29 C
Bhubaneswar
Saturday, September 19, 2020

ଏବିଏସ୍ଏଲ୍ଆଇ ଆସୁ୍ୟରଡ୍ ଫ୍ଲେକ୍ସି ସେଭିଙ୍ଗସ୍ ପ୍ଲାନ୍ ଉନ୍ମୋଚିତ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୨୦ା୮: ଆଦିତ୍ୟ ବିର୍ଲାକ୍ୟାପିଟାଲ୍ର ବୀମା ସଂସ୍ଥା ଆଦିତ୍ୟ ବିର୍ଲାସନ୍ଲାଇଫ୍ ଇନ୍ସୁ୍ୟରାନ୍ସ ପକ୍ଷରୁଏବିଏସ୍ଏଲ୍ଆଇ ଆସୁ୍ୟରଡ୍ ଫ୍ଲେକ୍ସିସେଭିଙ୍ଗସ୍ ପ୍ଲାନ୍ ବିଷୟରେ ଘୋଷଣାକରାଯାଇଛି । ଏହା ସମ୍ପୂର୍ଣ୍ଣ ଗ୍ୟାରେଂଟିଲାଭ ପ୍ରଦାନ କରୁଥିବା ବେଳେପଲିସିଧାରକଙ୍କୁ ଆବଶ୍ୟକ ସମୟରେଅସୀମିତ ଉଠାଣର ସୁବିଧା ଦେଉଛି । ବୀମାବଜାରରେ ପୂର୍ବରୁ ଅସୀମିତ ଉଠାଣଦେଖିବାକୁ ମିଳିନଥିଲା, ସେଥିପାଇଁ ଏହିଉତ୍ପାଦ ସମ୍ପୂର୍ଣ୍ଣ ଭିନ୍ନ ଧରଣ । ଭବିଷ୍ୟତରଲକ୍ଷ୍ୟ ହାସଲ କରିବା ଲାଗି ଏହାଗ୍ୟାରେଂଟି ଲାଭ ଦେଉଥିବା ବେଳେ ଅଣଯୋଜନାବଦ୍ଧ ଟଙ୍କା ଆବଶ୍ୟକତା କିମ୍ବାସ୍ୱଳ୍ପ ମିଆଦୀ ଲକ୍ଷ୍ୟ ପୂରଣ କରିବାରସୁବିଧା ମଧ୍ୟ ଏହା ଦେଉଛି ।ଏବିଏସଏଲଆଇ ଆସୁ୍ୟରଡ ଫ୍ଲେକ୍ସିସେଭିଙ୍ଗସ୍ ପ୍ଲାନ୍ ହେଉଛି ଏକ ସମ୍ପୂର୍ଣ୍ଣଗ୍ୟାରେଂଟେଡ୍, ନନ୍-ଲିଙ୍କଡ୍ ନନ୍ପାର୍ଟିସିପେଟିଂ ଜୀବନ ବୀମା ଯୋଜନା ।ଏହି ପ୍ଲାନ୍ ୧୦ କିମ୍ବା ୧୨ ବର୍ଷ ପଲିସିଅବଧି ଶେଷ ହେବା ପର୍ଯ୍ୟନ୍ତପଲିସିଧାରକଙ୍କୁ ବାର୍ଷିକ ଆୟ ପ୍ରଦାନକରିବ । ପ୍ରତିବର୍ଷ ୫% ଆୟ ବୁଷ୍ଟରଜରିଆରେ ଏହା ସଂଚୟ ବଢ଼ାଇବ । ମାତ୍ରତାହାକୁ ଉଠାଇ ହେବ ନାହିଁ । ପଲିସିମାଚୁ୍ୟରିଟି ସମୟରେ ପ୍ରଦାନକରାଯାଇଥିବା ମୋଟ ପ୍ରିମିୟମ୍ର ୧୧୦ପ୍ରତିଶତ ଦିଆଯିବ । ଏହା ଲୟାଲଟି ରାଶିଯୋଗ କରିବାର ସୁବିଧା ମଧ୍ୟ ଦେଉଛି ।ଏ ସମ୍ପର୍କରେ ଆଦିତ୍ୟ ବିର୍ଲା ସନ୍ଲାଇଫ୍ଇନ୍ସ୍ୟରାନ୍ସର ଏମ୍ଡି ଓ ସିଇଓ କମଳେଶରାଓ କହିଛନ୍ତି ଯେ, “ଏହି ଅଭାବନୀୟସମୟରେ ଲୋକମାନେ ବିପଦକୁ ନେଇଅଧିକ ସଚେତନ ହୋଇପଡ଼ିଥିବା ବେଳେସେମାନଙ୍କ ନଗଦ ରାଶି ବ୍ୟବସ୍ଥାରେଉନ୍ନତି ଆଣୁଛନ୍ତି । ତେଣୁ ଗ୍ରାହକମାନେରକ୍ଷଣଶୀଳ ମନୋଭାବ ନେଇ କାର୍ଯ୍ୟକରୁଛନ୍ତି ଯାହା ସେମାନଙ୍କୁ ସଂଚୟ କରିବାଏବଂ କଷ୍ଟ ଉପାର୍ଜିତ ରାଶି ବଢ଼ାଇବା ଲାଗିସୀମିତ ବିକଳ୍ପ ପ୍ରଦାନ କରୁଛି ।ଏବିଏସଏଲଆଇ ଫ୍ଲେକ୍ସି ସେଭିଙ୍ଗସ୍ପ୍ଲାନର ଲକ୍ଷ୍ୟ ହେଉଛି ଦୀର୍ଘମିଆଦୀଗ୍ୟାରେଂଟି ରିଟର୍ଣ୍ଣକୁ ନିଶ୍ଚିତ କରିବା ସହଦରକାର ସମୟରେ ଉଠାଣ ଓ ନଗଦ ରାଶିହାସଲ କରିବାର ନମନିୟତାର ସୁବିଧାପ୍ରଦାନ କରୁଛି । ଗ୍ୟାରେଂଟି ଟିକସ ମୁକ୍ତରିଟର୍ଣ୍ଣ ସହିତ ନଗଦ ରାଶି ସୁବିଧା ଏବଂଜୀବନ ବୀମା ସୁରକ୍ଷା ଯୋଗୁଁଗ୍ରାହକମାନେ ଚିନ୍ତାମୁକ୍ତ ଭାବେନିରବଚ୍ଛିନନ ଭାବେ ଆର୍ଥିକ ମାଇଲଖୁଂଟହାସଲ କରିପାରିବେ ।’’ ଏହି ପ୍ଲାନ୍ରେପ୍ରବେଶ କରିବାର ସର୍ବନିମ୍ନ ଓ ସର୍ବାଧିକବୟସ ହେଉଛି ୪ ବର୍ଷ ଏବଂ ୬୦ବର୍ଷ । ମାଚୁ୍ୟରିଟିର ବୟସ ହେଉଛି ୮୬ବର୍ଷ । ଏହି ପ୍ଲାନ୍ର ସର୍ବନିମ୍ନ ବାର୍ଷିକପ୍ରିମିୟମ୍ ହେଉଛି ୫୦,୦୦୦ ଟଙ୍କାଏବଂ ଏହାର କୌଣସି ସର୍ବାଧିକ ସୀମାଧାର୍ଯ୍ୟ କରାଯାଇନାହିଁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...