲକ୍ଷ ପରୀକ୍ଷାକରାଯାଉଛି । କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରବିକାଶ ପାଇଁ କାର୍ଯ୍ୟରତ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍-୧୯ ବିରୋଧୀଲଢେଇରେ ଦେଶକୁ ଏକାଠି କରି ଏହାକୁ ଜନକୈନ୍ଦ୍ରିକକରିପାରିଛନ୍ତି । ଏହି ଉଦ୍ୟମରେ ‘ଯୋଗ’ ବିଶ୍ୱବ୍ୟାପୀଆନେ୍ଦାଳନରେ ପରିଣତ ହୋଇଛି ଏବଂ ପାରମ୍ପରିକ‘ଆୟୁର୍ବେଦ ପ୍ରଣାଳି’ ରୋଗ ପ୍ରତିରୋଧକ ଶକ୍ତିକୁବଢାଇବାରେ ତଥା କରୋନା ରୋଗୀ ସୁସ୍ଥ ହେବା ପରେସହାୟକ ହୋଇଛି । ଯେତେବେଳେ ଅନେକ ଦେଶଏକାସାଙ୍ଗରେ “ଟିକା ଜାତୀୟତାବାଦ”ର ପ୍ରଚାର କରୁଛନ୍ତି,ସେତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେଭାରତ “ବସୁଧୈବ କୁଟୁମ୍ବକମ୍”ର ଅନୁସରଣ କରିପଡୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ ଦେଶକୁ ଔଷଧ ଏବଂକିଟ୍ ଯୋଗାଇ ମହାମାରୀ ବିରୋଧୀ ଲଢେଇରେ ସାହାଯ୍ୟକରିପାରିଛି ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ।

- Advertisement -ବିଶ୍ୱମାନର ଚିକିତ୍ସା ଉପରେ ମୋଦି ସରକାରଙ୍କ ଗୁରୁତ୍ୱ : ଧର୍ମେନ୍ଦ

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଶ୍ୱମାନର ଚିକିତ୍ସା ଉପରେ ମୋଦି ସରକାରଙ୍କ ଗୁରୁତ୍ୱ : ଧର୍ମେନ୍ଦ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...