24 C
Bhubaneswar
Wednesday, November 25, 2020

ଡିସେମ୍ବରରେ ମେକ୍ ଇନ୍ଓଡ଼ିଶାର ତୃତୀୟ ସଂସ୍କରଣ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଭୁବନେଶ୍ୱର,୧୬ା୮ : ମେକ୍ ଇନଓଡିଶାର ତୃତୀୟ ସଂସ୍କରଣ ୨୦୨୦ଡିସେମ୍ବରରେ ହେବ । ଏନେଇ ସରକାର ପ୍ରସ୍ତୁତିଆରମ୍ଭ କରିଛନ୍ତି । ତେବେ କରୋନାସ୍ଥିତିନସୁଧୁରିଲେ ଭର୍ଚୁଅ ।ଲ କାର୍ଯ୍ୟକ୍ରମ କରିବାକୁଲକ୍ଷ୍ୟ ରଖା ଯାଇଛି । ଏଥିରେ କିପରି ବିଶ୍ୱର ବଡ଼ବଡ଼ ଶିଳ୍ପପତି ମାନଙ୍କୁ ଯୋଡ଼ାଯିବ ସେନେଇଉଦ୍ୟମ ହେବ । ମେକ୍ ଇନ ଓଡିଶାର ତୃତୀୟସଂସ୍କରଣରେ ସରକାର ୧ ଲକ୍ଷ କୋଟିର ପୁଞ୍ଜିଆଗମନ ଲକ୍ଷ୍ୟ ରଖିଥିବା ଶିଳ୍ପ ରାଷ୍ଟ୍ରମନ୍ତ୍ରୀଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।ତେବେ କରୋନା ସ୍ଥିତି ସୁଧୁରି ନଥିଲେଡିଜିଟାଲ ପ୍ଲାଟଫର୍ମରେ ମେକଇନ ଓଡିଶାଆୟୋଜନ କରିବେ ରାଜ୍ୟ ସରକାର । ରାଜ୍ୟରେପୁଞ୍ଜି ନିବେଶ ବଢାଇବା ଲାଗି ଡିଜିଟାଲପ୍ଲାଟଫର୍ମ ଜରିଅ ।ରେ ବିଶ୍ୱର ବଡ ବଡ ଶିଳ୍ପପତିମାନଙ୍କୁ ଏଥିରେ ଯୋଡାଯିବ । ଏନେଇ ପ୍ରାରମ୍ଭିକପ୍ରସ୍ତୁତି ଆରମ୍ଭ ହୋଇଛି । ଡିଜିଟାଲ ଫ୍ଲାଟଫର୍ମରେକିପରି ଏତେବଡ କାଯ୍ୟକ୍ରମ ସଫଳ ହେବସେନେଇ ଆନ୍ତର୍ଜାତୀୟ ଏଜେନ୍ସି ମାନଙ୍କ ସହଆଲୋଚନା ·ଲିଛି । ୨୦୧୬ ମେକ୍ ଇନଓଡିଶାର ଓ ୨୦୧୮ ମେକଇନ ଓଡିଶା ପରେରାଜ୍ୟରେ ୧୨ ହଜାର କୋଟି ଟଙ୍କାରପୁଞ୍ଜିନିବେଶ ହୋଇଛି । ଜାୟୀୟ ସ୍ଥରରେମହାରାଷ୍ଟ୍ରକୁ ଟପି ଓଡିଶା ୧୮ ପ୍ରତିଶତ ପୁଞ୍ଜିନିବେଶ କରାଇବାରେ ସଫଳ ହୋଇଛି ବୋଲିଯୁକ୍ତି ବାଢିଛନ୍ତି । ସରକାର ରାଜ୍ୟରେ ଶିଳ୍ପବାତାବରଣ ସୃଷ୍ଟି କରିବା ଇକୋ ସିଷ୍ଟମ,ଇଣ୍ଡଷ୍ଟି୍ରଅ ।ଲ ଡେଭଲ୍ପମେଣ୍ଟ ଓଇନଫ୍ରାଷ୍ଟକଚରକୁ ବଢାଇବାରେ ସରକାରଗୁରୁତ୍ୱ ଦେଇଛନ୍ତି । ଖାସକରିପେଟ୍ରୋକେମିକାଲ ଓ କେମିକାଲ, ମାଇନ୍ସ ଓମିନେରାଲ ଆଇରନ ଷ୍ଟିଲ ଓ ଅ ।ଲୁମିନିୟମ ,ଫୁଡ଼ ପ୍ରୋସେସିଂ ଏବଂ ଅ ।ଇଟି ଓ ଇଲେକ୍ଟ୍ରୋନିକ୍ସଭଳି ୬ଟି ସେକ୍ଟରକୁ ଫୋକସ କରାଯାଉଛି ।

- Advertisement -ଡିସେମ୍ବରରେ ମେକ୍ ଇନ୍ଓଡ଼ିଶାର ତୃତୀୟ ସଂସ୍କରଣ

More articles

LEAVE A REPLY

Please enter your comment!
Please enter your name here

- Advertisement -ଡିସେମ୍ବରରେ ମେକ୍ ଇନ୍ଓଡ଼ିଶାର ତୃତୀୟ ସଂସ୍କରଣ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୫/୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...