34 C
Bhubaneswar
Friday, September 18, 2020

ଏସବିଆଇ ଜେନେରାଲ୍ ଇନ ସୁ୍ୟରାନ୍ସ ‘ସଗୁନ-ଗିଫ୍ଟ ଆନ୍ଇନ୍ସୁ୍ୟରାନ୍ସ’ ପଲିସିର ଶୁଭାରମ୍ଭ

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

ମୁମ୍ବାଇ,୨୦ା୮ (ନି.ପ୍ର) :ଏସବିଆଇ ଜେନେରାଲ୍ ଇନ୍ସୁ୍ୟରାନ୍ସ,ଯାହାକି ଭାରତର ଏକ ଅଗ୍ରଣୀ ବୀମାକମ୍ପାନୀ, ଆଜି ‘ସଗୁନ୍- ଗିଫ୍ଟ ଆନ୍ଇନ୍ସୁ୍ୟରାନ୍ସ’ ର ଘୋଷଣା କରିଛିଯାହାକି ବ୍ୟକ୍ତିଗତଦୁର୍ଘଟଣା ପଲିସିପାଇଁ ଏକ ସ୍ୱତନ୍ତ୍ରଉପହାର । ଏହିଉତ୍ପାଦକୁଏସବିଆଇଜେନେରାଲ୍ ଦ୍ୱାରାଇନ୍ସୁ୍ୟରାନ୍ସରେଗୁଲାଟୋରି ଏଣ୍ଡ ଡେଭଲପମେଂଟଅଥୋରିଟି (ଆଇଆରଡିଏଆଇ)ସ୍ୟାଣ୍ଡବକ୍ସ ରେଗୁଲେସନ ଦ୍ୱାରା ଫାଇଲ୍କରାଯାଇଛି । ଏହି ପଲିସିର ପ୍ରମୁଖବୈଶିଷ୍ଟ୍ୟ ହେଉଛି ଆପଣ ଏହାକୁଯେକାହାରିକୁ ଉପହାର ସ୍ୱରୂପ ଦେଇପାରିବେ ଅର୍ଥାତ୍ ପଲିସିର କ୍ରେତା ଏଥିପାଇଁବୀମାକାରୀଙ୍କ ସମ୍ପର୍କୀୟ ହେବା ଆବଶ୍ୟକନୁହେଁ ।ସଗୁନ୍ ବ୍ୟକ୍ତିଗତ ଦୁର୍ଘଟଣା ବୀମାକୁକଭର କରିଥାଏ ଯାହାକି ବୀମାକାରୀଙ୍କୁଦୁର୍ଘଟଣାଜନିତ ମୃତୁ୍ୟ ଓ ଆଂଶିକ ବା ସମ୍ପୂର୍ଣ୍ଣଭିନ୍ନକ୍ଷମତା, ଓ ସ୍ଥାୟୀ ତଥା ସାମୟିକଭିନ୍ନକ୍ଷମତାରୁ ସମ୍ପୂର୍ଣ୍ଣ ଆର୍ଥିକ ସୁରକ୍ଷା ପ୍ରଦାନକରେ ।ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ,ଶ୍ରୀ ପି.ସି. କଣ୍ଡପାଲ୍, ଏମଡି ଓ ସିଇଓ,ଏସବିଆଇ ଜେନେରାଲ୍ ଇନ୍ସୁ୍ୟରାନ୍ସକହିଛନ୍ତି ଯେ, “ସଗୁନ ହେଉଛିଏସବିଆଇ ଜେନେରାଲର ଏକ ସ୍ୱତନ୍ତ୍ରଅଫର । ଆମର ଭାରତୀୟ ସଂସ୍କୃତିରେ,ଆମେ ଆମର ସଫଳତା ବା ଶୁଭଅବସରରେ ଆମେ ଆମର ପ୍ରିୟଜନଙ୍କୁକିଛି ଉପହାର ଦେଇଥାଉ ବାଏନଭଲପରେ କିଛି ଟଙ୍କା ଦେଇଥାଉ ।ଏହା ଶୁଭକାମନା ଜଣାଇବାର ଏକମାଧ୍ୟମ । ଏସବିଆଇଜି ରେ, ଆମେଏଥିପାଇଁ “ସଗୁନ” ର ଉପସ୍ଥାପନ କରୁଛୁଯାହାକୁ ଉପହାର ଭାବରେ ପ୍ରଦାନକରାଯାଇପାରିବ । ଏହି ଉତ୍ପାଦର ପ୍ରିମିୟମହେଉଛି ଟ.୫୦୧, ୧୦୦୧,୨୦୦୧ । ତେଣୁ କେବଳ ନାମ“ସଗୁନ” ନୁହେଁ ବରଂ ଏହାର ପ୍ରିମିୟମପରିମାଣ ମଧ୍ୟ ଭାରତୀୟ ପରମ୍ପରାକୁ ସ୍ପର୍ଶକରୁଛି ।ସେ ପୁନଶ୍ଚ କହିଥିଲେ ଯେ, “ସଗୁନକୁ ଯେ କାହାରିକୁ ପ୍ରଦାନ କରାଯାଇପାରିବ ଯଥା ପରିବାର, ବନ୍ଧୁ, ଦୂରସମ୍ପର୍କୀୟ ଓଏପରିିଘରୋଇସହାୟକ,ଡ୍ରାଇଭର,ରୋଷେଇଆଇତ୍ୟାଦି ଓଏହାକୁଯେକୌଣସି ଶୁଭ ଅବସରରେ ପ୍ରଦାନକରାଯାଇପାରିବ ଯଥା ପରୀକ୍ଷାରେ ଉତୀର୍ଣ୍ଣହେବା ପରେ, ନୂତନ କାର, ନୂତନ ଘରକ୍ରୟ ପରେ, ଜନ୍ମଦିନ, ବିବାହ,ବାର୍ଷିକୋତ୍ସବ, ଏକ ନୂତନ ବାଇକ୍କିଣିବା, କଲେଜରେ ନାମଲେଖାଇତ୍ୟାଦି ।ସଗୁନ-ଗିଫ୍ଟ ଏକ ଇନ୍ସୁ୍ୟରାନ୍ସ,ବ୍ୟକ୍ତିଗତ ଦୁର୍ଘଟଣାର ଏକ ସ୍ୱତନ୍ତ୍ର ଉପହାରଯାହାକୁ ଏସବିଆଇ ଜେନେରାଲରୱେବସାଇଟ୍ଙ୍ଗଙ୍ଗଙ୍ଗ.ଗ୍ଦଭସଶରଦ୍ଭରକ୍ସବକ୍ଷ.ସଦ୍ଭ ରେବହୁତ ସହଜରେ ୩ ଟି ସୋପାନରେକ୍ରୟ କରାଯାଇପାରିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...