23.1 C
Bhubaneswar
Thursday, October 29, 2020

ଏସ୍ବିଆଇ ଦ୍ୱାରା ୟୋନୋ ବ୍ରାଞ୍ଚର ଶୁଭାରମ୍ଭ

Must read

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...

ମୁମ୍ବାଇ,୧ା୭ : ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କର ୬୫ତମ ସ୍ଥାପନା ଦିବସର ପୂର୍ବ ସନ୍ଧ୍ୟାରେ ଅତ୍ୟାଧୁନିକ ୟୋନୋ ବ୍ରାଞ୍ଚର ଶୁଭାରମ୍ଭ କରାଯାଇଛି । ଏସ୍ବିଆଇର ଇଣ୍ଟିଗ୍ରେଟେଡ ଡିଜିଟାଲ ଏବଂ ଲାଇଫ୍ ଷ୍ଟାଇଲ ପ୍ଲାଟଫର୍ମ ୟୋନୋ, ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରିରେ ଗ୍ରାହକମାନଙ୍କୁ ମାନବ ସମ୍ବାଦ ଏବଂ ଡିଜିଟାଲ ଇଣ୍ଟିଗ୍ରେସନର ଅପୂର୍ବ ମିଶ୍ରଣ ସହିତ ଗ୍ରାହକମାନଙ୍କୁ ଏକ ନୂତନ ଅନୁଭବ ପ୍ରଦାନ କରିବାକୁ ଯାଉଛି । ପାୟଲଟ ପ୍ରୋଜେକ୍ଟରେ ଏହି ୟୋନୋ ବ୍ରାଞ୍ଚ ତିନୋଟି ସହର ନବୀ ମୁମ୍ବାଇ, ଇନେ୍ଦାର ଏବଂ ଗୁରୁଗ୍ରାମରେ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଗ୍ରାହକମାନଙ୍କର ଅନୁଭବକୁ ଉନ୍ନତ କରାଯିବ । ୟୋନୋ ବ୍ରାଞ୍ଚଗୁଡିକ ଗ୍ରାହକମାନଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବା ଉପରେ ଫୋକସ କରିବ । ଏସ୍ବିଆଇ ନିଜର ପର ମ୍ପ ରାଗତ ବ୍ରାଞ୍ଚ ଡିଜାଇନ୍କୁ ବଦଳାଇ ଡିଜିଟାଲ ଫାଷ୍ଟ ଅପରେଟିଙ୍ଗ ମଡେଲ ଉପରେ କାମ କରିବାକୁ ନିଷ୍ପତ୍ତି ନେଇଛି । ଏହାର ସେଲ୍ପ ସର୍ଭିସ୍ ଜୋନରେ ଗ୍ରାହକ ନିଜର ଚେକ୍ ସ୍ମାର୍ଟ ଚେକ୍ ଡିପୋଜିଟ କିୟୋସ୍କରେ ଜମା କରିପାରିବେ, ୟୋନୋ କ୍ୟାଶ୍ ମାଧ୍ୟମରେ ଟଙ୍କା ଉଠାଇ ପାରିବେ । ସପ୍ତାହର ସାତ ଦିନ ଯେ କୌଣସି ସମୟରେ କ୍ୟାଶ୍ ଜମା କରିପାରିବେ ଏବଂ ପାସ୍ବୁକ୍ ପ୍ରିଣ୍ଟକରିପାରିବେ । ଏହି ସବୁପାଇଁ ସେମାନଙ୍କୁ ବ୍ରାଞ୍ଚର କର୍ମଚାରୀମାନଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏସ୍ବିଆଇ ଆଗାମୀ ୫ବର୍ଷ ମଧ୍ୟରେ ସ ମ୍ପ ୂର୍ଣ୍ଣ ଦେଶରେ ୟୋନୋ ବ୍ରାଞ୍ଚ ଖୋଲିବାର ଯୋଜନା ରଖିଛି । ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଲେ, ଆମେ ଖୁସି ଯେ ୟୋନୋ ଏସ୍ବିଆଇ ଏବେ ଅଧିକ ମଜବୁତ ଏବଂ ଦୃଢ଼ ମଡେଲ ରୂପରେ ସାମ୍ନାକୁ ଆସିଛି । ବ୍ୟାଙ୍କ ସ୍ଥାପନ ଦିବସ ଅବସରରେ ଏହାରଶୁଭାରମ୍ଭ ହୋଇଥିବାରୁ ଆମେ ବହୁତ ଖୁସି । ଆମେ ଆଶା କରୁଛୁ ଯେ ୟୋନୋ ବ୍ରାଞ୍ଚରୁ ଗ୍ରାହକ ଡିଜିଟାଲ ବ୍ୟାଙ୍କିଙ୍ଗକୁ ଆପଣାଇବାକୁ ସକ୍ଷମ ହେବେ ତଥା ସମସ୍ତ ବ୍ୟାଙ୍କିଙ୍ଗ ସେବା ସୁବିଧାରେ ପ୍ରାପ୍ତ କରିପାରିବେ । ବିଶେଷ ଭାବେ ଡିଜାଇନ୍ କରାଯାଇଥିବା ୟୋନୋ ବ୍ରାଞ୍ଚରେ ଅନେକ ପ୍ରକାର ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ରହିବ ଏବଂ ଆମର ବିଶ୍ୱାସ ଯେ ଗ୍ରାହକ ଏଠାରୁ ଏକ ଅଦ୍ୱିତୀୟ ଏବଂ ସ୍ମରଣୀୟ ବ୍ୟାଙ୍କିଙ୍ଗ ଅନୁଭବ ପ୍ରାପ୍ତ କରିବେ । ଏସ୍ବିଆଇରେ ଆମେ ସର୍ବଦା ଗ୍ରାହକମାନଙ୍କୁ ନିଜର ଉତ୍ପାଦ ଏବଂ ସେବାରେ ନୂତନତା ଦେଇ ଆସିଛୁ । ଏହା ମାଧ୍ୟମରେ ସମସ୍ତ ବର୍ଗର ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରାଯାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...

ଫ୍ରାନ୍ସ ଛୁରୀ ଆକ୍ରମଣ : ମହିଳାଙ୍କ ମୁଣ୍ଡ କାଟି, 3 ହତ୍ୟା; ଗିରଫ

ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ନୋଟର-ଡେମ ବେସିଲିକାରେ ବାର୍ବରିକ ଆକ୍ରମଣ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଚିନ୍ତାଧାରା ପୀଡିତ ଏବଂ ସେମାନଙ୍କ...