18 C
Bhubaneswar
Tuesday, November 24, 2020

ମୁଣ୍ଡ ଉପରେ ସଦର ବିଧାନସଭା ଆସନ ଉପ-ନିର୍ବାଚନ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ବାଲେଶ୍ୱର,୧୦ା୮(ନି.ପ୍ର): ବିଜେପିବିଧାୟକ ମଦନ ମୋହନ ଦତଙ୍କ ଦେହାନ୍ତପରେ ଖାଲି ପଡ଼ିଥିବା ବାଲେଶ୍ୱର ସଦରବିଧାନ ବିଧାନସଭା ଆସନର ଉପ-ନିର୍ବାଚନପାଇଁ ସରକାରୀ ସ୍ତରରେ ଉପକ୍ରମ ଆର ମ୍ଭହୋଇଛି । କରୋନା ସ୍ଥିତି ଆୟତାଧୀନ ପରେଆସନ୍ତା ଡିସେ ମ୍ବର ମାସ ଶେଷ ସୁଦ୍ଧା ଏହିଆସନ ସମେତ ରାଜ୍ୟର ଖାଲି ପଡ଼ିଥିବାବିଧାନସଭା କ୍ଷେତ୍ରରେ ମଧ୍ୟବର୍ତୀକାଳୀନନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନକମିଶନର ଇତିମଧ୍ୟରେ ସୂଚନା ମଧ୍ୟଦେଇସାରିଲେଣି । ତେବେ ଏହି ଉପ-ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନରାଜନୈତିକ ଦଳର ଆଶାୟୀଙ୍କୁ ନେଇ ଲବିଆର ମ୍ଭ ହୋଇଯାଇଛି । ଏହି କ୍ରମରେଗତ୨୦୧୯ ସାଧାରଣ ନିର୍ବାଚନରେଭାଜପାଠାରୁ୧୩ ହଜାରରୁ ଊଦ୍ଧ୍ୱର୍ ଭୋଟରେପରାଜିତ ହୋଇଥିବା ବିଜୁ ଜନତା ଦଳ ପାଇଁଆସନ୍ତା ଉପ-ନିର୍ବାଚନର ଗୁରୁତ୍ୱ ସବୁଠାରୁଅଧିକ ଥିବା ବେଳେ ଟିକେଟ୍ ପାଇଁ ଏବେଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆର ମ୍ଭହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଆସନ୍ତାଉପ-ନିର୍ବାଚନରେ ବିଜେଡିର ସ ମ୍ଭାବ୍ୟ ସ୍ଥିତିକୁନେଇ ଦଳୀୟ କର୍ମକର୍ତା ଏବେ ଚିନ୍ତିତହୋଇପଡ଼ିଛନ୍ତି । ଦଳ ପାଇଁ ଏବେ ସଦର ବ୍ଲକବିଜେଡି ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବସନ୍ତ ପଣ୍ଡା ଓରଫ୍ (କୁନୁ)ଘାତକ ହୋଇଥିବା କର୍ମୀ ମହଲରେ ଆଲୋଚନାହେଉଛି । ଶ୍ରୀ ପଣ୍ଡାଙ୍କ ଅପରାଧିକକାର୍ଯ୍ୟକଳାପର ପ୍ରଭାବ ଯୋଗୁଁ ଗତନିର୍ବାଚନରେ ୨୫ ନଂର ଜିଲ୍ଲାର ପରିଷଦଜୋନ ସମେତ ଆଖପାଖ ଅଞ୍ଚଳର ଏକାଧିକପଞ୍ଚାୟତରେ ବିଜେଡିକୁ ବିଶେଷ ସମର୍ଥନମିଳିନଥିଲା । ଚୋରା ମଦ ବ୍ୟବସାୟଠାରୁ ବାଲିଚୋରା ଚାଲାଣ ପର୍ଯ୍ୟନ୍ତ ସବୁଥିରେ ସମ୍ପୃକ୍ତରହିଥିବା ଶ୍ରୀ ପଣ୍ଡା ବିଭିନ୍ନ ପ୍ରକାର ଅସାମାଜିକକାର୍ଯ୍ୟକଳାପରେ ଲି ପ୍ତ ରହୁଥିବା ନେଇଅଭିିଯୋଗ ହୋଇଆସୁଛି । ସବୁଠାରୁ ବଡ଼କଥାହେଲା କିଛି ସହଯୋଗୀ ଯୁବକ ଦ୍ୱାରା ବିଭିନ୍ନସମୟରେ ସାଧାରଣ ଲୋକଙ୍କୁ ମାଡ଼ ମାରିବା,ଧମକାଇବା ଭଳି ଘଟଣା ସେ ଜାରି ରଖିଛନ୍ତି ।