24 C
Bhubaneswar
Wednesday, November 25, 2020

କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଭୁବନେଶ୍ୱର,୨୦ ।୮(ନି.ପ୍ର.):କିମ୍‍ସରେ ୪୦ ଶଯ୍ୟା ବିଶିଷ୍ଟ ଏକଅତ୍ୟାଧୁନିକ ଆଇସିୟୁ ଗୁରୁବାରଉଦ୍‍ଘାଟିତ ହୋଇଯାଇଛି । ଆଜି କିଟ୍‍ବିଶ୍ୱବିଦ୍ୟାଳୟର ଉପକୁଳାଧିପତିପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍‍ସର ସିଇଓଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିମ୍‍ସମେଡିକାଲ୍‍ କଲେଜର ଅଧ୍ୟକ୍ଷ ମେଜରଜେନେରାଲ୍‍ ଡା. ପି. କେ. ପ…ନାୟକଏବଂ କିମ୍‍ସ ମେଡିକାଲ୍‍ ସୁପରିଣ୍ଟେଣ୍ଡେଣ୍ଟଡା. ଅମ୍ବିକା ମହାନ୍ତିଙ୍କ ଉପସ୍ଥିତିରେ କିଟ୍‍ ଓକିସ୍‍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଏହିଅତ୍ୟାଧୁନିକ ଆଇସିୟୁ ଉଦ୍‍ଘାଟନକରିଥିଲେ । ସଂକ୍ରମିତ ରୋଗୀଙ୍କୁ ଏହିଆଇସିୟୁ ରୁମ୍‍ରେ ରଖାଯିବ । ଏଥି ସହିତଅଭିଜ୍ଞ ଡାକ୍ତର ଓ ନର୍ସଙ୍କୁ ନେଇ ଏକକି୍ରଟିକାଲ୍‍ କେୟାର ଟିମ୍‍ ଏଥିରେ କାର୍ଯ୍ୟକରିବ । ଏହା ସହ କିମ୍‍ସରେ ଆଜି ଏକଅତ୍ୟାଧୁନିକ କାର୍ଡିଆକ୍‍ କ୍ୟାଥୋଲାବ୍‍ ମଧ୍ୟଉଦ୍‍ଘାଟିତ ହୋଇଯାଇଛି । ଏଥିରେଫ୍ରାକ୍‍ସନାଲ୍‍ ଫ୍ଲୋ ରିଜର୍ଭ,ଇନ୍‍ଟ୍ରାଭାସ୍‍କୁଲାର ଅଲଟ୍ରାସାଉଣ୍ଡ ଓରୋଟାବ୍ଲାଟର ଉପଲବ୍‍ଧ । ସେହିପରିକଟକ ସିଡିଏଠାରେ କିମ୍‍ସ ପକ୍ଷରୁ ଏକସୁପରସ୍ପେସିଆଲିଟି ଓପିଡି ମଧ୍ୟ ଉଦ୍‍ଘାଟିତହୋଇଯାଇଛି । ଏହାକୁ ଉଦ୍‍ଘାଟନ କରିପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ ଓଡ଼ିଶାରେଲୋକଙ୍କୁ ସୁବିଧା, ସହଜ ଓ ଅଳ୍ପ ଖର୍ଚ୍ଚରେଚିକିତ୍ସା ଯୋଗାଇ ଦେବା ପାଇଁ କିମ୍‍ସସର୍ବଦା ଚେଷ୍ଟା କରିଆସୁଛି ।

- Advertisement -କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

More articles

LEAVE A REPLY

Please enter your comment!
Please enter your name here

- Advertisement -କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୫/୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...