28 C
Bhubaneswar
Saturday, September 19, 2020

ଆଉ ୯ ଜଣଙ୍କ ମୃତୁ୍ୟ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୧୮ା୮(ନି.ପ୍ର.): ଅ ।ଜିରାଜ୍ୟରେ ୨୨୩୯ ଜଣ ପଜିଟିଭ୍ ଚିହ୍ନଟହୋଇଥିବା ବେଳେ କରୋନାରେ ୯ଜଣଙ୍କ ମୃତ୍ୟୁଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ରାଜ୍ୟରେକରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩କୁ ବୃଦ୍ଧିପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି ।ଆଜି ଗଞ୍ଜାମ ଜିଲ୍ଲାରୁ ୩, ରାୟଗଡ଼ା ଜିଲ୍ଲାରୁ୨, ବାଲେଶ୍ୱର, ଖୋର୍ଦ୍ଧା, ମାଲକାନଗିରି ଓସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅ ।କ୍ରାନ୍ତଙ୍କରମୃତ୍ୟୁ ଘଟିଛି । କରୋନାରେ ଯେଉଁ ୯ଜଣଙ୍କ ମୃତ୍ୟୁଘଟିଛି, ସେମାନଙ୍କ ଭିତରେ ୭ଜଣ ପୁରୁଷ ଓଦୁଇଜଣ ମହିଳା ଅଛନ୍ତି । ଗଞ୍ଜାମର ମୃତକ ଦୁଇପୁରୁଷଙ୍କ ବୟସ ୭୯ ଓ ୬୮ ବର୍ଷ ।ଅପରପକ୍ଷରେ ମୃତକ ମହିଳାଙ୍କ ବୟସ ୬୮ବର୍ଷୟ ରାୟଗଡ଼ା ମୃତକ ଦୁଇ ପୁରୁଷଙ୍କ ବୟସ୬୫ ଓ ୬୮ ବର୍ଷୟ ସମ୍ବଲପୁର ଜିଲ୍ଲାର ଯେଉଁଜଣେ କରୋନା ଅ ।କ୍ରାନ୍ତଙ୍କ ମୃତ୍ୟୁ ଘଟିଛି ତାଙ୍କରବୟସ ୪୨ ବର୍ଷ ବୋଲି ଜଣାଯାଇଛି ।ମାଲକାନଗିରିର ଜଣେ ୬୧ ବର୍ଷିୟ ପୁରୁଷଙ୍କକରୋନାରେ ପ୍ରାଣହାନି ଘଟିଛି । ବାଲେଶ୍ୱରରମୃତକ ପୁରୁଷଙ୍କ ବୟସ ୬୨ ଓ ଖୋର୍ଦ୍ଧା ଜିଲ୍ଲାରଭୁବନେଶ୍ୱରର ମୃତକ ମହିଳାଙ୍କ ବୟସ ୮୧ ବର୍ଷବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏମାନେସମସ୍ତେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି ।ଆଜି ୨୯ ଜିଲ୍ଲାରୁ ୨୨୩୯ ଜଣ କରୋନାପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁସଙ୍ଗରୋଧ କେନ୍ଦ୍ରରୁ ୧୪୧୬ ଓ ସ୍ଥାନୀୟ ଅଞ୍ଚଳରୁ୮୨୩ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । ୨୯ଟିଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗପକ୍ଷରୁ ସୂଚନା ଦିଆଯାଇଛି ।