27 C
Bhubaneswar
Saturday, September 26, 2020

୩ୟ ର୍ୟାଙ୍କ ସହ ବିଦ୍ୟାଳୟର ରେକର୍ଡ ସଫଳତା

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୨୦ା୮(ନି.ପ୍ର.): ପ୍ରକାଶିତହୋଇଥିବା +୨ ବାଣିଜ୍ୟ ବୋର୍ଡ ପରୀକ୍ଷାଫଳରେଆମ୍ଭ ବିଦ୍ୟାଳୟର ଛାତ୍ରଛାତ୍ରୀମାନେରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲକରିଛନ୍ତି । କ୍ରମାଗତ ୯ବର୍ଷ ଧରି ଶତପ୍ରତିଶତଫଳାଫଳ ରହିଆସୁଅଛି । ଆଜି ପ୍ରକାଶିତହୋଇଥିବା +୨ ବାଣିଜ୍ୟ ବୋର୍ଡ ପରୀକ୍ଷାଫଳରେଆମ୍ଭ ମହାବିଦ୍ୟାଳୟର ମୋଟ ୧୨୩ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୧୫ ଜଣ ଛାତ୍ରଛାତ୍ରୀପ୍ରଥମ ଶ୍ରେଣୀରେ(୯୩.୪୯%), ୬ ଜଣଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ (୪.୮୭%)ଏବଂ ୨ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ(୧.୬୨%) ଉତ୍ତୀର୍ଣ୍ଣ ହୋଇଛନ୍ତି । ଆମ୍ଭବିଦ୍ୟାଳୟର ଛାତ୍ର ଶ୍ରୀମାନ୍ ରାହୁଲ ପ୍ରସନ୍ନ ସାହୁପ୍ରଥମ ସ୍ଥାନରେ ୫୬୧ ନମ୍ବର (୯୩.୫%),ଦ୍ୱିତୀୟ ସ୍ଥାନରେ ଏସ୍. ସାଇକ୍ରିଷ୍ନା ପାତ୍ର ୫୫୪ନମ୍ବର (୯୨.୩୩%), ତୃତୀୟ ସ୍ଥାନରେବି.ସ୍ନେହା ରାଣୀ ପାତ୍ର ୫୫୦ ନମ୍ବର(୯୧.୬୬%), ଚତୁର୍ଥ ସ୍ଥାନରେଏ.ସଂନ୍ଧ୍ୟାରାଣୀ ୫୪୮ ନମ୍ବର (୯୧.୩୩%),ପଞ୍ଚମ ସ୍ଥାନରେ ମିଳିତ ପ୍ରଗତି ରାଣୀ ହୋତା ଓବି.ଭି କ୍ରାନ୍ତି ରୋଷନ ଶର୍ମା ୫୪୫ ନମ୍ବର(୯୦.୮୩%), ଷଷ୍ଠ ସ୍ଥାନରେ ଆଦିତ୍ୟ ତ୍ରିପାଠୀ୫୪୧ ନମ୍ବର (୯୦.୧୬%)ରଖି ଅନୁଷ୍ଠାନରଗୌରବ ବଜାୟ ରଖିଛନ୍ତି । ପ୍ରକାଶ ଥାଉ କିଅନୁଷ୍ଠାନର ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଶ୍ରୀମାନ୍ ରାହୁଲ ପ୍ରସନ୍ନ ସାହୁ ରାଜ୍ୟରେ ତୃତୀୟସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଅପୂର୍ବସାଫଲ୍ୟତା ଆଣିଦେଇଛନ୍ତି ।ପ୍ରକାଶ ଥାଉ କି, ଚଳିତ ବର୍ଷ ପରୀକ୍ଷାଦେଇଥିବା ୧୨୩ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ୧୧୫ଜଣ ପ୍ରଥମ ଶ୍ରେଣୀରେ, ୬ଜଣ ଦ୍ୱିତୀୟଶ୍ରେଣୀରେ ଓ ୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣହୋଇଛନ୍ତି । ଏହି ଫଳାଫଳ ଓଡିଶାରେ ସରକାରୀଓ ବେସରକାରୀ ସ୍ତରରେ ପୂର୍ବ ସମ୍ମାନକୁ ବଜାଇରଖିଛନ୍ତି । ଏହି ବିଦ୍ୟାଳୟର ୫୨ଜଣ ଛାତ୍ରଛାତ୍ରୀ୫୦୦ ରୁ ଉଦ୍ଧ୍ୱର୍ ନମ୍ବର, ୬୯ଜଣ ୮୦%ରୁ ଉଦ୍ଧ୍ୱର୍ଓ ୧୦୦ଜଣ ୭୦%ରୁ ଉଦ୍ଧ୍ୱର୍ ନମ୍ବର ରଖିଛନ୍ତି ।ଛାତ୍ରଛାତ୍ରୀମାନଙ୍କ ଏହି ରାଜ୍ୟସ୍ତରୀୟ ସଫଳତାପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତିଡଃ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡଃ ହରିକୃଷ୍ଣନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକାଇଂ. ଶ୍ରୀମତୀ ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷରବୀନ୍ଦ୍ର ନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ,ସଦସ୍ୟା ବାସନ୍ତୀ ବେହେରା, ଉପଦେଷ୍ଟାଧର୍ମରାଜ ସାହୁ, ନରସିଂହ ଚୌଧୁରୀ, ଶ୍ରୀସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବି. ଗଜପତି ରାଓ, ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଏସ୍.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟଉମାଧବମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥାସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...