18 C
Bhubaneswar
Tuesday, November 24, 2020

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ଆଜାଦ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ବ୍ରହ୍ମପୁର : ଗଞ୍ଜାମ ସହର ସ୍ଥିତ ଭାରତୀିଦ୍ୟା ପୀଠ ର କ୍ରୀଡ଼ା ଶିକ୍ଷକ, ଗୀତିକାର , ସଂଳାପଲେଖକ ପ୍ରୀତି ରଞ୍ଜନ ପ୍ରଧାନ ଙ୍କ ପରିକଳ୍ପନା,ସ୍ୱାଧୀନତା ର ୭୪ ବର୍ଷ ପରେ ଝିଅ ମାନଙ୍କୁମିଳିପାରିନି ସ୍ୱାଧୀନତା ପରିକଳ୍ପପିତ କ୍ଷୁଦ୍ରଚଳଚିତ୍ର ଅ ।ଜାଦ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହୋଇଥିବା ଜଣାପଡିଛି । ଯାହାକୁନେଇ ବିଭିନ୍ନ ମହଲରେ ଖୁସିର ଲହରୀଖେଳିଯାଇଥିବାବେଳେ ଏହା ନିଶ୍ଚିତ ପୁରସ୍କୃତହେବ ବୋଲି ଅ ।ଶାବାଦୀ ଅଛନ୍ତି ।ମୁକ୍ତିଲାଭ କରିଛି ଈରବଗ୍ଧଗ୍ଦ ଙୟସବ ଚ୍ଚକ୍ଟଙ୍କଗ୍ଧଙ୍କଭର ·ନେଲ ରେ ଏକ କ୍ଷୁଦ୍ର ଚଳଚିତ୍ରଅ ।ଜାଦ ( କାହାଣୀ ଏକ ଝିଅ ର)ୟସ୍ୱାଧୀନତା କୁ ୭୪ ବର୍ଷ ପୁରିବା ପରେମଧ୍ୟ ଅ ।ମ ଝିଅ ମାନଙ୍କୁ ମିଳି ପାରିନି ପୂର୍ଣସ୍୍ୱାଧୀନତା ।ଏକୁଟିଅ । ଝିଅ ଅସହାୟ ଝିଅ କୁଦେଖି ଅନେକ ଅବିବେକି ପୁରୁଷ ହୋଇ ଯାଅ ।ନ୍ତି କାମାନ୍ଧ ୟଠିକ ଭୁଲକିଛି ନ ବି·ରି ନିରୀହ ନିଷ୍ପାପ ଝିଅ ମାନଙ୍କୁ କରି ନିଅନ୍ତି ନିଜର ଅ ।ହାର ।କେମିତି ଝିଅ ମାନଙ୍କୁ ଅ ।ମେ ଦେଇ ପାରିବା ସୁରକ୍ଷା,କେମିତି ଅ ।ଣିବାଅ ।ମ ମାନସିକତାରେ ପରିବର୍ତନ,ଏ ସବୁ କୁ ଲକ୍ଷ କରିଅଭିନୟ ମାଧ୍ୟମ ରେ ଏକ ସୁନ୍ଦର ସଚେତନତା ବାର୍ତାବାଣ୍ଟିଛନ୍ତି ଗଞ୍ଜାମ ର କଳାକାର ମାନେୟଯାହାକୁ ଏକସୁନ୍ଦର ପରିକଳ୍ପନା ନେଇ କାହାଣୀଟିକୁ ସଂଳାପ ରେସଜେଇଛନ୍ତି ଗୀତିକାର ତଥା ସଂଳାପ ଲେଖକ ପ୍ରୀତିରଞ୍ଜନ ପ୍ରଧାନ ଏବଂ ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତିଗଂଜାମ ର ଯୁବ ନିଦେ୍ର୍ଦଶକ ତେଜେଶ୍ୱର ସାମଲ ।ଏଥିରେମୁଖ୍ୟ ଭୂମିକାରେ ଶିଶୁ କଳାକାର ଶିବନୀ ପ୍ରଧାନ ଙ୍କରଦମଦାର ଅଭିନୟ ସମସ୍ତ କଳାକାରଙ୍କ ମହଲରେ ବେଶଅ ।ଦୃତ ହୋଇପାରିଛି । ତାଙ୍କ ସହିତ ଅଭିଜ୍ଞ କଳାକାରତଥା ଓଡ଼ିଅ । ସିନେମା ଓ ଗ୍ଧଙ୍ଖ ପରଦା ର ହାସ୍ୟଅଭିନେତା ମଧୁସୂଦନ ମିଶ୍ର ଙ୍କ ସହିତ ପ୍ରୀତି ରଞ୍ଜନପ୍ରଧାନ,ସପନ ସେଠି ଓ ସୌମ୍ୟ ରଞ୍ଜନ ସାହୁ ଙ୍କରଅଭିନୟ ବେଶ ଉଚ୍ଚ କୋଟିର ଥିଲା ବୋଲି ଦର୍ଶକ ମହଲରେ ଚର୍ଚ୍ଚା ହଉଛି । କ୍ୟାମେରା ଦାୟିତ୍ୱ ରେ ଅଛନ୍ତି ସୁନୀଲକୁମାର ପାଢୀ ଓ ରାଜା

- Advertisement -ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ଆଜାଦ

More articles

LEAVE A REPLY

Please enter your comment!
Please enter your name here

- Advertisement -ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ଆଜାଦ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...