24 C
Bhubaneswar
Tuesday, November 24, 2020

ଫିକି ଓଡ଼ିଶା ପକ୍ଷରୁ “ନିଉ ନର୍ମାଲ୍’ଉପରେ ୱେବିନାର

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ଭୁବନେଶ୍ୱର,୨୦ା୮ (ନି.ପ୍ର) :ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ନିଉନର୍ମାଲ (କୋଭିଡ୍ ୧୯ ସମୟରେକାର୍ଯ୍ୟକ୍ଷେତ୍ରରେ ପ୍ରତିଷେଧମୂଳକବ୍ୟବସ୍ଥା) ସମ୍ପର୍କିତ ଏକ ୱେବିନାରଆୟୋଜନ କରାଯାଇଛି । ଏଥିରେ କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷା ଉପରେଗୁରୁତ୍ୱାରୋପ କରାଯାଇଛି ।ଏହି ଅବସରରେ ଫିକି ଓଡ଼ିଶାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମୋନିକାନୈୟାର ପ…ନାୟକ ସ୍ୱାଗତ ଭାଷଣପ୍ରଦାନ କରିବା ସହ କହିଛନ୍ତି ଯେ କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷିତ ରଖିବାଲାଗି ବ୍ୟବସାୟ ପ୍ରତିଷ୍ଠାନ, କର୍ମଚାରୀ ଓସେମାନଙ୍କ ପରିବାର, ସର୍ବୋପରି ସମଗ୍ରସମାଜ ଏବଂ ସାମାଜିକ ସହଯୋଗୀ ଆଦିସମାଜର ସମସ୍ତ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣଭୂମିକା ନିର୍ବାହ କରିବାକୁ ପଡ଼ିବ ।କୋଭିଡ୍-୧୯ର ମୁକାବିଲା କରିବା ଏବଂଶିଳ୍ପ ଓ ସମାଜକୁ ଆବଶ୍ୟକ ସହାୟତାପ୍ରଦାନ କରିବା ଲାଗି ସରକାର ଆବଶ୍ୟକଦିଶାନିର୍ଦେଶକ ଓ ସୁରକ୍ଷା ପଦକ୍ଷେପ ଜାରିକରିଛନ୍ତି ବୋଲି ସେ କହିଛନ୍ତି ।ଏହି ଅବସରରେ ରାଜ୍ୟ ଶ୍ରମକମିସନର ଡକ୍ଟର ଏନ୍ ତିରୁମାଲା ନାଏକଓ ନିର୍ଦେଶକ, ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ସ,ଓଡ଼ିଶା କହିଛନ୍ତି ଯେ, ଏହା ହେଉଛି ଏକକଠିନ ଓ ଅଭାବନୀୟ ସମୟ । ଓଡ଼ିଶାସରକାର ଜାଗ୍ରତ ଅଛନ୍ତି । କର୍ମ କ୍ଷେତ୍ରରେକର୍ତୃପକ୍ଷଙ୍କୁ ସତର୍କ ରହିବାକୁ ହେବ । ଏହାସବୁ ଶିଳ୍ପ, ସେମାନଙ୍କ କର୍ମଚାରୀ ଓଶ୍ରମିକମାନଙ୍କ ପାଇଁ ଜରୁରୀ । ରାଜ୍ୟରେକରୋନା ସଂକ୍ରମଣ ବଢ଼ୁଥିବା ସହ ଶିଳ୍ପଦୁର୍ଘଟଣା ସମ୍ପର୍କିତ ମାମଲା ମଧ୍ୟ ବଢ଼ୁଛି ।କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓସୁରକ୍ଷା ପାଇଁ ଆବଶ୍ୟକ ପ୍ରଶିକ୍ଷଣ,ନିରୀକ୍ଷଣ ଓ ନଜର ରଖିବା ଜରୁରୀ ବୋଲିସେ କହିଛନ୍ତି ।ଏହି ଅବସରରେ ଓସଡମାରକାର୍ଯ୍ୟନିର୍ବାହୀ ନିର୍ଦେଶକ ଡକ୍ଟର କମଳଲୋଚନ ମିଶ୍ର ରାଜ୍ୟ ସରକାରଙ୍କ କୋଭିଡ୍ପରିଚାଳନା ଉପରେ ଆଲୋକପାତକରିଥିଲେ ଏବଂ ଦେଶର କିଛି ହାତଗଣତିରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମଯେଉଁଠାରେ ବରିଷ୍ଠ ସରକାରୀଅଧିକାରୀଙ୍କୁ ଜିଲ୍ଲା ସ୍ତରରେ ନିଯୁକ୍ତକରାଯାଇଛି ବୋଲି କହିଥିଲେ । ଫିକିରଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିରସହ-ଅଧ୍ୟକ୍ଷ ଡକ୍ଟର ଏସ୍ ପି ଗର୍ଗକହିଥିଲେ ଯେ ଅନେକ ପ୍ର୍ରୟାସହେଉଥିବା ସତ୍ୱେ ଶ୍ରମିକ, କଂଚାମାଲ ଓସମ୍ବଳର ଅଭାବ ଯୋଗୁ କାରବାରପୁନର୍ବାର ଆରମ୍ଭ କରିବାରେ ସଂସ୍ଥାଗୁଡ଼ିକଅସୁବିଧା ସାମ୍ନା କରୁଛନ୍ତି ।ଏହି ଅବସରରେ ଆୟୋଜିତ ଏକସ୍ୱତନ୍ତ୍ର ଅଧିବେଶନରେ ଇପିକଲ୍ରପୂର୍ବତନ ଏମ୍ଡି ବିବେକ ପ…ନାୟକ,ଫିକି ଓଡ଼ିଶା ଏମ୍ଏସ୍ଏମ୍ଇ କମିଟିରଅଧ୍ୟକ୍ଷ ଜେ କେ ରଥ, ଓସଡମାର ଜିଏମଡକ୍ଟର ମଳୟ କୁମାର ପ୍ରଧାନ,ହେମଲତା ହସ୍ପିଟାଲ୍ ଆଣ୍ଡ୍ ରିସର୍ଚସେଂଟରର ସିଏମ୍ଡି ଡକ୍ଟର ଅରବିନ୍ଦ ରଥଓ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ୍ବଏଲର୍ସର ଉପନିର୍ଦେଶକ ଡକ୍ଟରରମେଶ କୁମାର ବେହେରା ଆଲୋଚନାକରିଥିଲେ । ଫିକି ଓଡ଼ିଶାର ଯୁଗ୍ମନିର୍ଦେଶକ ସଞ୍ଜୀବ ମହାନ୍ତି ଧନ୍ୟବାଦଅର୍ପଣ କରିଥିଲେ ।

- Advertisement -ଫିକି ଓଡ଼ିଶା ପକ୍ଷରୁ “ନିଉ ନର୍ମାଲ୍’ଉପରେ ୱେବିନାର

More articles

LEAVE A REPLY

Please enter your comment!
Please enter your name here

- Advertisement -ଫିକି ଓଡ଼ିଶା ପକ୍ଷରୁ “ନିଉ ନର୍ମାଲ୍’ଉପରେ ୱେବିନାର

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...