18 C
Bhubaneswar
Tuesday, November 24, 2020

କରୋନା ବିରୋଧୀ ଲଢ଼େଇରେ ସଫଳ ହେବୁ

Must read

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ନୂଆଦିଲ୍ଲୀ,୧୬ା୮ : ଦେଶର ୭୪ତମ ସ୍୍ୱାଧୀନତା ଦିବସପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅ ।ଜିଦେଶବାସୀଙ୍କ ଉଦେ୍ଦଶ୍ୟରେ ଐତିହାସିକ ଲାଲକିଲ୍ଲା ଠାରୁ ଅଭିଭାଷଣପ୍ରଦାନ ବେଳେ କରୋନା ଯୋଦ୍ଧାଙ୍କ ସାହସକୁ ସଲାମ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଭାଷଣ ପ୍ରସଙ୍ଗରେ କହିଛନ୍ତି,ଯେ ଏବେ ଦେଶରେ କୋଭିଡ଼-୧୯ ମହାମାରୀ ଜାରି ରହିଥିବାବେଳେ ଭାରତ ପର୍ଯ୍ୟାୟକ୍ରମିକ ତଥା ସକାରାତ୍ମକ ଅ ।ଭିମୁଖ୍ୟରସହ ଏହା ବିରୋଧରେ ସଂଗ୍ରାମ ଜାରି ରଖିଛି । ଏହା ଦେଶକୁଅ ।ତ୍ମନିର୍ଭର ହେବାରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିଛିବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଦେଶର ଜନସାଧାରଣଙ୍କୁସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ ସଫଳତାସଂପର୍କରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଅଭିଭାଷଣରେ କରୋନାମହାମାରୀରେ ଯେଉଁ ବ୍ୟକ୍ତିମାନେ ପ୍ରାଣ ହରାଇଛନ୍ତି ସେମାନଙ୍କରଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନକରିଥିଲେ । ସେ କହିଥିଲେ ଯେ ଭାରତର କରୋନା ଯୋଦ୍ଧାମାନଙ୍କୁସେମାନଙ୍କର ନିସ୍ୱାର୍ଥପର ନିଷ୍ଠା ଓ ଶ୍ରମ ସକାଶେ ସଭିଏଁ ପ୍ରଶଂସାକରିବା ଉଚିତ । ସେବା ପରମୋ ଧର୍ମଃ ଅ ।ପ୍ତ ବାକ୍ୟକୁ ସେମାନେନିଜ କର୍ମ ଓ ନିଷ୍ଠା ବଳରେ ପ୍ରତିପାଦିତ କରିପାରିଛନ୍ତି । ସମଗ୍ରଦେଶକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ କହିଲେ ଯେକରୋନା ବିରୋଧୀ ଲଢ଼େଇରେ ଅ ।ମେ ନିଶ୍ଚୟ ବିଜୟ ଲାଭକରିବୁ । ଆମର ଦୃଢ଼ ମନୋବଳ ଏହି ବିଜୟ ପଥରେ ସହାୟକହେବ । ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଅ ।ରୋପ କରିପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଏବେ ଏହି ମନୋଭାବକୁ ନେଇକୋଭିଡ଼-୧୯ ବିରୋଧରେ ସଂଗ୍ରାମ କରୁଛି ଏବଂ ଏହା ଅ ।ମକୁଅନେକାଂଶରେ ସଫଳତା ପ୍ରଦାନ କରିଛି । ।କରୋନା ବିରୋଧୀ ଲଢ଼େଇରେ ସଫଳ ହେବ ନୂଆଦିଲ୍ଲୀ,୧୬ା୮ : ଦେଶର ୭୪ତମ ସ୍୍ୱାଧୀନତା ଦିବସପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅ ।