28 C
Bhubaneswar
Saturday, September 19, 2020

୧୬ ବର୍ଷର ସ୍ୱର୍ଣ୍ଣିମ କ୍ୟାରିୟର

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ନୂଆଦିଲ୍ଲୀ,୧୬ା୮ : ୧୬୮: ଭାରତୀୟକ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଧୋନୀଙ୍କ ୧୬ ବର୍ଷର କ୍ରିକେଟ କ୍ୟାରିଅର ବେଶ୍ରୋମାଞ୍ଚକର ଥିଲା କ୍ରିକେଟ ଖେଳରେ ପ୍ରଥମ ମ୍ୟାଚ୍ରେସେ ରନ୍ଅ ।ଉଟ୍ ହୋଇଥିଲେ । ସେହିପରି କ୍ୟାରିଅରରଶେଷ ମ୍ୟାଚ୍ରେ ମଧ୍ୟ ଧୋନୀ ରନ୍ଅ ।ଉଟ୍ ହୋଇଥିଲେ୨୩ ଡିସେମ୍ବର ୨୦୦୪ରେ ଧୋନୀଙ୍କ ଭାରତୀୟକ୍ରିକେଟ୍ ଟିମ୍ରେ ଖେଳିବାର ସୁଯୋଗ ମିଳିଥିଲା ପ୍ରତିପକ୍ଷବାଂଲାଦେଶ ସହିତ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଧୋନୀମହମ୍ମଦ କୈଫ୍ଙ୍କ ସହିତ ଖେଳିବାକୁ ଡ୍ରେସିଂ ରୁମ୍ରୁ ଲମ୍ବାକେଶ ରଖିଥିବା ଯୁବକ ଧୋନୀ ପଡ଼ିଅ ।କୁ ଓହ୍ଲାଇଥିଲେକୈଫ୍ଙ୍କ ରନ୍ କଲ୍ରେ ସେ ଆଗକୁ ବଢ଼ିଥିଲେ । ତେବେକୈଫ୍ ପୁଣି ମନା କରିଥିଲେ ଫଳରେ ଧୋନୀ ଅ ।ଉକ୍ରିଜ୍କୁ ଫେରି ପାରି ନ ଥିଲେ ରନ୍ଅ ।ଉଟ୍ ହୋଇ ଡ୍ରେସିଂରୁମ୍କୁ ଫେରିଥିଲେ । ସେହିପରି ଶେଷଥର ପାଇଁବିଶ୍ୱକପ୍ର ଅନ୍ତର୍ଜାତୀୟ ଏକଦିବସୀୟ ସେମିଫାଇନାଲମ୍ୟାଚ୍ ସେ ୨୦୧୯ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେଖେଳିଥିଲେ । ୭୨ ବଲ୍ରେ ୫୦ ରନ୍ ସଂଗ୍ରହକରିଥିଲେ । ତେବେ ଦୁଇ ରନ୍ କରିବା ଲୋଭରେ ସେରନ୍ଅ ।ଉଟ୍ ହୋଇଯାଇଥିଲେ । ଏହାପରେ ଭାରତ ମ୍ୟାଚ୍ହାରିବା ସହିତ ବିଶ୍ୱକପ୍ରୁ ବିଦାୟ ମଧ୍ୟ ନେଇଥିଲା । ଭାରତୀୟ କ୍ରିକେଟ୍ର ସବୁଠାରୁ ସଫଳ ଅଧିନାୟକବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଶନିବାରଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ଧୋନୀଅବସର ନେବା ସହିତ ଭାରତୀୟ କ୍ରିକେଟ୍ର ଏହି ସର୍ବୋତ୍ତମଯୁଗର ଅବସାନ ଘଟିଛି । ଧୋନୀ ତାଙ୍କ କ୍ୟାରିୟର ଅ ।ରମ୍ଭରେଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ବେଶ୍ ଖ୍ୟାତି ଅର୍ଜନକରିଥିଲେ । ଏହାପରେ ଜଣେ ସଫଳ ଫିନିଶର୍ ଏବଂପରେ ଏହି ଝାଡ଼ଖଣ୍ଡ ଷ୍ଟାର୍ ବିଶ୍ୱ୍ରସର୍ବଶ୍ରେଷ୍ଠ ଅଧିନାୟକ ଭାବେପରିଚୟ ସୃଷ୍ଟି କରିପାରିଥିଲେ ।ଅଧିନାୟକ ଭାବେ ଧୋନୀଅନେକ ସଫଳତା ହାସଲକରିଛନ୍ତି । ବିଶ୍ୱର ଏକମାତ୍ରଅଧିନାୟକ ଭାବେ ସେଅନ୍ତର୍ଜାତୀୟ କ୍ରିକେଟ୍ପରିଷଦ (ଅ ।ଇସିସି)ର୩ଟି ଯାକ ଟ୍ରଫି ଜିତିଛନ୍ତି । ଧୋନୀ ପ୍ରଥମଅ ।ଇସିସି ଟ୍ରଫି ୨୦୦୭ଟି୨୦ ବିଶ୍କପ୍ ଜିତି ହାସଲକରିଥିଲେ । ଟି୨୦ ବିଶ୍ୱକପ୍ର ଏହିପ୍ରଥମ ସଂସ୍କରଣରେ ଧୋନୀଙ୍କୁ ନେତୃତ୍ୱନେବାର ସୁଯୋଗ ମିଳିଥିଲା । ଯୁବ ଖେଳାଳିଙ୍କୁ ନେଇଧୋନୀ ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ରନରେପରାସ୍ତ କରି କ୍ୟାରିୟରର ପ୍ରଥମଥର ଲାଗି ବିଶ୍ୱ୍କପ୍ ଟ୍ରଫିହାତେଇଥିଲେ ।