ଭୁବନେଶ୍ୱର,୨୪ା୬ : ଅ ।ଜି ଅପରାହ୍ଣ ୧.୩୦ ଘଟିକା ସମୟରେ ମାନ୍ୟବର ଲୋକାୟୁକ୍ତ, ଓଡ଼ିଶାଙ୍କ କାଯର୍ୟାଳୟ ପ୍ରାଙ୍ଗଣରେ ଲୋକାୟୁକ୍ତ, ଓଡ଼ିଶାଙ୍କ ସରକାରୀ ୱେବ୍ସାଇଟ୍ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅଜିତ ସିଂହଙ୍କ ଦ୍ୱାରା ଏହି ୱେବ୍ସାଇଟ୍ ଲୋକାର୍ପିତ କରାଯାଇଥିଲା । ଉତ୍ସବରେ ଲୋକାୟୁକ୍ତ, ଓଡ଼ିଶା ମାନ୍ୟବର ସ’ସ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ବିଜୟ କୁମାର ନାୟକ, ଡା. ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ ପ୍ରସାଦ ଶର୍ମା, ଲୋକାୟୁକ୍ତ ସଚିବ ମାନସ କୁମାର ତ୍ରିପାଠୀ, ଏନ୍ଅ ।ଇସି, ଭୁବନେଶ୍ୱରର ବୈଷୟିକ ନିଦେ୍ର୍ଦଶକ ହରପ୍ରସାଦ ଦାସ, ଏନ୍ଅ ।ଇସି, ଭୁବନେଶ୍ୱରର ଜେନେରାଲ୍ ମ୍ୟାନେଜ ସମ୍ବିତ କୁମାର ପାତ୍ର, ନିଦେ୍ର୍ଦଶକ, ତଦନ୍ତ ତ୍ରିଲୋଚନ ପ୍ରଧାନ, ନିଦେ୍ର୍ଦଶକ, ଅଭିଯୋଜନ ଦେବୀଦତ୍ତ ଦାସ ମହାପାତ୍ର, ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀ, ବିତ୍ତ ଅଧିକାରୀ ଶିଖା ବିଶ୍ୱାଳ, ଉପସଚିବ ବିଜୟଲକ୍ଷ୍ମୀ ଜେନା ଏବଂ କାଯର୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମ•ରୀ ଉପସ୍ଥିତ ଥିଲେ ।