28 C
Bhubaneswar
Saturday, September 19, 2020

ସରକାରୀ ଯୋଜନାର ଲାଭ ପହଞ୍ଚାଇଛି ‘ଡିଜିଟାଲ୍ ଇଣ୍ଡିଆ’ : ଧର୍ମେନ୍ଦ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୮(ନି.ପ୍ର.): ଡିଜିଟାଲ୍ କ୍ଷେତ୍ରରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ପୁନଃପ୍ରତିଷ୍ଠାନ ଏବଂ ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ମଧ୍ୟ ଅଧିକଲାଭପାଇବା ସ୍ଥିତିରେ ଅଛି । ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଲକ୍ଷାଧିକଓଡ଼ିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ । ସେହିପରିମହାମାରୀ ସମୟରେ ଓଡିଶାସମେତ ଦେଶର ଅନେକ ଗରିବଲୋକଙ୍କୁ ସିଧାସଳଖ ଆର୍ଥôକ ଓଅନ୍ୟାନ୍ୟ ସହାୟତା ପ୍ରଦାନକରିବାରେ ଏବଂ ଦୁର୍ଗମଅଞ୍ଚଳରେ ଲୋକଙ୍କୁ ସରକାରୀଯୋଜନାର ପ୍ରତ୍ୟକ୍ଷ ଲାଭପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛିବୋଲି କହିଛନ୍ତି ଶ୍ରୀ ପ୍ରଧାନ ।ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତିଓଡ଼ିଶାରେ ଟେଲିଫୋନ୍ ଘନତ୍ୱକୁ ବଢ଼ାଇବା ପାଇଁ ଭାରତ ସରକାର ୨ଜି ଭଏସ୍ଏବଂ ୪ଜି ଡାଟାର ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟର ୧୮ଟି ମାଓପ୍ରବଣଅଞ୍ଚଳରେ ୪୮୩ଟି ମୋବାଇଲ ଟାୱାର ପ୍ରତିଷ୍ଠା କରୁଛନ୍ତି । ଏହି “ପଦକ୍ଷେପଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଯୋଗାଇବ, ଆର୍ଥôକ କାର୍ଯ୍ୟକୁ ବୃଦ୍ଧି କରିବା ସହ ସ୍ଥାନୀୟଲୋକଙ୍କୁ ସଶକ୍ତ କରିବ ଓ ସ୍ଥାନୀୟ ସୁରକ୍ଷା ବଳକୁ ମଧ୍ୟ ସାହାଯ୍ୟ କରିବ ।ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ଗ୍ରାମ ପଞ୍ଚାୟତକୁ ବିଶ୍ୱର ର୍ବବୃହତ୍ତ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍ ସଂଯୋଗପ୍ରକଳ୍ପ ଭାରତନେଟ୍ ଜରିଆରେ ଅପଟିକାଲ୍ଫାଇବର୍ କେବୁଲ ସହ ଯୋଡ଼ା ହୋଇଛି ।ଏହାଦ୍ୱାରା ଏହି ଗ୍ରାମାଞ୍ଚଳର ଲୋକମାନେ ହାଇସ୍ପିଡ୍ ଇଣ୍ଟରନେଟର ସୁବିଧା ପାଇପାରିବେ ।ସେହିପରି ୬୫୦ରୁ ଉର୍ଦ୍ଧ୍ୱ ଇଣ୍ଡିଆ ପୋଷ୍ଟ୍ପେମେଣ୍ଟ ବ୍ୟାଙ୍କ୍ କେବଳ ଓଡ଼ିଶାର ଦୁର୍ଗମଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧାଯୋଗାଉନାହିଁ ବରଂ ଏହା ସମଗ୍ର ରାଜ୍ୟରେସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକୁ ମଧ୍ୟତ୍ୱରାନ୍ୱିତ କରିବା ଦିଗରେ କାମ କରୁଛି । ଶ୍ରୀପ୍ରଧାନ କହିଛନ୍ତି ଡିଜିଟାଲ୍ ଟେକ୍ନୋଲୋଜିବିଶେଷତଃ କରୋନା ସମୟରେ ଲୋକଙ୍କଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ିହୋଇପାରିଛି । ନିକଟରେ ଜାତୀୟ ଡିଜିଟାଲ୍ସ୍ୱାସ୍ଥ୍ୟ ମିଶନରେ ଘୋଷଣା ହୋଇଥିବାଆରୋଗ୍ୟ ସେତୁ ‘ଡିଜିଟାଲ୍ ଇଣ୍ଡିଆ’ରେକେବଳ କରୋନା ମୁକବିଲା କରିବାରେସକ୍ଷମ ହୋଇନାହିଁ ବରଂ ଅନେକ ଲକ୍ଷ୍ୟକୁମଧ୍ୟ ପୂରଣ କରିପାରିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...