28 C
Bhubaneswar
Sunday, September 20, 2020

ମଣିପାଳ ଶିକ୍ଷାର୍ଥୀ ଏକଜାକ୍ଟ ସାଇନ୍ସ୍ ଓସିଆର୍ ହାକାଥନ୍ର ବିଜେତା ହେଲେ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୨୦ା୮ (ନି.ପ୍ର) : ମଣିପାଳ ଏକାଡେମୀଅଫ୍ ହାୟର ଏଜୁକେଶନର ମଣିପାଳ ଇନଷ୍ଟିଚୁ୍ୟଟ ଅଫ୍ଟେକ୍ନୋଲୋଜି ଟିମ୍ର ୪ ଶିକ୍ଷାର୍ଥୀ ଆମେରିକାର ଏକଜାକ୍ଟସାଇନ୍ସ୍ ଦ୍ୱାରା ଆୟୋଜିତ ଅନ୍ଲାଇନ୍ ହାକାଥନ୍ରେ ବିଜୟୀହୋଇଛନ୍ତି । ସେମାନେ ପ୍ରଥମ ପୁରସ୍କାର ଭାବେ ନଗଦ୨,୫୦୦ ଡଲାରହାସଲ କରିଛନ୍ତି ।ସେମାନଙ୍କ ଦ୍ୱାରାଉପସ୍ଥାପିତ ହୋଇଥିବା‘ କମ୍ବାଟିଙ୍ଗ୍ କୋଲୋନକ୍ୟାନସର ୱିଥ୍ ପିକ୍ସେଲୱେଭ୍ ଓସିଆର୍’ ବେଶ୍ପ୍ରଶଂସିତ ହୋଇଛି ।ଏହାକୁ ସେମାନେ ନିଜକଷ୍ଟମ୍ ଓସିଆର୍ ଏପିଆଇ ଦ୍ୱାରା ବିକଶିତ କରିଥିଲେ ।ପିକ୍ସେଲ ୱେଭ୍ ଟିମ୍ରେ ବ୍ୟାଚ୍-୨୦୨୧ର ଇସିଇ ଛାତ୍ରଜିଥିନ୍ ସନ୍ନି, ବ୍ୟାଚ୍-୨୦୧୯ ଇସିଇ ଛାତ୍ର ଜୋଏଲ୍ ଯୋଗୀଜର୍ଜ , ବ୍ୟାଚ୍-୨୦୧୯ ସିଏସ୍ଇ ଛାତ୍ର ଅନିଶ୍ ବୋଷ ଏବଂବ୍ୟାଚ୍-୨୦୧୯ ସିଏସ୍ଇ ଛାତ୍ର ସି .ଉଦୟ କୁମାର ପ୍ରମୁଖଥିଲେ । ଏଥିରେ ଅପ୍ଟିକାଲ କ୍ୟାରେକ୍ଟର ରିକୋଗନେଶନ୍ସଫ୍ଟୱେର କୋଟସ୍ ଓସିଆର୍ର ବ୍ୟବହାର କରାଯାଇଥିଲା । ଏହାଇଣ୍ଡଷ୍ଟି୍ରଆଲ୍ କୋଡ଼ିଂ ଷ୍ଟାଣ୍ଡାର୍ଡ ବିଶିଷ୍ଟ ।ଏହି ଅବସରରେ ବ୍ୟାଚ୍-୨୦୨୧ର ଇସିଇ ଛାତ୍ର ଜିଥିନ୍ସନ୍ନି କହିଲେ, ଦେଶର ଚାରି କୋଣରେ ରହି ଆମେ ଚାରିଜଣଭର୍ଚୁ୍ୟଆଲ ତଥା ଦକ୍ଷ ଭାବେ ‘ କମ୍ବାଟିଙ୍ଗ୍ କୋଲୋନ କ୍ୟାନସରୱିଥ୍ ପିକ୍ସେଲ ୱେଭ୍ ଓସିଆର୍’ ସଲୁ୍ୟଶନ ପ୍ରସ୍ତୁତ କରିଥିଲୁ । ଏକମାସ ବ୍ୟାପୀ ଏହି ହାକାଥନ୍ରେ ଓସିଆର୍ର ବିଭିନ୍ନ ମଡେଲଉପରେ କାମ କରିବାରସୁଯୋଗ ମିଳିଥିଲା ।ଆୋମ ନିଜ କଷ୍ଟମ୍ଓସିଆର୍ ଏପିଆଇରେଏହାକୁ ବିକଶିତକରିଥିଲୁ । ଏହା ସଠିକଭାବେ ତଥ୍ୟ ପ୍ରଦାନକରିବାକୁ ସକ୍ଷମ । ଏହିଅବସରରେ ମଣିପାଳଇନଷ୍ଟିଚୁ୍ୟଟ୍ ଅଫ୍ ଟୋକ୍ନୋଲୋଜିର ନିଦେ୍ର୍ଦଶକ ଡ.ଡି. ଶ୍ରୀକାନ୍ତରାଓ କହିଲେ, ୨୦୨୦ ହାକାଥନ୍ ଭଳି ସମ୍ମାନଜନକପ୍ରତିଯୋଗିତାରେ ଆମ ଶିକ୍ଷାର୍ଥୀ ବିଜୟୀ ହୋଇଥିବାରୁ ଆମେଗର୍ବିତ । ଏହାଦ୍ୱାରା ସେମାନଙ୍କର ପ୍ରତିଭା ଲୋକଲୋଚନକୁଆସିପାରିଛି । ଛାତ୍ରଛାତ୍ରୀ ଏବଂ ଅନନ୍ୟ ଅଭିନବ ପ୍ରୟାସକୁ ଆମେପ୍ରଶଂସା କରୁଛୁ । ଏଭଳି ଉଦ୍ୟମ ସେମାନେ ଅଗାମୀ ଦିନରେମଧ୍ୟ ଜାରି ରଖିବେ । ଆମେ ସେମାନଙ୍କ ସୃଜନଶୀଳତା ଏବଂଅନନ୍ୟ ତଥା ସମସ୍ୟା ସମାଧାନ ଉଦ୍ୟମକୁ ପ୍ରଶଂସା କରୁଛୁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...