18 C
Bhubaneswar
Tuesday, January 19, 2021

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡିହେଲା ଓଡ଼ିଆ ଭାଷା

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଭୁବନେଶ୍ୱର,୧୬ା୮ : ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁନବୀନତମ ଭାରତୀୟ ଭାଷା ରୁପରେ ଓଡ଼ିଆକୁ ମାଇକ୍ରୋସଫ୍ଟଟ୍ରାନ୍ସଲେଟର ରେ ସାମିଲ କରାଯିବାର ଘୋଷଣା କରାଯାଇଛି ।ଏହି କ୍ଲାଉଡ ଆଧାରିତ ବାସ୍ତବିକ ଅନୁବାଦ ଓ ଲିପି ଅନ୍ତରିକରଣସେବା ଓଡ଼ିଆରେ ଏବେ ଉପଲବ୍ଧ ହେଉଛି । ଏହି ସେବାମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ, ଆଡ-ଇନ, ଅଫିସ ୩୬୫,ବିଙ୍ଗ ଟ୍ରାନ୍ସଲେଟର ଛଡା ଡେଭେଲପର ଏବଂ ବ୍ୟବସାୟୀଙ୍କ ପାଇଁଆଜୁଏର କଗ୍ନିଟିଭ ସର୍ଭିସେସ ଟ୍ରାନ୍ସଲେଟର ଏପିଆଇ ରେ ଉପଲବ୍ଧକରାଯାଇଛି । ଓଡ଼ିଆ ସମେତ ୧୧ଟି ଭାରତୀୟ ଭାଷାରେମାଇକ୍ରୋସଫ୍ଟ ଅନୁବାଦ ଓ ଲିପି ଅନ୍ତରିକରଣ ସେବା ପ୍ରଦାନକରାଯାଉଛି । ଏହି ଭାଷା ଗୁଡିକ ହେଲା ବଙ୍ଗଳା, ଗୁଜୁରାଟୀ,ହିନ୍ଦୀ, କନ୍ନଡ, ମଲାୟାଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ,ଉର୍ଦ୍ଧୁ ଓ ଓଡ଼ିଆ । ଭାରତ ଏବଂ ସାରା ବିଶ୍ୱରେ ୩୫ ମିଲିୟନରୁଅଧିକ ଲୋକ ଓଡ଼ିଆ ଭାଷାରେ କଥାବାର୍ତା କରନ୍ତି । ଏହି ମିଶ୍ରଣସହ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ସେବା ୯୦ ଭାଗ ଭାରତୀୟସେମାନଙ୍କର ନିଜସ୍ୱ ଭାଷାରେ କାମ କରିବା ପାଇଁ ସକ୍ଷମହୋଇପାରିଛନ୍ତି । ମାଇକ୍ରୋସଫ୍ଟ ର ପ୍ରମୁଖ ଉତ୍ପାଦ ଓ ସେବାରେଭାଷା ଅନୁବାଦ ଅର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଡିପ୍ ନୁ୍ୟରାଲନେଟଓା୍ୱର୍କ ପର୍ଯ୍ୟବେଶିତ । ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଦ୍ୱାରାପେଶାଦାର ମାନେ ଅନୁବାଦ କରିବାକୁ ସକ୍ଷମ ହୋଇପାରୁଛନ୍ତି ।ଏହା ଟ୍ରାନ୍ସଲେଟର ମାଇକ୍ରୋସଫ୍ଟ ସ୍ପିଚ ସର୍ଭିସ ଏବଂ ଆଜୁଏର କଗ୍ନିଟିଭସର୍ଭିସ ଦ୍ୱାରା ସମ୍ଭବ ହୋଇପାରୁଛି । ସମସ୍ତ ଆକାର ଓ ପ୍ରକାରରସଙ୍ଗଠନ ୧୧ଟି ଭାରତୀୟ ଏବଂ ୭୦ଟି ବିଶ୍ୱର ଅନ୍ୟାନ୍ୟ ଭାଷାରେମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ମାଧ୍ୟମରେ ବ୍ୟବସାୟ କରିବା ପାଇଁ ସକ୍ଷମହୋଇପାରିଛନ୍ତି । ବ୍ୟବସାୟୀ ମାନେ ବହୁ ଭାଷାର ସହାୟତା ଇ-କଂଟେଂଟ, ଇ-କମର୍ସ, ଉତ୍ପାଦ କ୍ୟାଟଲଗ, ଉତ୍ପାଦ ବିବରଣୀ ଓଆନ୍ତରିକ ଯୋଗାଯୋଗ ଏବଂ ଅନ୍ୟାନ୍ୟ ସହାୟତା ପାଇପାରୁଛନ୍ତି ।ଭାଷା ଅନୁବାଦରେ ଡିପ୍ ନୁ୍ୟରାଲ ନେଟୱାର୍କ ଦ୍ୱାରା ଜଟିଳ ଭାରତୀୟଭାଷା ପାଇଁ ଲାଙ୍ଗୁଏଜ ମଡେଲ ମାନ ବିକଶିତ କରାଯାଇଛିା ଡିପ୍ନୁ୍ୟରାଲ ନେଟୱାର୍କ ଲିଙ୍ଗ ( ସ୍ତ୍ରୀଲିଙ୍ଗ, ପୁଲିଙ୍ଗ, କ୍ଲିବଲିଙ୍ଗ ),ସଂଭ୍ରମତାର ସ୍ତର (ଗାଳି, ଅନୌପଚାରିକ, ଲିଖିତ, ଔପଚାରିକ)ଭଳି ସୁକ୍ଷ୍ମ ବିଷୟ ସମ୍ଭୋଧିତ କରାଯାଇଛି । ମାଇକ୍ରୋସଫ୍ଟ ଦ୍ୱାରାନିରନ୍ତର ଭାବେ ଉପଯୋଗ କର୍ତାଙ୍କ ପାଇଁ ଲାଙ୍ଗୁଏଜ ମଡେଲରେଉନ୍ନତି ଅଣାଯାଉଛି । ଏବଂ ପାରଦର୍ଶୀତା ଅବଲମ୍ବନ କରାଯାଉଛି ।

- Advertisement -ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡିହେଲା ଓଡ଼ିଆ ଭାଷା

More articles

LEAVE A REPLY

Please enter your comment!
Please enter your name here

- Advertisement -ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡିହେଲା ଓଡ଼ିଆ ଭାଷା

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...