25 C
Bhubaneswar
Monday, November 30, 2020

ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଧାମରା,୨୪ା୬ : ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକମାନଙ୍କ ବିହନ ବୁଣିବା ପୂର୍ବରୁ ଖରିଫ୍ ଧାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲା କୃଷି ବିଭାଗ ସହେଯାଗିତାରେ ଦୋସିଙ୍ଗା ଗ୍ରାମପଞ୍ଚାୟତର ରବୀନ୍ଦ୍ର ନଗର ଗ୍ରାମରେ ଏହି ତାଲିମ ଶିବିର ଆୟୋଜିତ ହୋଇଥିଲା । କୋଭିଡ୍-୧୯ ଗାଇଡଲାଇନ ପାଳନ କରି କୃଷି କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ୪୧ଜଣ କୃଷକଙ୍କୁ ଏଥିରେ ତାଲିମ ପ୍ରଦାନ କରାଯାଇଛି । ଗ୍ରାମ୍ୟ କୃଷି କର୍ମୀ ରତିକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ଦାସିଙ୍ଗା ଗ୍ରାମ ପଞ୍ଚାୟତ ପିଆରଆଇ ସଦସ୍ୟ ଆଲୋକ ଜାନା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ରାଜ୍ୟ କୃଷି ବିଭାଗ ଓ ଏଏଫ୍ ସମର୍ଥିତ ଧାନର ଧାଡି ପ୍ରତିରୋପଣ ଓ ସମନ୍ୱିତ ଫସଲ ପରିଚାଳନା କ୍ଷେତ୍ର ପ୍ରଦର୍ଶନୀର କାର୍ଯ୍ୟକାରିତା ପାଇଁ ଏହି ପ୍ରଶିକ୍ଷଣ ଶିବିରରେବିହନର ପ୍ରକାର, ଚାଷଯୋଗ୍ୟ ଭୂମି ଆଧାରରେ ଧାନ କିସମ, ବିହନଚୟନ ଓ ଅଙ୍କୁର ପରୀକ୍ଷା ପ୍ରଣାଳୀ, ଜୈ÷ବିକ ପଦ୍ଧତିରେ ବିହନ ଉପଚାର, ଉନ୍ନତ କିସମର ଧାନ ତଳି ପ୍ରସ୍ତୁତି ଓ ପ୍ରକ୍ରିୟା, ଜମି ପ୍ରସ୍ତୁତି, ସାରର ସନ୍ତୁଳିତ ପ୍ରୟୋଗ ଉପରେ କୃଷକଙ୍କୁ ତାଲିମ ଦିଆଯାଇଥିଲା । କୋଭିଡ୍-୧୯ ଯୋଗୁ ଚଳିତ ଖରିଫ୍ ୠତୁରେ କୃଷକମାନଙ୍କ ମଧ୍ୟରେ ଉପଲବ୍ଧ ବିହନ ବ୍ୟବହୃତ ହୋଇଯାଇଥିଲା । ଏହି ପରିସ୍ଥିତିକୁ ଦେଖି ଆଦାନୀ ଫାଉଣ୍ଡେସନ ପକ୍ଷରୁ ସାନସର ଆଗ୍ରୋପୋଲ ପ୍ରାଇଭେଟ୍ ଲିମିଟେଡ୍ ଓ ଦୋସିଙ୍ଗା ୟୁଥ୍ ଷ୍ଟାର କ୍ଲବ ସହେଯାଗରେ ସ୍ଥାନୀୟ ପ୍ରଗତିଶୀଳ କୃଷକମାନଙ୍କ ପାଇଁ ୫ ମେଟ୍ରିକ ଟନ୍ ବିହନର ବ୍ୟବସ୍ଥା କରିଛି । ଏହି ପଦକ୍ଷେପ ଦ୍ୱାରା ବନ୍ଦର ଆଖପାଖର ୨୦୦ରୁ ଅଧିକ କୃଷକ ଉପକୃତ ହେବେ । ଘର ପଛପାଖରେ କିଚେନ ଗାର୍ଡେନକୁ ପ୍ରୋତ୍ସାହିତ କରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ମଧ୍ୟ ବିହନ ଉପଲବ୍ଧ କରାଯାଉଛି, ଯାହାଦ୍ୱାରା ପୃଷ୍ଟିକର ଆବଶ୍ୟକତା ପୂରଣ ପାଇଁ ପନିପରିବା ଉତ୍ପନ୍ନ କରାଯାଇପାରିବ ।

- Advertisement -ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ଖରିଫ୍ ଧାନ ସମ୍ପର୍କିତ ପ୍ରଶିକ୍ଷଣ

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...