24 C
Bhubaneswar
Wednesday, November 25, 2020

କ୍ରାନ୍ତି ଦିବସରେ ଟିୟୁଏସିସି ପକ୍ଷରୁଜାତୀୟରାଜପଥ ଅବରୋଧ

Must read

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...

ବାଲେଶ୍ୱର,୧୦ା୮(ନି.ପ୍ର): ଅଗଷ୍ଟ ୯କ୍ରାନ୍ତି ଦିବସ ଅବସରରେ କେନ୍ଦ୍ରୀୟ ଶ୍ରମିକସଂଗଠନ ଓ ଜାତୀୟ ଫେଡେରେସନ୍ମାନଙ୍କ ମିଳିତ ମଞ୍ଚ ଆହ୍ୱାନରେ ଆଜିଦେଶବ୍ୟାପୀ ଧର୍ମଘଟ ଓ ଆନେ୍ଦାଳନପାଳିତ ହୋଇଥିବା ବେଳେବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମଲକ୍ଷ୍ୟ କରାଯାଇଛି । ବାଲେଶ୍ୱରର ଟ୍ରେଡ୍ୟୁନିୟନ୍ ଆସୋସିଏସନ୍ କୋଡ଼ିନେସନ୍କମିଟି ‘ଟି.ୟୁ.ଏ.ସି.ସି.’ର ନେତୃତ୍ୱରେବିଭିନ୍ନ ସଂଗଠନର ଶ୍ରମିକମାନେ ରେମୁଣାଗୋଲେଇସ୍ଥିତ ନେସ୍କୋ ମୁଖ୍ୟ ଦପ୍ତରସମ୍ମୁଖରେ ୫ ନଂ ଜାତୀୟ ରାଜପଥକୁପ୍ରାୟ ଏକଘଣ୍ଟା ଧରି ଅବରୋଧକରିଥିଲେ । ଫଳରେ ରାସ୍ତାର ଉଭୟପାଶ୍ୱର୍ରେ ଶହଶହ ଯାନବାହନ ଚଳାଚଳବ୍ୟାହତ ହୋଇଥିଲା । ଟି.ୟୁ.ଏ.ସି.ସି.ରଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀ ପ୍ତପଣ୍ଡା, ସାଧାରଣ ସଂପାଦକ ଗୌରାଙ୍ଗପାଣିଗ୍ରାହୀଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟଶ୍ରମିକ ସଂଗଠନର କର୍ମକର୍ତା ଜୟନ୍ତଦାସ, ନିକୁଞ୍ଜବସନ୍ତ ରାୟ, ଅରୁଣ ସ୍ୱାଇଁ,ସୁରେଶ ବେହେରା, ସର୍ବେଶ୍ୱର ମିଶ୍ର,ଶାନ୍ତନୁ ଦାସ, ନିରାକାର ପାଣ୍ଡବ ଓରବିନାରାୟଣ ମିଶ୍ର ପ୍ରମୁଖ ଜାତୀୟରାଜପଥ ଅବରୋଧ ସ୍ଥଳରେ ଉପସ୍ଥିତରହି କେନ୍ଦ୍ର ସରକାରଙ୍କ ଶ୍ରମିକ ଓଶ୍ରମଜୀବୀ ମାରଣନୀତିକୁ ତୀବ୍ରସମାଲୋଚନା କରିଥିଲେ । କେନ୍ଦ୍ରରେବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦିଙ୍କସରକାର ଶାସନ କ୍ଷମତା ଦଖଲକରିବାପରେ ଦେଶର ସାଧାରଣ ଜନତାଙ୍କସ୍ୱାର୍ଥରକ୍ଷା ପରିବର୍ତେ ପୁଞ୍ଜିପତି ତଥା ଶିଳ୍ପଉଦ୍ୟୋଗୀଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱଦେଉଥିବା ସେମାନେ କହିଥିଳେ ।ଲାଭରେ ଚାଲୁଥିବା ରାଷ୍ଟ୍ରାୟତ ସଂସ୍ଥାକୁଘରୋଇକରଣ କରି ଦେଶର ସଂପତିକୁସରକାର ବହଜାତିକ ପୁଞ୍ଜିପତିମାନଙ୍କୁବିକି୍ର କରିଚାଲିଛନ୍ତି । ଅନ୍ୟପକ୍ଷରେ ନୂତନଶିକ୍ଷାନୀତି ଆଳରେ ଦେଶର ଉଚ୍ଚଶିକ୍ଷାବ୍ୟବସ୍ଥାକୁ ବିଦେଶୀ ବେପାରୀଙ୍କୁଟେକିଦେବା ନିମନ୍ତେ ଉଦ୍ୟମ ହେଉଛି ।ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ଯୋଗୁୁଁଁ କରୋନାଜନିତ ମୃତୁ୍ୟ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଶ୍ରମିକ ଛଟେଇ ଓବେକାରୀ ଗତ ଛଅବର୍ଷରେ ରେକର୍ଡ଼ସୃଷ୍ଟି କରିଛି । ମାଲିକ ସପକ୍ଷରେପ୍ରଚଳିତ ଶ୍ରମ ଆଇନ୍ ସଂଶୋଧନକରାଯାଉଛି । ସ୍କିମ୍ୱାର୍କର ଓ ଠିକାଶ୍ରମିକକୁହାଯାଇ ଶ୍ରମିକମାନଙ୍କୁ ଶୋଷଣକରାଯାଉଛି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ଓଅଗଣତାନ୍ତ୍ରିକ ନିଷ୍ପତିକୁ ବିରୋଧକରୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀନାମରେ ମୋକଦ୍ଦମା ସହ ଜେଲ୍ପଠାଯାଉଛି । ଅନ୍ୟପକ୍ଷରେ ଗତଛଅବର୍ଷ ଶାସନ କାଳରେ ଦେଶରସାଂପ୍ରଦାୟିକ ସଦ୍ଭାବନା କ୍ଷୁର୍ଣ୍ଣକରାଯାଇଛି । ସରକାରଙ୍କ ଜନତାବିରୋଧୀ ନୀତିକୁ ଦୃଢ଼ ସମାଲୋଚନାସହ ଆଗାମୀ ଦିନରେ ଆନେ୍ଦାଳନଆହୁରି ତୀବ୍ର ହେବ ବୋଲିଆନେ୍ଦାଳନକାରୀମାନେ ଚେତାବନୀଦେଇଥିଲେ । ବିଭିନ୍ନ କେନ୍ଦ୍ରୀୟ ଶ୍ରମିକସଂଗଠନ ଓ ଜାତୀୟଫେଡେରେସନ୍ମାନଙ୍କ ତରଫରୁ ସୁବ୍ରତଦାସ, ପ୍ରେମରଂଜନ ପାତ୍ର, ଶ୍ୟାମସୁନ୍ଦରଜେନା, ଗୌରୀ ଦାସ, ଭରତ ସେଠୀ,ନାରାୟଣ ପାଣିଗ୍ରାହୀ, ଅରୁଣ ଦାସ,ତପନ ସିଟ୍, ବନ୍ଦନା ବିଶ୍ୱାସ, ସନ୍ଧ୍ୟାଦାସମଜୁମଦାର, ବିରଞ୍ଚô ପ୍ରଧାନ, ଶରତସାହୁ, ଅବନ୍ତୀ ଚନ୍ଦ୍ର ସାହୁ, ରାଜକିଶୋରଲେଙ୍କା, ଅରୁଣ ମଣ୍ଡଳ, ପୂର୍ଣ୍ଣଚନ୍ଦ୍ର ଦାସ,ତପନ ଜେନା, ହରେକୃଷ୍ଣ ବିନ୍ଧାଣୀ,ଜିତେନ୍ଦ୍ର ସେନାପତି, ଗୋପୀନାଥ ଦାସ,ଆବିଦ୍ ଖାନ୍, ତପସ୍ୱିନୀ ବିଶ୍ୱାଳ, ଅସିତବରଣ ଦାସ ଓ ଶଶିକାନ୍ତ ବେହେରାପ୍ରମୁଖ ଆନେ୍ଦାଳନର ନେତୃତ୍ୱନେଇଥିଲେ । ଶାନ୍ତିଶୃଙ୍ଖଳା ପାଇଁବ୍ୟାପକ ପୋଲିସ୍ ମୁତୟନକରାଯାଇଥିବାର ଦେଖାଯାଇଥିଲା

- Advertisement -କ୍ରାନ୍ତି ଦିବସରେ ଟିୟୁଏସିସି ପକ୍ଷରୁଜାତୀୟରାଜପଥ ଅବରୋଧ

More articles

LEAVE A REPLY

Please enter your comment!
Please enter your name here

- Advertisement -କ୍ରାନ୍ତି ଦିବସରେ ଟିୟୁଏସିସି ପକ୍ଷରୁଜାତୀୟରାଜପଥ ଅବରୋଧ

Latest article

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...