17 C
Bhubaneswar
Monday, November 30, 2020

ରେମୁଣା ବିଧାୟକଙ୍କୁ ଅଜଣା ବ୍ୟକ୍ତିଙ୍କ ଆକ୍ରମଣ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ବାଲେଶ୍ୱର,୨୦ା୮(ନି.ପ୍ର): ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଆକ୍ରମଣ ଓ ତାଙ୍କ କାର ଭଙ୍ଗାରୁଜା କରାଯିବା ଘଟଣାକୁ ନେଇରେମୁଣା ନିର୍ବାଚନମଣ୍ଡଳୀ ସମେତ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛିି । ଏନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସତଦନ୍ତ ଆରମ୍ଭ କରିଛି । ରେମୁଣା ବିଧାୟକ ଶ୍ରୀ ପରିଡ଼ା ଗତକାଲି ସଂଧ୍ୟା ସମୟରେ ତାମୂଳିଆସ୍ଥିତ ନିଜ ପାୱାରଟିଲର ସୋ’ରୁମ୍ରୁ କାର ଡ୍ରାଇଭିିଂ କରିଘରକୁ ଫେରୁଥିଲେ । ତେବେ ଷ୍ଟେସନଛକ ନିକଟରେ ତାଙ୍କ କାରକୁ ଘଷି ହୋଇ ଏକ ଆମ୍ବୁଲାନ୍ସ ଓଭରଟେକ୍ ସହ ବିଧାୟକ କିଛି ପଚାରିବା ପୂର୍ବରୁଜିଲ୍ଲାସ୍କୁଲ ରାସ୍ତାରେ ମୁଖ୍ୟ ଚିକିସôାଳୟ ଅଭିମୁଖେଚାଲିଯାଇଥିଲା । କିଏ ଏହି ଆମ୍ବୁଲାନ୍ସ ଡ୍ରାଇଭର ଏଭଳିରଫ୍ ଡ୍ରାଇଭିଂ କରୁଛି ଜାଣିବା ପାଇଁ ବିଧାୟକ ମୁଖ୍ୟଡାକ୍ତରଖାନା ଯାଇ ଆମ୍ବୁଲାନ୍ସ ଓ ତା’ର ଡ୍ରାଇଭରକୁଖୋଜାଖୋଜି କରିଥିଲେ । ମାତ୍ର ସମ୍ପୃକ୍ତ ଡ୍ରାଇଭରକୁନପାଇ ବିଧାୟକ ଫେରୁଥିବା ବେଳେ ଫାଟକ ନିକଟରେକିଛି ଅଜଣା ବ୍ୟକ୍ତି ଛିଡ଼ାହୋଇ ରହିବା ଫଳରେବିଧାୟକଙ୍କ କାର ମୁଖ୍ୟରାସ୍ତାକୁ ଆସି ନପାରିବାରୁ ସେହର୍ଣ୍ଣ ବଜାଇ ଓ ଲାଇଟ୍ ମାରି ସାପ୍ ମାଗିଥିଲେ ।ଅଜଣାବ୍ୟକ୍ତିମାନେ ରାସ୍ତାରୁ ନ ହଟି ଓଲଟି ବିଧାୟକଙ୍କସହ ଯୁକ୍ତିତର୍କ କରିଥିଲେ । ଉଭୟଙ୍କ ମଧ୍ୟରେ କଥାକଟାକଟି ହେବା ସହ ସେମାନେ ବିଧାୟକଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରିଥିଲେ । ସେମାନଙ୍କଆକ୍ରମଣାତ୍ମକ ମୁଡ଼୍କୁ ଲକ୍ଷ୍ୟ କରି ବିଧାୟକ କାରରୁ ବାହରି ନଥିବା ବେଳେ ଶେଷରେ ଦୁର୍ବୃତ୍ତମାନେ କାରକୁ ଭାଙ୍ଗରୁଜା କରିଥିଲେ । କାରର କାଚ ଓହେଡ୍ ଲାଇଟ୍ ଭାଙ୍ଗି ଯାଇଥିଲା ସେ ପ୍ରକାଶ କରିଛନ୍ତି । ଏହାକୁ ନେଇ ବିଧାୟକ ଶ୍ରୀ ପରିଡ଼ା ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ପୁଲିସ ୧୮୯/୨୦୨୦ ନଂର ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି ।

- Advertisement -ରେମୁଣା ବିଧାୟକଙ୍କୁ ଅଜଣା ବ୍ୟକ୍ତିଙ୍କ ଆକ୍ରମଣ

More articles

LEAVE A REPLY

Please enter your comment!
Please enter your name here

- Advertisement -ରେମୁଣା ବିଧାୟକଙ୍କୁ ଅଜଣା ବ୍ୟକ୍ତିଙ୍କ ଆକ୍ରମଣ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...