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯,ଗଞ୍ଜାମ ଜିଲ୍ଲାରୁ ୨୪୬, ନୟାଗଡ଼ରୁ ୧୪୭,ବାଲେଶ୍ୱର ଜିଲ୍ଲାରୁ ୧୩୦, ରାୟଗଡ଼ାରୁ ୧୨୦,କଟକ ଜିଲ୍ଲାରୁ ୧୧୭ ଜଣ ଜଣ କରୋନା ପଜିଟିଭ୍ଚିହ୍ନଟ ହୋଇଥିବା ଜଣାଯାଇଛି । ଅପରପକ୍ଷରେଅନୁଗୁଳ ଜିଲ୍ଲାରୁ ୬, ବରଗଡ଼ ଜିଲ୍ଲାରୁ ୫୧,ଭଦ୍ରକ ଜିଲ୍ଲାରୁ ୭୩, ବଲାଙ୍ଗୀର ଜିଲ୍ଲାରୁ ୬୬,ବୌଦ୍ଧ ଜିଲ୍ଲାରୁ ୫୩, ଢେଙ୍କାନାଳ ଜିଲ୍ଲାରୁ ୩୬,ଗଜପତି ଜିଲ୍ଲାରୁ ୪୨, ଜଗତସିଂହପୁର ଜିଲ୍ଲାରୁ୨୬, ଯାଜପୁର ଜିଲ୍ଲାରୁ ୭୫, ଝାରସୁଗୁଡ଼ା ଜିଲ୍ଲାରୁ୧୩, କଳାହାଣ୍ଡି ଜିଲ୍ଲାରୁ ୨୧, କନ୍ଧମାଳ ଜିଲ୍ଲାରୁ୯୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ୭୨, କୋରାପୁଟ ଜିଲ୍ଲାରୁ ୯୧, ମାଲକାନଗିରିଜିଲ୍ଲାରୁ ୫୫, ମୟୂରଭଞ୍ଜ ଜିଲ୍ଲାରୁ ୮୦,ନବରଙ୍ଗପୁର ଜିଲ୍ଲାରୁ ୧୪, ନୂଅ ।ପଡ଼ା ଜିଲ୍ଲାରୁ୮, ପୁରୀ ଜିଲ୍ଲାରୁ ୪୦, ସମ୍ବଲପୁର ଜିଲ୍ଲାରୁ୫୩, ସୋନପୁର ଜିଲ୍ଲାରୁ ୨୪ ଓ ସୁନ୍ଦରଗଡ଼ଜିଲ୍ଲାରୁ ୬୪ଜଣ ନୂଅ । ଅ ।କ୍ରାନ୍ତ ଚିହ୍ନଟହୋଇଛନ୍ତି ।ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା୧୫,୨୫୬ ଥିବା ବେଳେ ଖୋର୍ଦ୍ଧାରେ୯୩୮୦, କଟକରେ ୪୨୪୭, ଗଜପତିରେ୨୩୯୯, ଯାଜପୁରରେ ୨୨୧୫,ବାଲେଶ୍ୱରରେ ୨୨୪୮, ଜଗତସିଂହପୁରଜିଲ୍ଲାରେ ୧୧୧୩, ପୁରୀରେ ୧୯୦୦,କେନ୍ଦ୍ରାପଡ଼ାରେ ୮୯୫, ଭଦ୍ରକ ଜିଲ୍ଲାରେ୧୬୮୬, ସୁନ୍ଦରଗଡ଼ରେ ୩୩୨୨,ବଲାଙ୍ଗୀରରେ ୧୦୧୦, କନ୍ଧମାଳରେ ୧୫୬୦,ମୟୂରଭଞ୍ଜରେ ୧୪୮୪, କୋରାପୁଟରେ୧୯୯୩, ନୟାଗଡ଼ରେ୧୬୪୦, କେନ୍ଦୁଝରରେ୧୨୮୨, ନୂଅ ।ପଡ଼ାରେ ୨୮୬, ଝାରସୁଗୁଡ଼ାରେ୫୬୬, ଢେଙ୍କାନାଳରେ ୯୫୯, କଳାହାଣ୍ଡିରେ୮୨୮, ବରଗଡ଼ ଜିଲ୍ଲାରେ ୯୩୪, ଅନୁଗୁଳରେ୫୩୬, ମାଲକାନଗିରିରେ ୧୪୦୨,ସମ୍ବଲପୁରରେ ୧୫୩୪, ରାୟଗଡ଼ାରେ୧୩୪୬ , ବୌଦ୍ଧରେ ୪୮୨, ସୋନପୁରଜିଲ୍ଲାରେ ୩୬୭, ଦେବଗଡ଼ଜିଲ୍ଲାରେ୧୩୭ଓବରଙ୍ଗପୁର ଜିଲ୍ଲାରେ ୫୨୬ରେ ପହଞ୍ଚିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...