26 C
Bhubaneswar
Thursday, April 15, 2021

ଭୁଟ୍ ସିଲେକ୍ଟ ଓ କିଡ୍ସକୁ ଯୋଡ଼ି ଓଟିଟି ପ୍ଲେକୁ ମଜଭୂତ କଲା ଟାଟା ସ୍କାଏ ବିଞ୍ଜ୍

Must read

ଭୁବନେଶ୍ୱର,୧୬ା୮ :ବିଭିନ୍ନ ବୟସ ବର୍ଗର ବର୍ଦ୍ଧିତ ମନୋରଞ୍ଜନଚାହିଦାକୁ ଦୃଷ୍ଟିରେ ରଖି ଟାଟା ସ୍କାଏ ଓଟିଟିଏଗ୍ରିଗେଟର ସେବା ପ୍ରଦାନକାରୀ ଟାଟାସ୍କାଏ ବିଞ୍ଜ୍ ଏବେ ଭାୟାକମ୍୧୮ ଡିଜିଟାଲଭେଂଚର୍ସ ସହ ସହଭାଗିତା କରିସେମାନଙ୍କର ପ୍ରିମିୟମ କଂଟେଂଟ ଷ୍ଟ୍ରିମିଂସେବା ଭୁଟ୍ ସିଲେକ୍ଟ ଓ କିଡ୍ସ ଉପରେଗୁରୁତ୍ୱ କରୁଥିବା ଭୁଟ୍ କିଡ୍ସକୁ ନିଜପ୍ଲାଟ‘ର୍ମରେ ଯୋଡ଼ିଛି ।ଏହି ସହଭାଗିତା ‘ଳରେଭାୟାକମ୍୧୮ ଓ ଭୁଟ୍ ଅରିଜିନାଲର ପ୍ରମୁଖଭାରତୀୟ ଟିଭି ସୋ’ ସମେତ ଭାରତୀୟତଥା ଆନ୍ତର୍ଜାତିକ ସୋ’ର ପସନ୍ଦର କାର୍ଟୁନ୍ଚରିତ୍ର ଟାଟା ସ୍କାଏ ବିଞ୍ଜ୍ରେ ସାମିଲହୋଇଛି । ଟେଲିଭିଜନରେ ପ୍ରିମିୟମ ଓଟିଟିକଂଟେଂଟକୁ ଉପଲବ୍ଧ କରାଇ ଟାଟା ସ୍କାଏବିଞ୍ଜ୍ ଆମାଜନ୍ ପ୍ରାଇମ୍ ଭିଡିଓ, ଡିଜ୍ନୀ+,ହଟ୍ଷ୍ଟାର୍ ପ୍ରିମିୟମ, ଜୀ୫, ସନ୍ନେକ୍ସଟ,ହଙ୍ଗାମା ପ୍ଲେ, ଏରସ୍ ନାଓ ଓ ସିମାରୁ ମିଭଳି ଭାରତର ପ୍ରମୁଖ ଓଟିଟି ପ୍ଲାଟ‘ର୍ମରମନୋରଞ୍ଜନ ବିକଳ୍ପ ଯୋଗାଉଛି ।ଭୁଟ୍ ସିଲେକ୍ଟ ଏବଂ ଭୁଟ୍ କିଡ୍ସକୁସାମିଲ କରି ଟାଟା ସ୍କାଏ ବିଞ୍ଜ୍ ନିଜର ବିଞ୍ଜ୍ଗ୍ରାହକଙ୍କୁ ବହୁ ଅରିଜିନାଲ, ସ୍ୱତନ୍ତ୍ରଆନ୍ତର୍ଜାତିକ କଂଟେଂଟ ଓ ହଜାର ହଜାରଭିଡିଓ, ଇ-ବୁକ୍, କ୍ୱିଜ୍ ଓ ପିଲାଙ୍କ ମାନସିକବିକାଶ ପାଇଁ ଅଡିଓ କାହାଣୀକୁ ଉପଲବ୍ଧକରାଇଛି । ଏହି ସହଭାଗିତା ଦ୍ୱାରା କମ୍ପାନିବ୍ୟାପକ ରେଞ୍ଜର ଗ୍ରାହକଙ୍କ ଚାହିଦାକୁପୂରଣ କରିବାରେ ସହାୟକ ହେବ ।ଏହି ସହଭାଗିତା ସମ୍ପର୍କରେ ମତରଖି, ପଲ୍ଲବୀ ପୁରୀ, ମୁଖ୍ୟ ବାଣିଜି୍ୟକ ଓକଂଟେଂଟ ଅ‘ିସର, ଟାଟା ସ୍କାଏ କହିଲେ,“ଗ୍ରାହକ ଚାହିଦାକୁ ସବୁଠୁ ଆଗରେ ରଖିଆମେ ସମ୍ପୂର୍ଣ୍ଣ ପରିବାର ପାଇଁ ଆବଶ୍ୟକସବୁଠୁ ପସନ୍ଦର କଂଟେଂଟ ଯୋଗାଉଥିବାଓଟିଟି ଆପ୍ ଜରିଆରେ ଟାଟା ସ୍କାଏ ବିଞ୍ଜ୍ରଲାଇବ୍ରେରୀକୁ ସମ୍ପ୍ରସାରଣ କରିବାରେଲାଗିଛୁ । ଏବେକାର ପରିସ୍ଥିତିରେଯେତେବେଳେ ଶିଶୁମାନେମନୋରଞ୍ଜନ ପାଇଁ ପର୍ଯ୍ୟାପ୍ତ ବିକଳ୍ପରଅଭାବ ଅନୁଭୂତ କରୁଛନ୍ତି, ଭୁଟ୍କିଡ୍ସକୁ ଯୋଡ଼ି ଶିଶୁମାନଙ୍କ ପାଇଁ ଏକସନ୍ତୁଳିତ କୌତୁକ ଓ ପାଠପଢ଼ାବିଷୟବସ୍ତୁ ଥିବା ମନୋରଞ୍ଜନଅଭିଜ୍ଞତାର ଲାଇବ୍ରେରୀ ଉପଲବ୍ଧକରାଇପାରିଛୁ । ପୁନଶ୍ଚ ଭୁଟ୍ ସିଲେକ୍ଟଜରିଆର ଆମେ ଭାୟାକମ୍୧୮ରଆକର୍ଷଣୀୟ ମୁଭି ଓ ପ୍ରମୁଖ ଭାରତୀୟଟିଭି ସୋ’କୁ ଟିଭିରେ ଆସିବାର ୨୪ଘଂଟା ପୂର୍ବରୁ ଦେଖିବାର ସୁଯୋଗପ୍ରଦାନ କରିଛୁ ।”

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article