18 C
Bhubaneswar
Tuesday, November 24, 2020

ଜମି ମାଲିକଙ୍କୁ ତୁରନ୍ତ ଜମି ଫେରାଇବା ପାଇଁ ଦାବି

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର,୨୦ା୮(ନି.ପ୍ର.):ଜଟଣୀ ବିଧାୟକ ତଥା ବରିଷ୍ଠକଂଗ୍ରେସ ନେତା ଶ୍ରୀ ସୁରେଶ କୁମାରରାଉତରାୟ ଏକ ସାମ୍ବାଦିକସମ୍ମିଳନୀରେ କହିଛନ୍ତି ଯେ ୨୦୧୨ମସିହାରେ ସେଟଲମେଂଟ ଅଫିସରଙ୍କଭୁଲ୍ ନିଷ୍ପତି ଯୋଗୁଁ ଜଟଣୀମୁ୍ୟନିସିପାଲିଟି ତଥା ବେରୁଅାଁ,ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡା,ଭଁଅସ, ହରିରାଜପୁର, କନ୍ତିଆ,କୁଦିଆରୀ, ବଅଙ୍ଗ, ରଥିପୁର,ଜଟଣୀ, କୁସୁମାଟି, ଛଣଘର,ଓଗରସୁଅାଁ, ରାମଚନ୍ଦ୍ରପୁରର ୧ ଲକ୍ଷ୭୨ ହଜାର ଲୋକଙ୍କର ନିଜସ୍ୱଘରବାଡି ଡିହ, ବିଲ ଜଗନ୍ନାଥଙ୍କଜମିରେ ପରିଣତ ହୋଇଯାଇଛି ।ସେଥିପାଇଁ ଏଥି ଅଂଚଳର ସାଧାରଣଜନତା ଜମି ଖର୍ଦ୍ଦି କି ବିକ୍ରୀ କରିପାରୁନାହାନ୍ତି । ବିବାହ, ବ୍ରତ, ମଡାଘର,ଶ୍ରାଦ୍ଧ ଏ ସମସ୍ତ ସାମାଜିକ କାର୍ଯ୍ୟକରିବାରେ ଅସୁବିଧା ହେଉଛି । ଅନ୍ୟପକ୍ଷରେ ସରକାରଙ୍କ ଉନ୍ନତିମୂଳକଯୋଜନା ମଧ୍ୟ ଏହି ଅଂଚଳରେକାର୍ଯ୍ୟକାରୀ ହୋଇପାରୁନାହିଁ । ଯଥାଇନ୍ଦିରା ଆବାସ, ବିଜୁ ପକ୍କାଘର,ସମସ୍ତ ଆବାସ ସ୍କିମ୍ର ଉପଯୋଗହୋଇପାରୁ ନାହିଁ ଏବଂ ଏପରିକି ଖେଳପଡିଆ, ମେଲଣ ପଡିଆରେ ମଧ୍ୟସରକାରୀ ଅର୍ଥ ବିନିଯୋଗହୋଇପାରୁନାହିଁ ।ମାନ୍ୟବର ହାଇକୋର୍ଟ ରେଭିନୁ୍ୟବୋର୍ଡକୁ ଏହି ସମସ୍ୟାର ସମାଧାନପାଇଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟଏପର୍ଯ୍ୟନ୍ତ ଏହାର ସୁଫଳ ମିଳିନାହିଁ ।ଅନ୍ୟ ପକ୍ଷରେ ରାଜ୍ୟ ସରକାର ଏହାରସମାଧାନ ପାଇଁ ଏକ କମିଟି ଗଠନକରିଛନ୍ତି । ଯେଉଁ କମିଟି ଏପର୍ଯ୍ୟନ୍ତକୌଣସି କାର୍ଯ୍ୟାରମ୍ଭ କରିନାହାନ୍ତି ଏବଂଏହି ପ୍ରକ୍ରିୟାକୁ ପ୍ରଲୋମ୍ବିତ କରିବା ପାଇଁସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ଗୋଟିଗୋଟି କରି ଦରଖାସ୍ତ ମାଗୁଛନ୍ତି । ମାତ୍ରଜଣେ ସେଟଲମେଂଟ ଅଫିସରଙ୍କଗୋଟିଏ ଅର୍ଡରରେ ଆମ ସମସ୍ତଙ୍କଜମିଜମା ଜଗନ୍ନାଥଙ୍କ ଜମିରେପରିଣତ ହୋଇଗଲା । କ୍ଷତିଗ୍ରସ୍ତଲୋକଙ୍କର ଦାବି ଏହିକି ଯେ୨୦୨୦ ସୁଦ୍ଧା ସେହିଭଳି ଗୋଟିଏଅର୍ଡରରେ ଏହି ଜମିଜମାର ଅସଲମାଲିକଙ୍କୁ ନିଜର ଭୂସଂପତି ଫେରାଇଦିଆଯାଉ ।ଏହି ଅବସରରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ଜଟଣୀ ଓଭୁବନେଶ୍ୱରର କିଛି ଅନ୍ୟଦଳର କର୍ମୀଓ ନେତା କଂଗ୍ରେସ ଦଳରେ ଯୋଗଦେଇଥିଲେ । ସଂଗ୍ରାମ ସାମଲ ଓବନ୍ଧନ କୁମାର ଛୋଟରାୟଙ୍କନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେକଂଗ୍ରେସର ନୀତି ଆଦର୍ଶକୁ ପାଥେୟ କରି ପିସିସି ସଭାପତିନିରଞ୍ଜନ ପ…ନାୟକ ଓ ଜଟଣୀ ବିଧାୟକସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱକୁଭରସା କରି ଦଳରେ ଯୋଗଦେଇଥିଲେ । ଆଜିଅନୁଷ୍ଠିତ ଏହି କାର୍ଯ୍ୟକମରେ ବିଧାୟକ ସୁରେଶକୁମାର ରାଉତରାୟଙ୍କ ସମେତ ପଂଚାନନକାନୁନ୍ଗୋ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବବେଉରା, ସୁଦର୍ଶନ ଦାସ, ମନୋରଞ୍ଜନ ଦାସ,ମନ୍ମଥ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ,ଜୟକୃଷ୍ଣ ମଲିଆ, କୁନା ମୁଦୁଲି, ପ୍ରଫୁଲ୍ଲ ପଣ୍ଡାପ୍ରମୁଖ ଯୋଗ ଦେଇଥିଲେ ।

- Advertisement -ଜମି ମାଲିକଙ୍କୁ ତୁରନ୍ତ ଜମି ଫେରାଇବା ପାଇଁ ଦାବି

More articles

LEAVE A REPLY

Please enter your comment!
Please enter your name here

- Advertisement -ଜମି ମାଲିକଙ୍କୁ ତୁରନ୍ତ ଜମି ଫେରାଇବା ପାଇଁ ଦାବି

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...