ପ୍ରଥମ ଥର ଲାଗି ଧୋନୀ ଅ ।ଇସିସି ଟ୍ରଫି ୨୦୧୧ରେଜିତିଥିଲେ । ସେହିବର୍ଷ ଅନୁଷ୍ଠିତ ଆଇସିସି ଦିନିକିଆବିଶ୍ୱ୍କପ୍ରେ ଧୋନୀଙ୍କ ନେତୃତ୍ୱରେ ଭାରତ ·ମ୍ପିୟନହୋଇଥିଲା । ଏପ୍ରିଲ ୨ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତ୬ ଉଇକେଟ୍ରେ ଶ୍ରୀଲଙ୍କାକୁ ହରାଇ୨ୟଥର ଲାଗି ଦିନିକିଆବିଶ୍ୱକପ୍ ଜିତିଥିଲା ।ଫାଇନାଲରେ ଧୋନୀ୯୧ ରନରଅପରାଜିତ ଇନିଂସଖେଳି ଦଳକୁଜିତାଇବାରେ ପ୍ରମୁଖଭୂମିକା ଗ୍ରହଣକରିଥିଲେ । ଅନୁଷ୍ଠିତଅ ।ଇସିସି ·ମ୍ପିୟନ୍ସଟ୍ରଫି ମଧ୍ୟ ଭାରତଧୋନୀଙ୍କ ନେତୃତ୍ୱରେଜିତିଥିଲା ଏଜ୍ବାଷ୍ଟନରେଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେଭାରତୀୟ ଦଳ ୫ ରନରେ ଘରୋଇ ଇଂଲଣ୍ଡକୁ ପରାସ୍ତକରି ୨ୟ ଥର ଲାଗି ଏହି ସମ୍ମାନଜନକ ଟ୍ରଫି ହାସଲକରିଥିଲା । ପୂର୍ବରୁ ୨୦୦୨ରେ ଭାରତ ଓ ଶ୍ରୀଲଙ୍କାଯୁଗ୍ମଭାବେ ଆଇସିସି ·ମ୍ପିୟନ୍ସ ଟ୍ରଫି ବିଜେତା ହୋଇଥିଲେ ।ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟକ୍ରିକେଟ ଟିମ୍ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ରସିଂ ଧୋନୀ ସେ ଏକାଧିକ ରେକର୍ଡ ନିଜ ନାମରେକରିଛନ୍ତି । କୁହାଯାଏ ଧୋନୀଙ୍କ ଶୁଭ ନମ୍ବର ୭ । ଏଣୁତାଙ୍କ ଜର୍ସିରେ ମଧ୍ୟ ଏହି ନମ୍ବର ଥିବା ଦେଖିବାକୁ ମିଳେ ।ସେଭଳି ୭ଟି ବିରଳ ରେକର୍ଡ ବିଷୟରେ ଆସନ୍ତୁଜାଣିବା..କ୍ୟାରିଅର ଆରମ୍ଭରୁ ଧୋନୀ ପ୍ରାରମ୍ଭରେ ବ୍ୟାଟିଂକରିବାକୁ ଆସୁଥିଲେ ହେଁ ଅଧିନାୟକ ହେବା ପରେ ୭ନମ୍ବର ସ୍ଥାନକୁ ବାଛିଥିଲେ । ପରେ ଏହି ସ୍ଥାନରେ ସେସର୍ବାଧିକ ଏକଦିବସୀୟ ଶତକ ଲଗାଇବାର ରେକର୍ଡକରିଛନ୍ତି ।ଧୋନୀ ସବୁଠାରୁ ଲମ୍ବା ଛକ୍କା ମାରୁଥିଲେ ନିଜକ୍ୟାରିୟରରେ ସେ ୩୫୯ ଛକ୍କା ମାରିଛନ୍ତି । ସେଥିରୁ୨୨୯ଟି ଏକଦିବସୀୟ ମ୍ୟାଚ୍ର ରହିଛି । ତେବେଏକଦିବସୀୟ ମ୍ୟାଚ୍ରେ ସବୁଠାରୁ ଅଧିକ ଛକ୍କା ମାରିଥିବାଭାରତୀୟ କ୍ରିକେଟରଙ୍କ ମଧ୍ୟରୁ ସେ ଜଣେ ବିଶେଷକରି୨୦୧୧ ବିଶ୍ୱକପ୍ ଫାଇନାଲରେ ସେ ମାରିଥିବା ଛକ୍କାପ୍ରଶଂସକମାନେ ଅ ।ଜିବି ମନେ ରଖିଛନ୍ତି । ଏପରିକିତାଙ୍କ ଶଟ୍କୁ ହେଲିକାପ୍ଟର ଶଟ୍ ବୋଲି କୁହାଯାଏ ।ଜଣେ ବ୍ୟାଟ୍ସମ୍ୟାନ୍ ହିସାବରେ ସେ ଯେତିକିଲୋକପ୍ରିୟ ସେତିକି ୱିକେଟ୍ କିପର ଭାବେ ସେ ମନଜିଣିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ୧୯୫ ଷ୍ଟମ୍ପିଂରରେକର୍ଡ କରିଛନ୍ତି । ମୋଟ ରେକର୍ଡକୁ ଯଦି ଦେଖାଯାଏତେବେ ଧୋନୀ ୮୨୯ଟି କ୍ୟାଚ୍-ଷ୍ଟମ୍ପିଂ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...