27 C
Bhubaneswar
Sunday, September 20, 2020

ପ୍ରତ୍ୟାହାର ଦାବିରେ ବୁଦ୍ଧିଜୀବିଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ବ୍ରହ୍ମପୁର,୨୦ା୮(ନି.ପ୍ର.); ଅଦାଲତ ଅବମାନନାଅଭିଯୋଗରେ ଗତ ୧୪ ଅଗଷ୍ଟ ୨୦୨୦ ତାରିଖରେସୁପ୍ରିମକୋର୍ଟର ତିନି ଜଣିଅ । ଖଣ୍ଡପୀଠ ବରିଷ୍ଠ ଅ ।ଇନଜୀବୀତଥା ଦେଶର ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ଓ ଭ୍ରଷ୍ଟା·ର ବିରୁଦ୍ଧରେସଂଘର୍ଷ କରି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସ୍ୱାଧୀନ ମତପୋଷଣକରି ଅ ।ସୁଥିବା ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବାସହିତ ଅଗଷ୍ଟ ୨୦ ତାରିଖରେ ଦଣ୍ଡବିଧାନ କରିବାକୁ ଘୋଷଣାକରିଛନ୍ତି । ସୁପ୍ରିମକୋର୍ଟକୁ ଅଧିକ ସ୍ୱଛ ଓ ସରଳୀକରଣ କରିଜନସାଧାରଣଙ୍କ ନିକଟରେ ଅଧିକ ଉତ୍ତରଦାୟୀ ରହିବା ପାଇଁକାର୍ଯ୍ୟ ସମ୍ପାଦନ କରି ଅ ।ସୁଛନ୍ତି । ପ୍ରଶାନ୍ତ ଭୂଷଣ ଦୁଇଟିଟୁଇଟରେ କରୋନା ମହାମାରୀ ନାଁରେ କୋର୍ଟ ରେ ଅନେକମାମଲା ର ଶୁଣାଣି ହୋଇପାରୁନଥିବା ବେଳେସୁପ୍ରିମକୋର୍ଟର ମୂଖ୍ୟ ବି·ରପତି ଏକ ଦାମୀ ମୋଟରସାଇକେଲରେ ବିନା ମାସ୍କ ଓ ବିନା ହେଲମେଟରେଚଢିଥିବାର ଫୋଟକୁ ସମାଲୋଚନା କରି ଟୁଇଟ କରିଥିଲେ ।ଜଣେ ବି·ରପତିଙ୍କ ଅ ।ଚରଣ କୁ ସମାଲୋଚନା କରିବାବି·ର ବ୍ୟବସ୍ଥାର ଅପମାନ ବୋଲି କହି ସୁପ୍ରିମକୋର୍ଟପକ୍ଷରୁ ପ୍ରଶାନ୍ତ ଭୂଷଣ ବିରୋଧରେ ଏକପାଖିଅ । ଶୁଣାଣୀକରି ଅଦାଲତର ଅବମାନନା ଦର୍ଶାଇ ଦୋଷୀ ସାବ୍ୟସ୍ତକରିଛନ୍ତି ୟ ସୁପ୍ରିମକୋର୍ଟ ର ଏହି ରାୟ ଗଣତାନ୍ତ୍ରିକମୂଲ୍ୟବୋଧ ଓ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରରହନନ ବୋଲି ବ୍ରହ୍ମପୁରର ପ୍ରଗତିଶୀଳ ସଂଗଠନ,ବୁଦ୍ଧିଜୀବୀ, ବାମପନ୍ଥୀ, ରାଜନୈତିକ ଦଳ, ଗଣତାନ୍ତ୍ରିକ,ସାମାଜିକ ଓ ମାନବାଧିକାର କର୍ମୀମାନଙ୍କ ପକ୍ଷରୁଅ ।ୟୋଜିତ ନାଗରିକ ପ୍ରତିବାଦରେ ବକ୍ତାମାନେମତପ୍ରକାଶ କରିଛନ୍ତି ଏବଂ ତାସହିତ ତୁରନ୍ତ ଏହିନିଦେ୍ର୍ଦଶ କୁ ପ୍ରତ୍ୟାହାର କରିବା ପାଇଁ ଦୃଢ଼ ଦାବିଉପସ୍ଥାପନ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...