ଭୁବନେଶ୍ୱର,୧୬ା୮(ନି.ପ୍ର.):ରାଜ୍ୟରେ କରୋନା ସଂଖ୍ୟାବଢିବାରେ ଲାଗିଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ବଢିବାରେଲାଗିଛି । ତେବେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଛି ।ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨ହଜାରରୁ ଅଧିକକରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ୨୯୨୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୫୫୦ ଜଣସୁସ୍ଥ ହୋଇଛନ୍ତି । ସେହିପରି ଆଜି ଆଉ ୧୦ ଜଣଙ୍କ ମୃତୁ୍ୟଘଟିଛି ।ଓଡ଼ିଶାରେ ଗୋଟିଏ ଦିନରେ ସର୍ବାଧିକ ୫୨ ହଜାର୭୯୫ କରୋନା ଟେଷ୍ଟ କରାଯାଇଛି । ଅଗଷ୍ଟ ୨୦ ସୁଦ୍ଧାରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯିବାକୁ ଲକ୍ଷ୍ୟକରାଯାଇଥିବା ବେଳେ ଏହା ପୂର୍ବରୁ ୫୦ ହଜାରରୁ ଅଧିକକରୋନା ଟେଷ୍ଟ କରାଯାଇଛି । ତେବେ ରାଜ୍ୟରେ ଗୋଟିଏଦିନରେ ୫୨ ହଜାର ୭୯୫ ଟେଷ୍ଟ କରାଯାଇଛି ।ଆଜି ରାଜ୍ୟରେ ୨୯୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ ସର୍ବାଧିକ ୪୮୮ଜଣ ଖୋର୍ଦ୍ଧାର ରହିଛନ୍ତି । ହେଲେଗଞ୍ଜାମରୁ ୩୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଖୋର୍ଦ୍ଧାସଂଖ୍ୟାରୁ କମ୍ ଥିବା ଦେଖାଯାଉଛି । କ୍ରମାଗତ ଭାବେ ଏପରିସ୍ଥିତି ଲାଗିରହିଥିବାରୁ ଖୁବ୍ଶୀଘ୍ର ଗଞ୍ଜାମ ସ୍ଥିତିକୁ ଖୋର୍ଦ୍ଧା ବଳିଯିବ ବୋଲି ଚର୍ଚ୍ଚାହେଉଛି ।ରବିବାର ୩୦ ଜିଲାରୁ ସର୍ବାଧିକ ୨୯୨୪ କରୋନାପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିରୁ ୧୮୧୫ଜଣକ୍ୱାରାଣ୍ଟାଇନ୍ର ଥିବା ବେଳେ ୧୧୦୯ ଲୋକାଲ କେସ୍ ରହିଛି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଅ ।କ୍ରାନ୍ତ ସଂଖ୍ୟା ୬୦୦୫୦କୁବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁଟୁଇଟ୍ କରି ସୂଚନା ଦିଅ ।ଯାଇଛି । ନୂଆ ଅ ।କ୍ରାନ୍ତଙ୍କ ମଧ୍ୟରେଅନୁଗୋଳର ୩୭, ବାଲେଶ୍ୱରର ୧୨୭, ବରଗଡ଼ର ୪୮,ଭଦ୍ରକ ୧୦୭, ବଲାଙ୍ଗୀରର ୨୭, ବୌଦ୍ଧରୁ ୮, କଟକରୁ୧୮୯, ଦେବଗଡ଼ରୁ ୧୬, ଢ଼େÿଙ୍କାନାଳରୁ ୪୦, ଗଜପତିରୁ୭୧, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦୦,ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦,କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୨୬, କୋରାପୁଟରୁ ୯୫,ମାଲକାନଗିରିରୁ ୯୩, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ୨୬, ନୟାଗଡ଼ରୁ ୧୪୨, ନୂଅ ।ପଡ଼ାର ୨୦, ପୁରୀରୁ ୧୪୪,ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୩୭, ସୋନପୁରରୁ ୩୮,ସୁନ୍ଦରଗଡ଼ରୁ ୧୬୧ଜଣ ରହିଛନ୍ତି ।ଆଜି ପୁଣି ୧୫୫୦ କରୋନା ଅ ।କ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଗଞ୍ଜାମରୁ ସର୍ବାଧିକ ୩୫୫ ଜଣ ଅ ।କ୍ରାନ୍ତ ସୁସ୍ଥହୋଇଥିବାବେଳେ ଖୋର୍ଦ୍ଧାରୁ ୨୪୧, ସୁନ୍ଦରଗଡରୁ ୧୧୮,କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨,ମାଲକାନଗିରିରୁ ୬୪, ବାଲେଶ୍ୱରରୁ ୬୩, କନ୍ଧମାଳରୁ ୬୨,ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ୩୮, ଗଜପତିରୁ ୩୨, ବଲାଙ୍ଗୀରରୁ ୨୬, ରାୟଗଡାରୁ ୨୦,ଜଗତସିଂହପୁରରୁ ୧୮, ଝାଡସୁଗୁଡାରୁ ୧୭, ଯାଜପୁରରୁ୧୬, କେନ୍ଦ୍ରାପଡାରୁ ୧୬ ଜଣ ସୁସ୍ଥ ହୋଇଛନ୍ତି । େଏହାକୁମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୨୨୭୬ରେପହଞ୍ଚିଛି ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ଟୁଇଟ କରି ସୂଚନା ଦିଅ ।ଯାଇଛି ।