24 C
Bhubaneswar
Tuesday, November 24, 2020

କଟକରେ ସର୍ବାଧିକ ସଂକ୍ରମଣ

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ଭୁବନେଶ୍ୱର,୨୪ା୮(ନି.ପ୍ର.): କରୋନା ସଂକ୍ରମଣକ୍ଷେତ୍ରରେ କଟକ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ରାଜ୍ୟର୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୯୪୯ ନୂଅ । ଅ ।କ୍ରାନ୍ତଙ୍କମଧ୍ୟରୁ ସର୍ବାଧିକ ୫୮୯ ଜଣକଟକ ଜିଲ୍ଲାରୁ ଚିହ୍ନଟହୋଇଥିବାବେଳେ ଖୋରଧାଦ୍ୱିତୀୟ, ଯାଜପୁର ତୃତୀୟ ଓକୋରାପୁଟ ଚତୁର୍ଥ ସ୍ଥାନରେ ରହିଛି । ଗଞ୍ଜାମ ତାଲିକାର ପଞ୍ଚମ ସ୍ଥାନରେଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ସୂଚନା ଦେଇଛି । ରାଜ୍ୟରେମୋଟ୍ କରୋନା ସଂକ୍ରମିତଙ୍କସଂଖ୍ୟା ୮୧,୪୭୯ରେ ପହଞ୍ଚିଛି ।ଗଞ୍ଜାମ ଓ ଖୋରଧା ପରେ କରୋନା ଏବେ କଟକମୁହାଁ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହା ଲଗାତାରଭାବେ ୨୦୦ ତଳକୁ ରହୁଛି । ଚିହ୍ନଟ ନୂଅ । ଅ ।କାନ୍ତଙ୍କମଧ୍ୟରେ କଟକ ପଛକୁ ଖୋରଧାରୁ ୪୭୪, ଯାଜପୁରରୁ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯,ମୟୁରଭଞ୍ଜରୁ ୧୫୬, ରାୟଗଡାରୁ ୧୪୩, ଓସମ୍ବଲପୁରରୁ ୧୦୪ ଜଣ ଚିହ୍ନଟ ହୋଇଛନ୍ତି ।ସେହିଭଳି ନୟାଗଡରୁ ୯୩, ବାଲେଶ୍ୱରରୁ ୮୮,ପୁରୀରୁ ୮୬, ସୁନ୍ଦରଗଡରୁ ୮୧,ମାଲକାନଗିରିରୁ ୭୮, ଭଦ୍ରକରୁ୬୬, ବରଗଡରୁ ୬୨,ବଲାଙ୍ଗିରରୁ ୫୭, କେନ୍ଦ୍ରାପଡାରୁ୫୬ ଓ ଜଗତ୍ସିଂହପୁରରୁ ୫୧ ଜଣଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ନୂଅ । ସଂକ୍ରମିତଙ୍କସଂଖ୍ୟା ୫୦ତଳକୁ ଥିବାବେଳେସବୁଠାରୁ କମ୍ ମାତ୍ର ଜଣେଅନୁଗୁଳ ଜିଲ୍ଲାରୁ ଚିହ୍ନଟହୋଇଛନ୍ତି । ନୂଅ ।ପଡା ଓ ଦେବଗଡରୁ ୨କରି ଓ ବୌଦରୁ୩ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି ।କରୋନାରେ ୧୦ଜଣଙ୍କ ମୃତ୍ୟୁ ଏହାଫଳରେରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । ୫ ଟି ଜିଲ୍ଲାରୁଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ମୃତ୍ୟୁ ପଞ୍ଜିକୃତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ୨ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ କଟକ, ନୟାଗଡ଼ ଏବଂ ରାୟଗଡାଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଞ୍ଜାମର୫ ଜଣ ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା ଅଛନ୍ତିୟ ୪ ପୁରୁଷଙ୍କବୟସ ୬୦, ୬୩, ୬୦ ଓ ୭୦ ବର୍ଷୟ ସୁନ୍ଦରଗଡ଼ର ୨ ମୃତକ ପୁରୁଷଙ୍କବୟସ ୬୫ ଓ ୬୭ ବର୍ଷ । ଅପରପକ୍ଷରେ ରାୟଗଡ଼ାର ଜଣେ ୫୫ ବର୍ଷିୟ ଓକଟକର ଜଣେ ୭୫ ବର୍ଷ ବୟସ୍କ ପୁରୁଷଙ୍କର ବି ମୃତ୍ୟୁ ଘଟିଛି । ନୟାଗଡ଼ର ଯେଉଁପୁରୁଷ ଅ ।କ୍ରାନ୍ତଙ୍କ ପ୍ରାଣହାନି ଘଟିଛି ତାଙ୍କର ବୟସ ୬୫ ବର୍ଷୟ ଏମାନେ ସମସ୍ତେକୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି ।

- Advertisement -କଟକରେ ସର୍ବାଧିକ ସଂକ୍ରମଣ

More articles

LEAVE A REPLY

Please enter your comment!
Please enter your name here

- Advertisement -କଟକରେ ସର୍ବାଧିକ ସଂକ୍ରମଣ

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...