28 C
Bhubaneswar
Wednesday, August 5, 2020

ସୈନ୍ୟ ଠୁଳ କରୁଛି ଚୀନ

Must read

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ନୂଆଦିଲ୍ଲୀ,୨ା୭: ଲଦାଖ ସୀମାରେ ଚୀନ ପୁଣି ବିଶ୍ୱ୍ାସ ଭାଙ୍ଗିବା ପରି କାମ କରିଛି । ଗୋଟିଏ ପଟେ ଡ୍ରାଗନ୍ ଭାରତ ସହ କଥାବାର୍ତ୍ତା କରୁଥିବା ବେଳେ ଏବେ ଏଲଏସି ନିକଟରେ ୨୦ ହଜାର ଯବାନଙ୍କୁ ମୁତୟନ କରିଛି । କେବଳ ଏତିକି ନୁହେଁ ସିନଜିୟାଙ୍ଗରେ ଅତିରିକ୍ତ ୧୦ରୁ ୧୨ ହଜାର ଯବାନଙ୍କୁ କ୍ୟା ମ୍ପ ୍ କରି ରଖିଛି । ସେମାନେ ଅତିଶୀଘ୍ର ସୀମାରେ ପହଁଚିବେ ବୋଲି କୁହାଯାଉଛି । ଏହାପୂର୍ବରୁ ପାକିସ୍ତାନ ମଧ୍ୟ ଗିଲଗିଟ୍-ବାଲଟିସ୍ଥାନ ସୀମାରେ ୨୦ ହଜାର ସୈନ୍ୟଙ୍କୁ ମୁତୟନ କରିଥିଲା ।
ସରକାରୀ ସୂତ୍ରାନୁସାରେ, ଚୀନ ନିଜ ସୈନ୍ୟର ୨ ଡିଭିଜନକୁ ଏଲଏସି ଇଷର୍ଣ୍ଣ ଲଦାଖ ଲେକ୍ଟରରେ ମୁତୟନ କରିଛି । ଆଉ ଏକ ଡିଭିଜିନ ସିନଜିୟାଙ୍ଗରେ ରହିଛନ୍ତି । ଏହା ଏଲଏସିଠାରୁ ୧ ହଜାର କିମି ଦୂର ହେଲେ ମଧ୍ୟ ୪୮ ଘଣ୍ଟାରେ ସୀମାରେ ପହଁଚିପାରିବେ । ଭାରତ ଏହା ଉପରେ କଡା ନଜର ରଖିଛି । ଚୀନ ସାଧାରଣ ଭାବେ ତିବ୍ୱତ ଅଞ୍ଚଳରେ ପୂର୍ବରୁ ଦୁଇଟି ଡିଭିଜନ୍ ମୁତୟନ କରିଥିବା ବେଳେ ଅ ।ଉ ୨ ଡିଭିଜିନ ମୁତୟନ କରିଛି । ଗଲୱାନରେ ପେଟ୍ରୋଲ ପଏଣ୍ଟ ୧୪ ବ୍ୟତୀତ ପାଙ୍ଗଙ୍ଗ ହ୍ରଦ, ସିଙ୍ଗର୍ ଏରିଆରେ ମଧ୍ୟ ଚୀନ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଛି ଫିଙ୍ଗର ୮ରେ ସେ ନିଜର ପ୍ରଶାସନିକ ବେସ୍ କ୍ୟା ମ୍ପ ୍ ପ୍ରସ୍ତୁତ କରିଛି । ଏହାସହ ଫିଙ୍ଗର ୪ ଯାଏଁ ଭାରତର ମୁକାବିଲା କରିବା ପାଇଁ ଚୀନ ରଣନୀତି ପ୍ରସ୍ତୁତ କରିଛି । ପୂର୍ବରୁ ମେ ୧୮ ଓ ୧୯ରେ ଏହି ଫିଙ୍ଗର୍ ଏରିଅ ।ରେ ଚୀନ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଥିଲା । ଏଠାରେ ପ୍ରାୟ ୨୫୦୦ ଚୀନା ସୈନିକ ପହଁଚିଥିଲେ ।ଭାରତର ୨୦୦ ଯବାନ ସେଠାରେ ଉପସ୍ଥିତ ଥିଲେ । ଏଠାରେ ଭାରତୀୟ ଯବାନଙ୍କୁ ପେଟ୍ରୋଲିଂ କରୁଥିବା ବେଳେ ଚୀନ ସୈନ୍ୟ ରୋକିବାକୁ ଚେଷ୍ଟା କରୁଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...