18 C
Bhubaneswar
Wednesday, November 25, 2020

ମୃତୁ୍ୟ ଗ୍ରାଫ୍ ଉପରମୁହାଁ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୧୦ା୮(ନି.ପ୍ର.): ଅ ।ଜି ରାଜ୍ୟରେ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ସୂଚନା ଦିଆଯାଇଛି । ଅ ।ଜି ଗଞ୍ଜାମରୁ ସର୍ବାଧିକ ୬,ଖୋର୍ଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ରାୟଗଡ଼ା ଓସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେମୃତ୍ୟୁ ଘଟିଛି ।ଗଞ୍ଜାମର ୫ ଜଣ ମୃତକ ପୁରୁଷଙ୍କ ମଧ୍ୟରେ ଦୁଇଜଣଙ୍କବୟସ ୫୦ ବର୍ଷ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ୮୫, ୬୫ ଓ ୫୫ ବର୍ଷୟ ଗଞ୍ଜାମର ଯେଉଁ ମହିଳା ପ୍ରାଣହରାଇଛନ୍ତି , ତାଙ୍କର ବୟସ ହେଲା ୭୦ ବର୍ଷୟ ନୟାଗଡ଼ରେ୭୮, ୩୪ ଓ ୩୦ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି ।ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଜଣେ ୮୪ ବର୍ଷ ବୟସ୍କାମହିଳା ଥିବା ବେଳେ ଦୁଇ ଜଣ ପୁରୁଷ ଅଛନ୍ତି ଯେଉଁମାନଙ୍କବୟସ ଯଥାକ୍ରମେ ୮୨ ଓ ୬୯ ବର୍ଷ । ସୁନ୍ଦରଗଡ଼ରେ ଜଣେପୁରୁଷଙ୍କ ମୃତ୍ୟୁ ହୋଇଛି । ଉକ୍ତ ପୁରୁଷଙ୍କ ବୟସ ୭୨ ବର୍ଷବୋଲି ଜଣାଯାଇଛି । ଅପରପକ୍ଷରେ ରାୟଗଡ଼ାରେ ଜଣେ ୪୬ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧକେନ୍ଦ୍ରରୁ ୯୪୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୦ଜଣ ଅ ।କ୍ରାନ୍ତଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ଚିହ୍ନଟହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗପକ୍ଷରୁ ସୂଚନା ଦିଅ ।ଯାଇଛି । ରାଜ୍ୟରେ କରୋନା ଅ ।କ୍ରାନ୍ତଙ୍କସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି । ଅ ।ଜି ଗଞ୍ଜାମ ଜିଲ୍ଲାରୁସର୍ବାଧିକ ୨୩୩ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୨୧୮, ସ ମ୍ବଲପୁରରୁ ୧୬୮,ସୁନ୍ଦରଗଡ଼ରୁ ୧୨୬, ଢେଙ୍କାନାଳରୁ ୧୦୭, କଟକରୁ୭୨, ଭଦ୍ରକରୁ ୭୦, କୋରାପୁଟରୁ ୬୭, ବଲାଙ୍ଗୀରରୁ୫୯, ବାଲେଶ୍ୱରରୁ ୪୩, ମାଲକାନଗିରିରୁ ୩୮, ଯାଜପୁରରୁ୩୩, ନୟାଗଡ଼ରୁ ୩୨, ଗଜପତି ଓ କଳାହାଣ୍ଡିରୁ ୩୧ ଜଣଲେଖାଏଁ, ରାୟଗଡ଼ାରୁ ୨୭, ପୁରୀରୁ ୨୬, ନବରଙ୍ଗପୁରରୁ୨୩ , ଜଗତସିଂହପୁର ଓ ମୟୂରଭଞ୍ଜରୁ ୨୨ ଜଣଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଜଣ ଲେଖାଏଁ,ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୯, ଅନୁଗୁଳ ଜିଲ୍ଲାରୁ୮ଜଣ, ବୌଦ୍ଧରୁ ୭, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ୫ଜଣ ଲେଖାଏଁ ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଅ । ସଂକ୍ରମିତଙ୍କସଂଖ୍ୟାରେ ଅ ।ଜି ପୁଣି ଥରେ ଖୋର୍ଦ୍ଧାକୁ ପଛରେ ପକାଇଛିପୁଣି ଗଞ୍ଜାମ ଜିଲ୍ଲା । ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକଅ ।କ୍ରାନ୍ତ ଚିହ୍ନଟ ହୋଇଥିଲେ ।ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୦୮୮ଥିବା ବେଳେ ଖୋର୍ଦ୍ଧାରେ ୬୬୬୩, କଟକରେ ୩୨୦୨,ଗଜପତିରେ ୨୦୨୦, ଯାଜପୁରରେ ୧,୬୩୪,ବାଲେଶ୍ୱରରେ ୧,୪୩୪, ଜଗତସିଂହପୁର ଜିଲ୍ଲାରେ୮୯୨, ପୁରୀରେ ୧୨୯୯, କେନ୍ଦ୍ରାପଡ଼ାରେ ୬୬୮,ଭଦ୍ରକ ଜିଲ୍ଲାରେ ୯୮୪, ସୁନ୍ଦରଗଡ଼ରେ ୨୩୬୨,ବଲାଙ୍ଗୀରରେ ୬୯୬, କନ୍ଧମାଳରେ ୯୧୬,ମୟୂରଭଞ୍ଜରେ ୯୧୮, କୋରାପୁଟରେ ୧,୨୭୧,ନୟାଗଡ଼ରେ ୧୦୪୧, କେନ୍ଦୁଝରରେ ୧୦୪୩,ନୂଅ ।ପଡ଼ାରେ ୧୮୭, ଝାରସୁଗୁଡ଼ାରେ ୪୦୦,ଢେଙ୍କାନାଳରେ ୬୬୭, କଳାହାଣ୍ଡିରେ ୫୧୮, ବରଗଡ଼ଜିଲ୍ଲାରେ ୬୪୪, ଅନୁଗୁଳରେ ୪୩୯, ମାଲକାନଗିରିରେ୯୨୬, ସ ମ୍ବଲପୁରରେ ୧୧୬୯, ରାୟଗଡ଼ାରେ ୧,୫୦୬,ବୌଦ୍ଧରେ ୨୧୦, ସୋନପୁର ଜିଲ୍ଲାରେ ୧୭୪, ଦେବଗଡ଼ଜିଲ୍ଲାରେ୧୦୧ ଓ ନବରଙ୍ଗପୁର ଜିଲ୍ଲାରେ ୩୮୩ରେ ପହଂଚଛି ।

- Advertisement -ମୃତୁ୍ୟ ଗ୍ରାଫ୍ ଉପରମୁହାଁ

More articles

LEAVE A REPLY

Please enter your comment!
Please enter your name here

- Advertisement -ମୃତୁ୍ୟ ଗ୍ରାଫ୍ ଉପରମୁହାଁ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...