18 C
Bhubaneswar
Tuesday, November 24, 2020

ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକରି ଶ୍ରମ କମିଶନରଙ୍କୁ ଦାବିପତ୍ର

Must read

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ଡେଲାଙ୍ଗ,୨୦ା୮ (ନି.ପ୍ର) : ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେଦୃନୀତିଗସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକରି ଶ୍ରମକମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରମ କାର୍ଯ୍ୟାଳୟରେମନୋମୁଖୀ କାର୍ଯ୍ୟକଳାପ ଓ ଦୁର୍ନୀତିରେ ଲିପ୍ତ ରହି ନିର୍ମାଣଶ୍ରମିକ କଲ୍ୟାଣ ବୋର୍ଡର ଆଭିମୁଖ୍ୟକୁ ଦୀର୍ଘଦିନ ହେବଅକାମି କରି ରଖିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ।ଦୃନୀତଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନଦାବିକରି ନିର୍ମାଣ ଶ୍ରମିକ ୟୁନିୟନ ସମନ୍ନୟ ସମିତି,ପୁରୀ ଜିଲ୍ଲା କମିଟି ତରଫରୁ ଶ୍ରମ କମିଶନରଙ୍କଅନୁପସ୍ଥିତିରେ ଉପ ଶ୍ରମ କମିଶନରଙ୍କୁ ଏକ ଦାବିପତ୍ରପ୍ରଦାନ କରିଥିବା ଜଣାପଡିଛି । ଏହି କାର୍ଯ୍ୟାଳୟରେକର୍ମଚାରୀମାନେ ନୂତନ ଶ୍ରମିକ ପଞ୍ଜିକରଣ, କାର୍ଡନବୀକରଣ ପାଇଁ ଅର୍ଥ ଆଦାୟ କରୁଛନ୍ତି । ଯାହାକିଡେଲାଙ୍ଗ,ପିପିଲି,ସତ୍ୟବାଦୀ,କଣାସ,ବଳଙ୍ଗା ଆଦି ସହିତ ସମ୍ପୁର୍ଣ୍ଣ ପୁରୀଜିଲ୍ଲାର ଶ୍ରମିକ ମାନଙ୍କୁ ଦିଆଯାଉଥିବା ଶିକ୍ଷାବୃତ୍ତି, ବିବାହ, ମୃତୁ୍ୟକାଳୀନଆଦି ସହାୟତା ପ୍ରଦାନ ସମୟରେ ଅର୍ଥ ଆଦାୟ କରାଯାଉଛି । ଯେଉଁୟୁନିୟନ ମାନେ ଟଙ୍କା ଦେବାକୁ ବିରୋଧ କରୁଛନ୍ତି ସେମାନଙ୍କ ସହାୟତାଫର୍ମ ଗୁଡିକ ଅପିସରୁ ଗାଏବ କରି ଦିଆଯାଉଛି ବା ନଷ୍ଟ କରି ଦିଆଯାଉଛି ।କିଛି ଦଲାଲ ବା ଅସମାଜିକ ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ପ୍ରଚୁର ପରିମାଣରଅର୍ଥ ଆଦାୟ କରାଯାଉଛି ବୋଲି କେତେକ ଶ୍ରମିକ ମାନେ ଅଭିଯୋଗକରିଥିବା ଜଣାଇଛନ୍ତି । କାର୍ଯ୍ୟାଳୟରେ କେତେକ ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ଡକାଯାଇ ଅଫିସ ମଧ୍ୟରେ ବିଭିନ୍ନ ଅପ୍ରୀତିକର କାର୍ଯ୍ୟ କରାଯାଉଛିବୋଲି ଦାବୀ କରିଛନ୍ତି । ଯେଉଁ ଶ୍ରମିକ ୟୁନିୟନ ଏହାର ବିରୋଧ କରୁଛନ୍ତିସେମାନଙ୍କୁ ଆକ୍ରମଣ କରାଯିବା ପାଇଁ ପରୋକ୍ଷ ଧମକ ଦିଆଯାଉଛି ।ଏପରିକିଅଫିସ ଖର୍ଚ୍ଚ ନାମରେ ବିଭିନ୍ନ ବାଟରେ ଅର୍ଥ ଆଦାୟ କରାଯାଉଛି । ଏସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ସମ୍ପୁକ୍ତ କର୍ମଚାରୀଙ୍କ ବିରୁଦ୍ଧରେଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛି ସଂଘ । ସାତ ଦିନ ମଧ୍ୟରେ ଯଦିକାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସମନ୍ନୟ କମିଟି ତରଫରୁ ଶ୍ରମକମିଶନରଙ୍କ କାର୍ଯ୍ୟାଳୟ ସମେତ ପୁରୀ ଜିଲ୍ଲା ଉପଶ୍ରମ କମିଶନରଙ୍କକାର୍ଯ୍ୟାଳୟ ସମ୍ମୁଖରେ ଦାବି ପୁରଣ ପର୍ଯ୍ୟନ୍ତ ଦିବାରାତ୍ର ଧାରଣା କରାଯିବବୋଲି ଜଣାଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପଞ୍ଜିକୃତ ନିର୍ମାଣ ଶ୍ରମିକୟୁନିୟନର କର୍ମକର୍ତ୍ତାଙ୍କ ସହିତ ଏଚ୍. ଏମ୍. ଏସ୍ ରାଜ୍ୟ ନେତା ବିରେନ୍ଦ୍ରପ୍ରାତାପ ଦାସ, ସମନ୍ନୟ ସମିତିର ରାଜ୍ୟ ଆବାହକବିଜୟ ଜେନା, ବିଭିନ୍ନୟୁନିୟନରୁ ସୁରଜେନା, ଜିଲ୍ଲା ଆବାହକ ଞ୍ଜାନ ରଞ୍ଜନ ଦାସ ଓ ମଧୁସୂଦନ ପ୍ରଧାନ, ପ୍ରଶାନ୍ତ କୁମାର ବେହେରା, ଭୀମସେନ ସ୍ୱାଇଁ, ବିପିନନାୟକ, ସୁଧାଂଶୁ ସେନାପତି, ସ୍କୃତିରଞ୍ଜନ ଦାସ, ମହାବୀର ମିଶ୍ର, ବିପ୍ଳବକେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ କମିଶନରଙ୍କୁ ଦାବୀ ପତ୍ର ପ୍ରଦାନକରିଥିଲେ

- Advertisement -ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକରି ଶ୍ରମ କମିଶନରଙ୍କୁ ଦାବିପତ୍ର

More articles

LEAVE A REPLY

Please enter your comment!
Please enter your name here

- Advertisement -ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକରି ଶ୍ରମ କମିଶନରଙ୍କୁ ଦାବିପତ୍ର

Latest article

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...