26 C
Bhubaneswar
Thursday, July 9, 2020

ଭାରତ-ଚୀନ୍ ସୀମାରେ ଆଇଏସ୍ ଅଧିକାରୀ ନିଖୋଜ

Must read

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ନୂଆଦିଲ୍ଲୀ, ୨୪/୬ : ଭାରତ-ଚୀନ୍ ସୀମାରେ ର୍ନିମାଣ ହେଉଥିବା ରାସ୍ତାର ନିରୀକ୍ଷଣ କରିବାକୁ ଯାଇ ନିଖୋଜ । ରାସ୍ତାର ନୀରିକ୍ଷଣ କରିବାକୁ ଯାଇ ଭାରତୀୟ ଇଞ୍ଜିନିୟରିଂ ସେବା (ଆଇଏସ୍) ଅଧିକାରୀ ସୁଭାନ ଅଲ୍ଲୀଙ୍କ ଜିପ୍ ଭାରସାମ୍ୟ ହରାଇ ପାଞ୍ଚହଜାର ଫୁଟ ତଳକୁ ଖସିପଡିଥିଲା । ସେନା ପକ୍ଷରୁ ସୁଭାନଙ୍କ ଅନୁସନ୍ଧାନ ଜାରି ରହିଛି । କିନ୍ତୁ ଏବେ ସୁଭାନ୍ତଙ୍କ ଜିପ୍ର ପତ୍ତା ମିଳିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍ ଖବର ନାହିଁ । ତେବେ ବର୍ତ୍ତମାନ ସୁଭାନ୍ତଙ୍କ ଅନୁସନ୍ଧାନରେ ସେନା ପକ୍ଷରୁ ହେଲିକପ୍ଟର ମୁତୟନ କରାଯାଇଛି । ଭାରତୀୟ ଇଞ୍ଜିନିୟରିଂ ସେବା (ଆଇଏସ୍) ଅଧିକାରୀ ସୁଭାନ ଅଲ୍ଲୀଙ୍କ ଘର ବଳରାମପୁର ଜିଲ୍ଲା କୌବାପୁର ଅଞ୍ଚଳର ଜୟନଗରର ବାସୀନ୍ଦା । ସୁଭାନଙ୍କ ପ୍ରାରମ୍ଭିକ ଶିକ୍ଷା ଜିଲ୍ଲାର ଆଦର୍ଶ ବିଦ୍ୟାଳୟରେ ହୋଇଛି । ଜୟନଗରା ଗାଁର ନିବାସୀ ରମଜାନ୍ ଅଲୀଙ୍କ ୨୮ବର୍ଷୀୟ ପୁତ୍ର ସୁଭାନ୍ ଅଲ୍ଲୀ ଛଅମାସ ତଳେ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ତିନିମାସ ତଳେ ତାଙ୍କ ମୁତୟନ ପ୍ରତିରକ୍ଷା ବିଭାଗରେ ସିଭିଲ୍ ଇଞ୍ଜିନିୟର ଭାବେ ଲଦାଖରେ ନିଯୁକ୍ତିି ପାଇଥିଲେ । ସିଭିଲ୍ ଇଞ୍ଜିନିୟରିଂ ଟ୍ରେଡ୍ରେ ୨୪ନମ୍ବ ରାଙ୍କ ହାସଲ କରିଥିଲେ । ସୁଭାନ ୍ରଥମରୁ ଦିଲ୍ଲୀ ବିକାଶ ପ୍ରାଧିକରଣରେ ସିଭିଲ୍ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ । ଅପ୍ରେଲ ୨୦୨୦ରେ ତାଙ୍କ ନିଯୁକ୍ତିି ଲଦାଖରେ କରାଯାଇଥିଲା । ସୋମବାର ଦିନ ସୁଭାନ ଏହି ରାସ୍ତାର ନୀରିକ୍ଷଣ କରିବା ପାଇଁ ଯାଇଥିଲେ । ନିରୀକ୍ଷଣ କରୁଥିବା ସମୟରେ ତାଙ୍କ ଜିପ୍ ଭାରସାମ୍ୟ ହରାଇ ଖାଇକୁ ଖସିଯାଇଥିଲା । ପାଞ୍ଚ ହଜାରରୁ ଅଧିକ ଫୁଟ ତଳକୁ ଖସିପଡିଥିଲା ଜିପ୍ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜିପ୍କୁ ଉଦ୍ଧାର କରିବା ସହ ସେଥିରେ ଥିବା ଯବାନଙ୍କ ମଧ୍ୟ ଉଦ୍ଧାର କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଭାନଙ୍କ କୌଣସି ପତ୍ତା ମିଳିନାହିଁ ଯେତେବେଳେ କି ଆସନ୍ତା ଜୁଲାଇ ମାସରେ ତାଙ୍କର ବିଭାଘର ହୋଇଥାନ୍ତା । ସେପଟେ ଟଣାସମ୍ପ ର୍କରେ ଜାଣି ପରିବାର ଲୋକଙ୍କ ଅତ୍ୟନ୍ତ ଦୁଖରେ ଭାଙ୍ଗିପଡିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...