ଜିଦେଶବାସୀଙ୍କ ଉଦେ୍ଦଶ୍ୟରେ ଐତିହାସିକ ଲାଲକିଲ୍ଲା ଠାରୁ ଅଭିଭାଷଣପ୍ରଦାନ ବେଳେ କରୋନା ଯୋଦ୍ଧାଙ୍କ ସାହସକୁ ସଲାମ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଭାଷଣ ପ୍ରସଙ୍ଗରେ କହିଛନ୍ତି,ଯେ ଏବେ ଦେଶରେ କୋଭିଡ଼-୧୯ ମହାମାରୀ ଜାରି ରହିଥିବାବେଳେ ଭାରତ ପର୍ୟ୍ୟାୟକ୍ରମିକ ତଥା ସକାରାତ୍ମକ ଅ ।ଭିମୁଖ୍ୟରସହ ଏହା ବିରୋଧରେ ସଂଗ୍ରାମ ଜାରି ରଖିଛି । ଏହା ଦେଶକୁଅ ।ତ୍ମନିର୍ଭର ହେବାରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିଛିବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଦେଶର ଜନସାଧାରଣଙ୍କୁସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ ସଫଳତାସଂପର୍କରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଅଭିଭାଷଣରେ କରୋନାମହାମାରୀରେ ଯେଉଁ ବ୍ୟକ୍ତିମାନେ ପ୍ରାଣ ହରାଇଛନ୍ତି ସେମାନଙ୍କରଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନକରିଥିଲେ । ସେ କହିଥିଲେ ଯେ ଭାରତର କରୋନା ଯୋଦ୍ଧାମାନଙ୍କୁସେମାନଙ୍କର ନିସ୍ୱାର୍ଥପର ନିଷ୍ଠା ଓ ଶ୍ରମ ସକାଶେ ସଭିଏଁ ପ୍ରଶଂସାକରିବା ଉଚିତ । ସେବା ପରମୋ ଧର୍ମଃ ଅ ।ପ୍ତ ବାକ୍ୟକୁ ସେମାନେନିଜ କର୍ମ ଓ ନିଷ୍ଠା ବଳରେ ପ୍ରତିପାଦିତ କରିପାରିଛନ୍ତି । ସମଗ୍ରଦେଶକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ କହିଲେ ଯେକରୋନା ବିରୋଧୀ ଲଢ଼େଇରେ ଅ ।ମେ ନିଶ୍ଚୟ ବିଜୟ ଲାଭକରିବୁ । ଆମର ଦୃଢ଼ ମନୋବଳ ଏହି ବିଜୟ ପଥରେ ସହାୟକହେବ । ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଅ ।ରୋପ କରିପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଏବେ ଏହି ମନୋଭାବକୁ ନେଇକୋଭିଡ଼-୧୯ ବିରୋଧରେ ସଂଗ୍ରାମ କରୁଛି ଏବଂ ଏହା ଅ ।ମକୁଅନେକାଂଶରେ ସଫଳତା ପ୍ରଦାନ କରିଛି ।ଦେଶରେ ଏବେ ପିପିଇ କିଟ୍, ଏନ-୯୫ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ପ୍ରସ୍ତୁତକରାଯାଇପାରୁଛି ଯାହାକି ଘରୋଇ ଭାବେ ପୂର୍ବରୁଏତେ ଉତ୍ପାଦିତ ହେଉନଥିଲା । ଏହିସବୁ ସାମଗ୍ରୀରଉତ୍ପାଦନ କ୍ଷମତା ବୃଦ୍ଧି ସ୍ଥାନୀୟ ଉତ୍ପାଦନ ପାଇଁ ନାରାକୁ ପ୍ରତିଧ୍ୱନିତ କରିଛି । ୧୩୦ କୋଟିରୁ ଅଧିକଭାରତୀୟ ଏବେ ଅ ।