25 C
Bhubaneswar
Thursday, April 15, 2021

ଶିକ୍ଷା ମନ୍ତ୍ରାଳୟକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

Must read

ନୂଆଦିଲ୍ଲୀ,୧୮ା୮(ନି.ପ୍ର.): ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଅନୁମୋଦନ ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବେ ସରକାରୀଭାବେ ଶିକ୍ଷା ମନ୍ତ୍ରାଳୟ ଭାବେ ପରିବର୍ତ୍ତିତ ହୋଇଛି ।ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରାଳୟକରାଯାଇଥିବା ପ୍ରସ୍ତାବକୁରାଷ୍ଟ୍ରପତି ରାମନାଥକୋବିନ୍ଦ ସମ୍ମତି ଦେଇଛନ୍ତିବୋଲି ସୋମବାର ଦିନଗେଜେଟରେ ବିଜ୍ଞପ୍ତିପ୍ରକାଶିତ ହୋଇଛି ବିଜ୍ଞପ୍ତିରେ ଅ ।ହୁରି ମଧ୍ୟଉଲ୍ଲେଖ ଅଛି ଯେ, “ଶିକ୍ଷାମନ୍ତ୍ରାଳୟ’କୁ ମାନବ ସମ୍ବଳବିକାଶ ମନ୍ତ୍ରାଳୟରପ୍ରତିବଦଳ ନାମ ଭାବେ ଗୃହୀତ କରାଯାଇଛି ।ଜାତୀୟ ଶିକ୍ଷା ନୀତି ଚିଠାରେ ଅଣାଯାଇଥିବା ଅନେକ ପରିବର୍ତ୍ତନ ମଧ୍ୟରୁମନ୍ତ୍ରାଳୟ ନାମ ପରିବର୍ତ୍ତନ ପ୍ରସ୍ତାବ ଅନ୍ୟତମ । ଜୁଲାଇ ମାସରେ ଅନୁଷ୍ଠିତ କ୍ୟାବିନେଟ୍ବେଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାସମୟରେ ୧୯୮୫ ମସିହାରେ ଶିକ୍ଷା ମନ୍ତ୍ରାଳୟର ନାମ ପରିବର୍ତ୍ତନ କରାଯାଇମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରଖାଯାଇଥିଲା । ୧୯୮୬ରେ ପ୍ରବର୍ତ୍ତିତ ଜାତୀୟଶିକ୍ଷା ନୀତି ଶେଷଥର ଲାଗି ୧୯୯୨ରେ ସଂଶୋଧିତ ହୋଇଥିଲା । ରାଜୀବ ଗାନ୍ଧୀପିଭି ନରସିଂହ ରାଓଙ୍କୁ ପ୍ରଥମ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article