26 C
Bhubaneswar
Sunday, September 20, 2020

ଜିଲ୍ଲା ପ୍ରତିଭା ପୂଜା ସଂସଦ ସ ର୍ଦ୍ଧିତ କଲା କୋଭିଡ ଯୋଦ୍ଧାଙ୍କୁ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

କେନ୍ଦ୍ରାପଡା,୧୮/୮(ନି.ପ୍ର): ଜିଲ୍ଲାପ୍ରତିଭା ପୂଜା ସଂସଦ ପକ୍ଷରୁ କୋଭିଡଯୋଦ୍ଧା ସରପଂଚ, ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷା, ବିଡିଓ ଏବଂ ତହସିଲଦାରଙ୍କୁମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାରଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟରଖି ପ୍ରତ୍ୟେକ ସମୟରେ ଜିଲ୍ଲାରପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିସେମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହସେମାନଙ୍କ ସମ୍ପର୍କରେ ଭବିଷ୍ୟତ ପିଢିଙ୍କୁପରିଚିତ କରାଇବାରେ ପ୍ରମୁଖ ଭୂମିକାଗ୍ରହଣ କରିଥାଏ ସଂସଦ । ଜିଲ୍ଲା ପାଇଁବିଭିନ୍ନ କ୍ଷେତ୍ରରେ ଗୈାରବ ଆଣିଦେଇଥିବାପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ଅନ୍ୟମାନଙ୍କୁସଫଳତାର ସହିତ ଆଗକୁ ବଢିବାକୁପ୍ରେରଣା ଯୋଗାଇଆସୁଥିବା ଜିଲ୍ଲା ପ୍ରତିଭାପୂଜା ସଂସଦ ତା’ର ସେହି ପ୍ରୟାସକୁ ଜାରିରଖି ଆସିଛି । ଏହି ଉପଲକ୍ଷେ ସୋମବାରକେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେସଂସଦର ସଭାପତି ପ୍ରଦିପ କୁମାରମହାନ୍ତିଙ୍କ ଅଧ୍ୟକ୍ଷତାରେ କୋଭିଡଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବାଉଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାଅନୁଷ୍ଠିତ ହୋଇଯାଇଛି । ଏହି ସଭାରେସହକାରୀ ଜିଲ୍ଲାପାଳ ତଥା ଭାରତୀୟପ୍ରଶାସନିକ ସେବାର ଯୁବ ଅଧିକାରୀ ଅକ୍ଷୟକୁମାର ଅଗ୍ରୱାଲ ଓ ଅତିରିକ୍ତଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀଅତିଥି ଭାବରେ ଯୋଗଦେଇ ସଂସଦରଏଭଳି କାର୍ଯ୍ୟକ୍ରମ ଦ୍ୱାରା କରୋନାଯୋଦ୍ଧାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟସମ୍ପାଦନରେ ଅଧିକ ନିଷ୍ଠାବାନ ହେବାକୁପ୍ରେରଣା ଯୋଗାଇବାରେ ଏହା ସହାୟକହେବ ବୋଲି ବକ୍ତବ୍ୟ ରଖିଥିଲେ । ଏହିଅବସରରେ ଉଭୟ ଅତିଥି ବ୍ଲକ ଅଧ୍ୟକ୍ଷଅନାମବନ୍ଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତାପ୍ରଧାନ, ବିଡିଓ ସୁଧିର କୁମାର ସିଂ,ତହସିଲଦାର ଡଃ.ହେମଲତା ବାହାଲିଆଙ୍କସମେତ ବ୍ଲକର ସରପଂଚମାନଙ୍କୁପୁଷ୍ପଗୁଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ଏହିଅବସରରେ ସଂସଦ ପକ୍ଷରୁ ଭାରତୀୟପ୍ରଶାସନିକ ସେବାର ଯୁବ ଅଧିକାରୀ ଶ୍ରୀଅଗ୍ରୱାଲ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ସେଠୀଙ୍କୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲାା ସଂସଦ ପକ୍ଷରୁ ସମସ୍ତ କରୋନା ଯୋଦ୍ଧାଙ୍କୁକରୋନା ପ୍ରତିଷେଧକ ହୋମିଓପ୍ୟାଥିକଔଷଧ ବଂଟନ କରାଯାଇଥିଲା । ସଂସଦରସମ୍ପାଦକ ସୁଶିଲ କୁମାର ସାମଲ ସଭାରଉଦେଶ୍ୟ ଜ୍ଞାପନ କରିଥିବା ବେଳେଗୋଲଖ ଚନ୍ଦ୍ର ପଢିଆରୀ ସ୍ୱାଗତ ଭାଷଣପ୍ରଦାନ କରିଥିବା ବେଳେ ଚିତ୍ତରଞ୍ଜନ ଦାସଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧିତପ୍ରତିଭାମାନଙ୍କ ମଧ୍ୟରେ ସରପଂଚନରହରି ପାଣି, ବସନ୍ତ କୁମାର ରାଉତ,ଗାୟତ୍ରୀ ମହାନ୍ତି, ଜୀନତପ୍ରିୟଦର୍ଶିନୀ ରାଉତ,କମଳା ଗିରି, ସୀତାସୁନ୍ଦରୀ ମଲ୍ଲିକ,କାଦମ୍ବିନୀ ମହାପାତ୍ର, ଧରଣୀଧର ଦାସ,ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ତଅପୋଇମଳିକ, ସନତ କୁମାର ଜେନା, ଝୁନାମଳିକ, ପିତବାସ ବେହେରା, ରୀନାମଳିକ, ସିଷମା ଦାସ, ନିତ୍ୟାନନ୍ଦ ସେଠୀ,ଭାରତୀ ମଳିକ, ସୋନାଲି ବିଶ୍ୱାଳ,ନିରୂପମା ପ୍ରଧାନ, ଗଗନବିହାରୀ ସାହୁ,ଲକ୍ଷ୍ମୀପ୍ରିୟା ରାଉତ, ସାମ୍ବାଦିକ ପ୍ରଫୁଲ୍ଲକୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...