ତ୍ମନିର୍ଭର ହେବାକୁ ସିଦ୍ଧାନ୍ତ ଗ୍ରହଣକରିଛନ୍ତି ଯାହାକି ଏଭଳି କରୋନା ମହାମାରୀ ସମୟରେସେମାନଙ୍କର ବଜ୍ର ନିଷ୍ପତ୍ତି ବୋଲି କୁହାଯାଇପାରେ । ଆତ୍ମନିର୍ଭର ହେବା ବାଧ୍ୟତାମୂଳକ । ମୋର ପୂର୍ଣ୍ଣ ବିଶ୍ୱାସ ଯେଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ ।ମୋର ସେମାନଙ୍କର ସାମର୍ଥ୍ୟ ଉପରେ ଦୃଢ ବିଶ୍ୱାସରହିଛି, ଅ ।ସ୍ଥା ଅଛି ଏବଂ ମୋର ସହ ଭାରତୀୟଙ୍କସାମର୍ଥ୍ୟରେ ମୁଁ ବିଶ୍ୱାସୀ । ଥରେ ଅ ।ମେ କିଛି କରିବୁବୋଲି ସିଦ୍ଧାନ୍ତ ଗ୍ରହଣ କଲେ, ଅ ।ମେ ସେତେବେଳପର୍ଯ୍ୟନ୍ତ ବିଶ୍ରାମ ନେଇ ନଥାଉ ଯେତେବେଳ ପର୍ଯ୍ୟନ୍ତସେହି ଲକ୍ଷ୍ୟ ହାସଲ କରାଯାଇ ନପାରିଛି ବୋଲିପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଲାଲକିଲ୍ଲାର ମଞ୍ଚ ଉପରୁ ଦେଶବାସୀଙ୍କୁଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେଏବେ କୋଭିଡ଼ ନମୁନା ପରୀକ୍ଷା କ୍ଷମତାରେ ଯଥେଷ୍ଟଅଭିବୃଦ୍ଧି ହାସଲ କରାଯାଇପାରିଛି । ଦେଶରେ ପୂର୍ବରୁଏହି ଧରଣର ପରୀକ୍ଷା ସକାଶେ ମାତ୍ର ଗୋଟିଏପରୀକ୍ଷାଗାର ଥିବା ବେଳେ ତାହା ଏବେ ୧୪୦୦ରୁଅଧିକ ହୋଇପାରିଛି ଏବଂ ସେସବୁ ଦେଶର ବିଭିନ୍ନସ୍ଥାନରେ ବିସ୍ତାରିତ ହୋଇ ରହିଛି । ପୂର୍ବରୁ ଦେଶରେଦୈନିକ ମାତ୍ର ୩୦୦ ନମୁନା ପରୀକ୍ଷାକରାଯାଉଥିବାବେଳେ ଏବେ ପ୍ରତି ଦିନ ୭ ଲକ୍ଷରୁ ଅଧିକନମୁନା ପରୀକ୍ଷା କରାଯାଇପାରୁଛି । ଅତି କମ୍ ସମୟମଧ୍ୟରେ ଏଭଳି ସଫଳତା ଓ ଅଭିବୃଦ୍ଧି ହାସଲ କରାଯିବାମଧ୍ୟ ଏକ ବିରାଟ ସଫଳତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଛନ୍ତି ।ସ୍ୱାଧୀନତା ଦିବସ ପାଳନ ଅବସରରେଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଉଲ୍ଲେଖ କରିଛନ୍ତି ଯେ କରୋନା ଟୀକାର ବିକାଶ ନିମନ୍ତେଭାରତ ତା’ର ରଣନୀତି ପ୍ରସ୍ତୁତ କରିଛି । ଦେଶରବୈଜ୍ଞାନିକମାନେ ଏ ଦିଗରେ କାର୍ଯ୍ୟ ଅ ।ରମ୍ଭ କରି ସାରିଛନ୍ତିଏବଂ ସେମାନଙ୍କର ମନୋବଳ ବେଶ ଦୃଢ଼ୃ ରହିଛି ।ବର୍ତ୍ତମାନ, ତିନୋଟି ଟୀକାର ବିକାଶ ବିଭିନ୍ନ ପରୀକ୍ଷଣପର୍ଯ୍ୟାୟରେ ରହିଛି । ଯେତେ ଶୀଘ୍ର ବୈଜ୍ଞାନିକ ମାନେ ଏଥିପାଇଁସମ୍ମତି ପ୍ରଦାନ କରିବେ ତାହାର ବିପୁଳ ଉତ୍ପାଦନ ଅ ।ରମ୍ଭକରାଯିବ । ଏହି ଟୀକାର ଉତ୍ପାଦନ ଏବଂ ବିତରଣ ସକାଶେଏକ ସୁଚିନ୍ତିତ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀସୂଚନା ପ୍ରଦାନ କରିଥିଲେ ।