ଭୁବନେଶ୍ୱର,୨୪ା୮(ନି.ପ୍ର.):ବାଂଲାଦେଶ ଏବଂ ଅ ।ଖପାଖଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟପ୍ରଭାବରେ ଅ ।ଜି ସକାଳେ ଉତ୍ତରବଙ୍ଗୋପସାଗର ଏବଂ ତତ୍ସଂଲଗ୍ନଅଞ୍ଚଳରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟିହୋଇଛି । ଅ ।ଗାମୀ ୪୮ ଘଣ୍ଟାମଧ୍ୟରେ ଏହା ଅଧିକ ଘନୀଭୂତ ହେବାସହ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତସମଗ୍ର ରାଜ୍ୟରେ ପ୍ରବଳରୁ ଅତିପ୍ରବଳବର୍ଷା ସମ୍ଭାବନା ରହିଛି ବୋଲିଭୁବନେଶ୍ୱର ସ୍ଥିତ ଅ ।ଞ୍ଚଳିକ ପାଣିପାଗବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କସୂଚନାରେ କୁହାଯାଇଛି ।ଅ ।ସନ୍ତା ୨୪ ଘଣ୍ଟା ମଧ୍ୟରେଅର୍ଥାô ୨୫ ତାରିଖ ଅପରାହ୍ନ ସୁଦ୍ଧାଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶାତଥା ଦକ୍ଷିଣ ଅ ।ଭ୍ୟନ୍ତରୀଣ ଓଡ଼ିଶାରଅନେକ ସ୍ଥାନରେ ପ୍ରବଳ ବର୍ଷା ସହବଜ୍ରପାତର ସମ୍ଭାବନା ଅଧିକ ରହିଛି ।ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାପାଇଁ ଅରେଞ୍ଜ ଓ୍ାର୍ଣ୍ଣିଂ ଜାରିକରାଯାଇଛି । ସେହିପରିଜଗତସିିଂହପୁର, କଟକ, ଙ୍କୋନାଳ,ପୁରୀ, ସୁନ୍ଦରଗଡ, ଏବଂ ଦେବଗଡ଼ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।ଅନ୍ୟପକ୍ଷରେ ୨୬ ତାରିଖସନ୍ଧ୍ର୍ୟା ସୁଦ୍ଧା ଓଡିଶାର ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, କଟକ, କେନ୍ଦୁଝର,ମୟୂରଭଞ୍ଜ, ଙ୍କୋନାଳ, ଅନୁଗୁଳ,ଏବଂ ଦେବଗଡ଼ ଜିଲ୍ଲାର ଅଧିକାଂଶଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାସମ୍ଭାବନା ଥିବାରୁ ଏହି ସମସ୍ତ ଜିଲ୍ଲାପାଇଁ ରେଡ୍ ଓ୍ାର୍ଣ୍ଣିଂ ଜାରି କରାଯାଇଛି ।ଏଥିସହ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ,ସମ୍ବଲପୁର, ସୋନପୁର, ବୌଦ୍ଧ,ବଲାଙ୍ଗୀର ଏବଂ କନ୍ଧମାଳ ଜିଲ୍ଲା ପାଇଁଅରେଞ୍ଜ ଓ୍ାର୍ଣ୍ଣିଂ ଜାରି କରାଯାଇଛି ।ଏବଂ ଝାରସୁଗୁଡା, ବରଗଡ,କାଳାହାଣ୍ଡି, ନୟାଗଡ଼, ଗଞ୍ଜାମ,ନୂଆପଡା, ନବରଙ୍ଗପୁର,ମାଲକାନଗିରି, ଏବଂ କୋରାପୁଟ ଜିଲ୍ଲାଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଛି ।୨୭ ତାରିଖ ସନ୍ଧ୍ୟା ସୁଦ୍ଧାଅ ।ଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳଓଡ଼ିଶା ଏବଂ ଦକ୍ଷିଣ ଉପକୂଳ ଓଡିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତର ସମ୍ଭାବନାରହିଛି । ଏଡାକୁ ଦୃଷ୍ଟିରେ ରଖି ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ,ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଅ ।ପଡା, ଏବଂ ଦେବଗଡ଼ ଜିଲ୍ଲା ପାଇଁରେଡ୍ ଓ୍ାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ନବରଙ୍ଗପୁର,କନ୍ଧମାଳ, ଅନୁଗୁଳ, ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଛି । ଙ୍କୋନାଳ, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ,ଏବଂ ଯାଜପୁର ଜିଲ୍ଲା ପାଇଁ ୟେଲୋ ଓ୍ାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟର ବରଗଡ, ନୂଅ ।ପଡା,ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଏବଂ କେନ୍ଦୁଝର ଜିଲ୍ଲାରେପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥଇବାରୁ ଜିଲ୍ଲା ପାଇଁ ୟେଲୋ ଓ୍ାର୍ଣ୍ଣିଂ ଜାରିକରାଯାଇଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ୧୯ ଜିଲ୍ଲାକୁ ବନ୍ୟା ଅ ।ଶଙ୍କାରହିଥିବା ବେଳେ କେତେକ ସ୍ଥାନରେ ୱାଟର ଲଗିଂ ଏବଂ ଫ୍ଲାସ୍ ବନ୍ୟାସୃଷ୍ଟିହେବ । ଅନେକ ସ୍ଥାନରେ ରାସ୍ତା ଧୋଇଯିବା ସହ କ· ଘରର କ୍ଷତି ଘଟିବଏବଂ ପାହାଡିଅ । ଅଞ୍ଚଳରେ ଭୂସ୍ଖଳନର ମଧ୍ୟ ସମ୍ଭାବନା ରହିଛି ।