27 C
Bhubaneswar
Sunday, September 20, 2020

ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୨୦ା୮(ନି.ପ୍ର.):ରାଜ୍ୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷାବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଛି ।ବିଶେଷକରି କଟକ ଜିଲ୍ଲାରେ ସରକାରୀଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଅର୍ଥକୁଖୁଲମଖୁଲା ଲୁଟ୍ କରୁଛନ୍ତି । ଏନେଇ ବାରମ୍ବାରଅଭିଯୋଗ ହୋଇଥିଲେ ବି ଶିକ୍ଷା ବିଭାଗ,ଶିକ୍ଷାମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳ ଦୋଷୀଙ୍କବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲିବିଜେପି ନେତା ଶାରଦା ପ୍ରଧାନ ସାଘାଂତିକଅଭିଯୋଗ କରିଛନ୍ତି ।ଅନ୍ୟପଟେ ସାମାଜିକ ଗଣମାଧ୍ୟମରେକିଛି ତଥ୍ୟ ପୋଷ୍ଟ କରାଯାଇଥିବାରୁ ବରିଷ୍ଠସାମ୍ବାଦିକଙ୍କ ପୁଅ ତଥା ଦିଆନ ପଣସପୁରପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁବିନା ତଦନ୍ତରେ ଗୋଟିଏ ଦିନ ମଧ୍ୟରେନିଲମ୍ବନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ଯଦି ଗୋଟିଏ ଦିନରେ କାର୍ଯ୍ୟାନୁଷ୍ଠାନନିଆଯାଉଛି ତେବେ ଦୀର୍ଘ ୭ ବର୍ଷ ଧରି କଟକଜିଲ୍ଲା ଶିକ୍ଷା ଅଧିକାରୀ ନିରଜଂନ ସାହୁ ଦୁର୍ନୀତିରବଡପଣ୍ଡା ସାଜିଥିବାବେଳେ ତାଙ୍କ ବିରୁଦ୍ଧରେକୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରେଖଣ୍ଡାୟତ ପାଟିକିରା ସରକାରୀଉଚ୍ଚବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତିହୋଇଛି । ଚଳିତ ବର୍ଷ ୨୨ ଜାନୁଆରୀଏବଂ୨୫ ଜାନୁଆରୀ ୨୦୨୦ରେ ଉକ୍ତବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିବାଶିକ୍ଷକ ଅକ୍ଷୟ କୁମାର ନନ୍ଦ ମଧ୍ୟାହ୍ନ ଭୋଜନରଏସଏମଏସ ଏବଂ ଛାତ୍ର ଉପସ୍ଥାନ ଖାତାରେବେଆଇନ ଭାବେ ମିଥ୍ୟା ଦସ୍ତଖତ କରିପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ହଡପକରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ମାର୍ଚ୍ଚ୨ ତାରିଖରେ ରାଜ୍ୟ ନୋଡାଲ ଅଫିସରଗଙ୍ଗାଧର ସାହୁ ତଦନ୍ତ ନିଦେ୍ର୍ଦଶ ଦେଲେ । ଯୁଗ୍ମତଦନ୍ତ ଅଧିକାରୀ ଏହାର ତଦନ୍ତ କରି ମାର୍ଚ୍ଚ୩ ତାରିଖରେ ତଦନ୍ତ ରିପୋର୍ଟ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଦେଲେ ।କିନ୍ତୁ ଏଥିରେ ସେ ଚଂଚକତା କରି ମାର୍ଚ୍ଚ ୭ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟଦେଲେ । କିନ୍ତୁ ଏହି ରିପୋର୍ଟ ରାଜ୍ୟ ନୋଡାଲଅଫିସରଙ୍କ ପାଖକୁ ଗଲା ନାହିଁ । ପ୍ରଥମ ତଦନ୍ତରିପୋର୍ଟକୁ ଚପେଇ ଦେବା ଯୋଗୁଁ ରାଜ୍ୟନୋଡାଲ ଅଫିସର ପୁନଃ ତଦନ୍ତ କରିବା ପାଇଁ୧୭ ଜୁନ୍ ୨୦୨୦ରେ ନିଦେ୍ର୍ଦଶ ଦେଇଛନ୍ତିା ଏଥିରୁ ସ୍ପଷ୍ଟ ଯେ, ମଣ୍ଡଳ ଶିକ୍ଷା ଅଧିକାରୀଘଟଣାକୁ ଚପାଇ ଦେବା ପାଇଁ ଅପଚେଷ୍ଟାକରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବାଅଧିକାରୀଙ୍କ ବିରୁଦ୍ଧରେ କାହିଁକି କୌଣସିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ? ଏହିଘଟଣାକୁ ୭ ମାସ ବିତିଥିଲେ ବି ଦୁର୍ନୀତିରେଲିପ୍ତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ନିରଜଂନସାହୁ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛନ୍ତିା କଟକ ଜିଲ୍ଲାପାଳ, ବିଦ୍ୟାଳୟ ଏବଂଗଣଶିକ୍ଷା ବିଭାଗ ଚୁପ୍ ରହିବା ଦୁର୍ନୀତିକୁପ୍ରଶୟ ଦେଇ ସରକାରୀ ଅର୍ଥକୁ ହଡପକରିବା ପାଇଁ ଏକ ବିଧିବଦ୍ଧ ଷଡଯନ୍ତ୍ରଚଲାଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗକରିଛନ୍ତି ।ସହିପରି ମାହାଙ୍ଗା ବ୍ଲକରେ ଥିବା ଗୋକନହାଇସ୍କୁଲର ଜମି ପ…ାକୁ ମିଥ୍ୟା ଦର୍ଶାଯାଇସେଠାରେ ସରକାରୀ ବିଦ୍ୟାଳୟ ପାଇଁ ଅନୁମତିଅଣାଯାଇଛି । ଗତ ୨୦୧୫ରେ ଗୋକନହାଇସ୍କୁଲକୁ ରାଜ୍ୟ ସରକାର ଗ୍ରାଂଟଏଡ ପ୍ରଦାନକରିଥିଲେ । ବେଆଇନ ଭାବେ ବିଦ୍ୟାଳୟନିର୍ମାଣ ହେଇଥିବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷାନିଦେ୍ର୍ଦଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସପଠାଯାଇଥିଲା ।ଆଗାମୀ ଦିନରେ ବିଜେପିରାଜ୍ୟସରକାରଙ୍କ ସମସ୍ତ ବିଭାଗରେହୋଇଥିବା ବ୍ୟାପକ ଦୁର୍ନୀତି ଏବଂଘୋଟାଲାକୁ ପର୍ଦ୍ଦାଫାଶ କରିବ । ଶିକ୍ଷାମନ୍ତ୍ରୀତୁରନ୍ତ ଏହି ସବୁ ଘଟଣାର ତଦନ୍ତ ନିଦେ୍ର୍ଦଶଦିଅନ୍ତୁ । ଦୁର୍ନୀତି କରିଥିବା ଦୋଷୀଙ୍କବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେଆଗାମୀ ଦିନରେ ବିଜେପି ପକ୍ଷରୁ ତୀବ୍ରଆନେ୍ଦାଳନ କରାଯିବ ବୋଲି ଶ୍ରୀ ପ୍ରଧାନଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତପ…ନାୟକ ଉପସ୍ଥିତ ଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...