ପ୍ରଧାନମନ୍ତ୍ରୀ ତାଙ୍କରଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଦେଶରେ ମେଡ଼ିକାଲଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ସରକାରତାଙ୍କର ଦକ୍ଷତାର ସର୍ବାଧିକ ସଂପ୍ରସାରଣ କରିଛନ୍ତି । ଦେଶରେନୂଆ ନୂଅ । ଏମ୍ସ ଏବଂ ମେଡ଼ିକାଲ କଲେଜମାନ ସ୍ଥାପନକରାଯାଉଛି ଯାହା ମେଡ଼ିକାଲ ଭିତ୍ତିଭୂମିକୁ ସୁଦୃ କରିବାରେସହାୟକ ହେବ । ଏବେ ଦେଶରେ ୪୫ ହଜାରରୁ ଅଧିକଏମବିବିଏସ ସିଟ୍ ଏବଂ ଏମଡ଼ି ସିଟ୍ ଉପଲବ୍ଧ ରହିଛି ।ଅ ।ୟୁଷ୍ମାନ ଭାରତର ସ୍ୱୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର(ଏଚଡ଼ବ୍ଲୁସି)ର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେକରୋନା ମହାମାରୀ ସଂକ୍ରମଣ ବେଳେ ଏହି ସ୍ୱାସ୍ଥ୍ୟକର୍ମୀମାନେଅଣ କୋଭିଡ଼ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରିଛନ୍ତି । ଏହି ଅବସରରେ ଜାତୀୟ ଡିଜିଟାଲସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେଏକ ଅଭିନବ ସ୍ୱାସ୍ଥ୍ୟ ଅ ।ଇଡ଼ି ମାଧ୍ୟମରେ ଦେଶରପ୍ରତ୍ୟେକ ନାଗରିକଙ୍କୁ ପ୍ରତ୍ୟେକ ରୋଗ ସଂପର୍କୀତବିସ୍ତୃତ ସୂଚନା, ଏହାର ପରୀକ୍ଷଣ- ଲକ୍ଷଣ ଚିହ୍ନଟ,ରିପୋର୍ଟ ଏବଂ ଔଷଧୀୟ ଉପ·ର ଇତ୍ୟାଦିସଂପର୍କରେ ସମସ୍ତ ସୂଚନା ଉପଲବ୍ଧ ହେବ ।ସରକାର ଜାତୀୟ ଭିତ୍ତିଭୂମି ପାଇପଲାଇନ୍(ଏନଅ ।ଇପି) ପ୍ରକଳ୍ପ ଜରିଅ ।ରେ ଦେଶରସାମଗ୍ରିକ ଭିତ୍ତିଭୂମିକୁ କିଭଳି ଭାବେ ତ୍ୱରିତ ବିକାଶଜରିଅ ।ରେ ଅ ।ଗକୁ ଅ ।ଗେଇ ନିଅ ।ଯାଇପାରିବତାହା ଉପରେ ସରକାର ଗୁରୁତ୍ୱ ଅ ।ରୋପକରୁଛନ୍ତି । ସେଥିପାଇଁ ଏନଅ ।ଇପିରେ ୧୧୦ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲିପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଲେ ଯେଏଥିପାଇଁ ୭,୦୦୦ଟି ପ୍ରକଳ୍ପକୁ ଏଯାବତଚିହ୍ନଟ କରାଯାଇ ସାରିଛି ଏବଂ ସେସବୁ ବିଭିନ୍ନସେକ୍ଟରର ବୋଲି ସେ ସୂଚନା ଦେଇଥିଲେ ।ଜାତୀୟ ଭିତ୍ତିଭୂମି ପାଇପଲାଇନ୍ ପ୍ରକଳ୍ପ ଦେଶକୁକୋଭିଡ଼-୧୯ ପ୍ରଭାବରୁ ମୁକୁଳାଇବା ଦିଗରେପ୍ରମୁଖ ଭୂମିକା ଗ୍ରହଣ କରିବ । ଏନଅ ।ଇପିଏଭଳି ଏକ ପ୍ରକଳ୍ପ ଯାହା ଭାରତର ଭିତ୍ତିଭୂମିସୃଷ୍ଟି ପ୍ରୟାସରେ ବୈପ୍ଳବିକ ପରିବର୍ତ୍ତନଘଟାଇବ ।

- Advertisement -କରୋନା ବିରୋଧୀ ଲଢ଼େଇରେ ସଫଳ ହେବୁ

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନା ବିରୋଧୀ ଲଢ଼େଇରେ ସଫଳ ହେବୁ

Latest article

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...