24 C
Bhubaneswar
Wednesday, November 25, 2020

ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ନିବଦେନ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

କେନ୍ଦ୍ରାପଡା,୨୦ା୮ (ନି.ପ୍ର) :କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଙ୍ଘପକ୍ଷରୁ ଉଦବୃତ ଜଳକୁ ତୁରନ୍ତନିଷ୍କାସନ କରାଯିବା ପାଇଁ ଆବଶ୍ୟକପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେଜିଲ୍ଲାପାଳଙ୍କୁ ଏକ ୯ଦଫା ସମ୍ବଳିତଦାବିପତ୍ର ପ୍ରଦାନ କରାଯାଇଛି । କୃଷିଓ କୃଷକର ଉନ୍ନତି ପାଇଁ ଜିଲ୍ଲାକୃଷକ ମହାସଙ୍ଘ ସଦାସର୍ବଦାଚେଷ୍ଟିତ ଥିବା ବେଳେ ଦେଶକୁଖାଦ୍ୟ,ବସ୍ତ୍ର,ବାସଗୃହ ଯୋଗାଉଥିବାକୃଷକର ଦେଶ ସ୍ୱଧୀନତାର୭୪ବର୍ଷ ପରେବି କୈାଣସି ଉନ୍ନତିପରିଲକ୍ଷିତ ହୋଇ ନାହିଁ । ମାତ୍ରବର୍ତ୍ତମାନ ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ନାହିଁ ନଥିବା ୱାଟରଲଗିଂ ସମସ୍ୟା ସୃଷ୍ଟି ହୋଇ ଫସଲନଷ୍ଟ ହେଉଛି । ତେଣୁ ତୁରନ୍ତ ଜଳନିଷ୍କାସନ ନିମନ୍ତେ ବିହିତ ପଦକ୍ଷେପନେବାକୁ ଜିଲ୍ଲାପାଳଙ୍କୁ ନିବେଦନକରାଯାଇଛି । ଜିଲ୍ଲା କୃଷକମହାସଙ୍ଘ ପକ୍ଷରୁ ପ୍ରଦାନକରାଯାଇଥିବା ଦାବିପତ୍ରରେ ଥିବାଦାବି ଗୁଡିକ ମଧ୍ୟରେ ଗୋପଛକଠାରୁ ଛଗରିଆ ଦେଇ ହଜାରିଛକପର୍ଯ୍ୟନ୍ତ ଜାତୀୟ ରାଜପଥ ପାଶ୍ୱର୍ରୁବେଆଇନ ବନ୍ଧକୁ ତୁରନ୍ତହଟାଯିବା,ହଜାରି ଠାରୁ ହାତିଆଡ୍ରେନେଜକୁ କଳାପୋଲ ଦେଇବାଲିସାହି ପର୍ଯ୍ୟନ୍ତ ତୁରନ୍ତ ସଫାକରାଯିବା,ଲଛମନଜୀଉ ମନ୍ଦିରଚକରୁ ୨ନମ୍ବର ବ୍ଲକ ପଛଦେଇଗୋବରୀ ନଦୀକୁ ଜଳ ନିଷ୍କାସନକରାଯିବା,ଅଳାବାଙ୍କ ପାଶ୍ୱର୍ମୟୀଠାକୁରାଣୀ ଠାରୁ ଦୁହୁରିଆରେଳପୋଲ ପର୍ଯ୍ୟନ୍ତ ଜଳ ନିଷ୍କାସନକରାଯିବା,କୁରୁଜଙ୍ଗା ପଂଚାୟତ ଠାରୁକାଉପଡା ପୋଲଦେଇ ଏନ.ଏଚ.ପର୍ଯ୍ୟନ୍ତ ପଥକୁ ସଫାକରାଯିବା,ବାରିମୂଳଗ୍ରାମପଂଚାୟତର ଜେଲରୋଡଦେଇ କେନ୍ଦ୍ରୀୟ ବିଦ୍ୟାଳୟ ବାଟରେଗୋବରୀ ନଦୀକୁ ସଂଯୋଗକରାଯିବା,ଏସବୁ ସମେତ ଜିଲ୍ଲାରବ୍ୟାପକ ଅଂଚଳରେ ଜଳ ନିଷ୍କାସନହୋଇପାରୁନଥିବାରୁ ବ୍ୟାପକ ଭାବେଫସଲ ହାନୀ ଘଟିବାକୁ ଯାଉଛି ।ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣକରାଯାଇ ଚାଷୀକୂଳକୁ ରକ୍ଷାକରାଯାଉ । ଯେଉଁମାନେ ଫସଲବୀମା କରିନାହାନ୍ତି ତୁରନ୍ତ ସେମାନଙ୍କୁବୀମା ଭୁକ୍ତ କରାଯିବା, ଚାଷ ଓଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀସଂଗଠନର ପ୍ରତିନିଧି ମାନଙ୍କ ସହିତଚାଷ ସମ୍ପର୍କରେ ସମସ୍ତ ବିଭାଗ ଯଥାକୃଷି, ଉଦ୍ୟାନକୃଷି,ଜଳସେଚନ,ଡ୍ରେନେଜ,ତଟ ଓ ବନ୍ଧଡିଭିଜନ,ବନ ବିଭାଗ,ବ୍ୟାଙ୍କ,ନାବାର୍ଡ ପ୍ରମୁଖ ବିଭାଗ ଗୁଡିକ ତୁରନ୍ତଏକ ବୈଠକ ଡକାଇ ଚାଷୀମାନଙ୍କସମସ୍ୟା ସମାଧାନ କରିବାକୁ ଦାବିକରାଯାଇଛି । ଜିଲ୍ଲା କୃଷକ ମହାସଙ୍ଘପକ୍ଷରୁ ସଭାପତି ରମଣୀରଞ୍ଜନରାଉତରାୟ, ସମ୍ପାଦକସତ୍ୟନାରାୟଣ ଜେନା, ସହସମ୍ପାଦକ କୁବେର ସାହୁ, ଅକ୍ଷୟକୁମାର ବେହେରା ପ୍ରମୁଖଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକରିଥିଲେ

- Advertisement -ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ନିବଦେନ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ନିବଦେନ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୫/୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...