୨୫ ନଂ ଜୋନର ବିଭିନ୍ନ ପଂଚାୟତରେ ଯୁବଗୋଷ୍ଠୀଙ୍କ ସାହାଯ୍ୟରେ ସେ କରୁଥିବାଗଣ୍ଡୋଗଳ, ଆକ୍ରମଣ ଯୋଗୁଁ ଗତ ପଂଚାୟତନିର୍ବାଚନରେ ବୁଆଁଳ ପଂଚାୟତର ସମିତି ସଭ୍ୟପାଇଁ ପ୍ରତିଦ୍ୱନ୍ଦିତା କରି ୫ଶହରୁ ଅଧିକଭୋଟରେ ତାଙ୍କୁ ହାରିବାକୁ ପଡ଼ିଥିଲା । ପରେସାଧାରଣ ନିର୍ବାଚନରେ ବି ଅନୁରୂପ ସ୍ଥିତିଦେଖିବାକୁ ମିଳିଥଲା । ଶ୍ରୀ ପଣ୍ଡା ସମର୍ଥନକରୁଥିବା ବିଜେଡି ପ୍ରାର୍ଥୀଙ୍କୁ ନଈ ଆରପାରିରପଞ୍ଚାୟତବାସୀମାନେ ନିରାଶ କରିଥିଲେ ।ସଦର ବ୍ଲକର ଜେଇଙ୍କ ସମେତ ସରକାରୀକର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜକରିବା ଓ ମାଡ଼ ମାରିବା, ବ୍ଲକ ପରିସରରେମହିଳା ସରପଞ୍ଚଙ୍କୁ ମାଡ଼ ମାରିବା ଭଳି କାଣ୍ଡକରି ଶ୍ରୀ ପଣ୍ଡା ବହୁବାର ପୁଲିସଠାରୁ ନିଜକୁଲୁଚାଇ ରଖିବାରେ ସକ୍ଷମ ହୋଇଛନ୍ତି । ତାଙ୍କନାମରେ ୫୦ରୁ ଊଦ୍ଧ୍ୱର୍ ଏଫଆଇ ଆରହୋଇଥିଲେ ବି ରାଜନୈତିକ ଚାପ ଯୋଗୁଁସବୁ ମାମଲା ରଫାଦଫା ହୋଇଛି ସତ, ମାତ୍ରଏହା ଶ୍ରୀ ପଣ୍ଡାଙ୍କ ବିରୋଧରେ ଜନଅସନ୍ତୋଷ ବୃଦ୍ଧି କରିଛି । ଗୋଳିଆ ପାଣିରୁମାଛ ଧରିବା ଭଳି ବିଜେପି ଏହାର ଫାଇଦାନେଇ ଚାଲିଛିି । ସେହିିଭଳି ଗତ ୩ ତାରିଖରାତିରେ ପାରିକୁଳ ଗ୍ରାମର ଦୁଇଜଣଯୁବକଙ୍କୁ ଆକ୍ରମଣ କରିବା ଫଳରେଜଣକର ମୃତୁ୍ୟ ହୋଇଥିବା ବେଳେଅନ୍ୟଜଣେ ଏବେ ଜିଲ୍ଲା ପୁଖ୍ୟଚିକିସôାଳୟରେ ଚିକିସôିତ ହେଉଛନ୍ତି ।ଏନେଇ ସଦର ଥାନାରେ ହୋଇଥିବାମାମଲାରେ ପୁଲିସ ଏବେ ଅଭିଯୁକ୍ତ ଶ୍ରୀ ପଣ୍ଡାଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାକୁତନାଘନା ଜାରି ରଖିଛି । ମାତ୍ର ସେ ଫେରାରହୋଇ ଜିଲ୍ଲା ବାହାରକୁ ଚାଲି ଯାଇଥିବା ସ୍ଥାନୀୟଲୋକେ ପୁଲିସକୁ ସୂଚନା ଦେଇଛନ୍ତି ।ତେବେ ସମ୍ପ୍ରତି ସଦର ବ୍ଲକ ବିଜେଡିରସଭାପତି ଥାଇ ଯାବତୀୟ ଅପରାଧିକକାର୍ଯ୍ୟକଳାପ କରି ଚାଲିଥିବା ଶ୍ରୀ ପଣ୍ଡା ଆସନ୍ତାଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁଘାତକ ହୋଇପାରେ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି । ଏମିତିକିବିଜେଡି ପ୍ରାର୍ଥୀଙ୍କୁ ପୁଣି ଥରେ ପରାଜୟରସାମ୍ନା କରିବାକୁ ପଡ଼ିପାରେ ବୋଲି ଏବେବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି

- Advertisement -ମୁଣ୍ଡ ଉପରେ ସଦର ବିଧାନସଭା ଆସନ ଉପ-ନିର୍ବାଚନ

More articles

LEAVE A REPLY

Please enter your comment!
Please enter your name here

- Advertisement -ମୁଣ୍ଡ ଉପରେ ସଦର ବିଧାନସଭା ଆସନ ଉପ-ନିର୍ବାଚନ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...