25 C
Bhubaneswar
Thursday, April 15, 2021

ଦଳୀୟ ନେତାଙ୍କୁ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Must read

ଭୁବନେଶ୍ୱର,୨ା୭: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ଆଜି ଦଳୀୟ ବିଧାୟକମାନଙ୍କୁ କରୋନା ମୁକାବିଲା ପାଇଁ ଟିପ୍ସ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସ ମ୍ପ ର୍କରେ ଅବଗତ କରାଇଛନ୍ତି । ଦଳୀୟ ବିଧାୟକମାନଙ୍କୁ ଗହଳିକୁ ନଯିବା ଓ ଗହଳି ନକରିବାକୁ ନବୀନ ପରାମର୍ଶ ଦେବା ସହ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ ହେବାକୁ କହିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳୀୟ ବିଧାୟକମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ଶ୍ରୀ ପ…ନାୟକ କରୋନା ଯୁଦ୍ଧରେ ବିଧାୟକମାନଙ୍କୁ ସଂଯମତା ଆଚରଣ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ଯୁଦ୍ଧରେ ବିଧାୟକମାନଙ୍କ ଭୂମିକା ବଡ଼ ରହିଛି ଓ ବିଧାୟକମାନଙ୍କ ନେତୃତ୍ୱ ଉପରେ ଲୋକଙ୍କ ଭରସା ଓ ବିଶ୍ୱ୍ାସ ରହିଛି । ତେଣୁ ବିଧାୟକମାନଙ୍କ ପ୍ରତ୍ୟେକ କାର୍ଯ୍ୟ, ଗତିବିଧି ଓ ପଦକ୍ଷେପରେ କୋଭିଡ୍ ଗାଇଡଲାଇନକୁ ପାଳନ କରି ଦଳୀୟ କର୍ମୀମାନେ ଏହି ସଙ୍କଟ ସମୟରେ ଯେପରି ନିଜ ତଥା ନିଜ ପରିବାରର ଉପଯୁକ୍ତ ଯତ୍ନ ନଇପାରିବେଫ ସେଥିପାଇଁ ପ୍ରେରଣା ଦେବାକୁ ଶ୍ରୀ ପ…ନାୟକ ପରାମର୍ଶ ଦେଇଛନ୍ତି ।ଏହାସହିତ କରୋନା ମୁକାବିଲା ଓ ସଙ୍କଟର ପରି•ଳନା ପାଇଁ ୮ଟି ଦିଗ ସ ମ୍ପ ର୍କରେ ବିଧାୟକମାନଙ୍କୁ ଶ୍ରୀ ପ…ନାୟକ ସୂଚିତ କରିଛନ୍ତି । ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଶ୍ରୀ ପ…ନାୟକ କହିଛନ୍ତି ଯେ ବିଧାୟକ ଭାବେ ଅନେକ ବିକାଶ କାମ କରିଥାଇପାରନ୍ତି । କିନ୍ତୁ ଏହି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନରେ ଏବେ ସବୁଠାରୁ ବଡ଼ÿ ଆହ୍ାନ ଭାବେ ଦେଖାଦେଇଛି । ଲୋକଙ୍କ ଜୀବନ ଓ ମୃତୁ୍ୟ ସହ ଏହି ଆହ୍ୱାନ ରହିଛି । ଏହି ମହାମାରୀରେ ଲୋକଙ୍କ ସେବା କରିବା ପାଇଁ ତଥା ସେମାନଙ୍କ ଜୀବନକୁ ନିରାପଦ କରିବା ନିମନ୍ତେ ପୂର୍ବ ତୁଳନାରେ ଅନେକ ସୁଯୋଗ ସୃଷ୍ଟି କରିଛି । ଲକଡାଉନ୍ ପରେ ପ୍ରାୟ ୭ଲକ୍ଷ ଓଡ଼ିଆ ଫେରିଛନ୍ତି । ନୂଅ । ଚିନ୍ତାଧାରା କରୋନା ଯୁଦ୍ଧରେ ବହୁତ ସାହାଯ୍ୟ କରିଛି ଓ ପରିସ୍ଥିତିକୁ ମଧ୍ୟ ଓଡ଼ିÿିଶା ଠିକ୍ ଭାବେ ମୁକାବିଲା କରିପାରିଛି । ଓ ଡ଼ିÿିଶା ଫେରିଥିବା ପ୍ରବାସୀଙ୍କ ଟ୍ରେନଭଡ଼ÿା ଓ କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଏହାସହିତ ୧୪ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମାଗଣାରେ ଯୋଗାଇ ଦିଅ ।ଯାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article