28 C
Bhubaneswar
Saturday, September 19, 2020

ଜିପ୍ପୋ ପକ୍ଷରୁ ୱିଣ୍ଡ୍ପ୍ରୁଫ୍ ଲାଇଟରର ବଜାର ପ୍ରବେଶ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର, ୨୪ା୬ : ଜିପ୍ପୋ କମ୍ପାନୀ ପକ୍ଷରୁ ଭାରତୀୟଙ୍କ ପାଇଁ ନୂତନ ରେଞ୍ଜର ୱିଣ୍ଡ୍ ପ୍ରୁଫ୍ ଲାଇଟରର ବଜାର ପ୍ରବେଶ କରାଯାଇଛି । ଏହି ଇଣ୍ଡିଆନ୍ କଲେକଶନ୍ ଭାରତୀୟଙ୍କୁୂ ବେଶ୍ ପସନ୍ଦ ଆସିବାର ଆଶା ରହିଛି । ଜିପ୍ପୋ ସବୁବେଳେ ନିଜର ବଳିଷ୍ଠ ଐତିହ୍ୟ ଏବଂ ଆଇକନିକ୍ ଉତ୍ପାଦ ପାଇଁ ବେଶ୍ ଖ୍ୟାତି ହାସଲ କରି ପାରିଛି ।ଆମେରିକାର ପ୍ରତୀକ ଭାବେ ଏହା ନିଜର କାରବାର ବିଶ୍ୱସ୍ତରରେ ଜାରି ରଖିଛି । ଏହାର ମାରର୍କି ଜିପ୍ପୋ ୱିଣ୍ଡ୍ ପ୍ରୁଫ୍ ଲାଇଟର ବିସ୍ତୁତ ବର୍ଗରେ ଭାରତୀୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ଲାଇଟର ଖୋଲିବା ସମୟରେ ଆକର୍ଷଣୀୟ କ୍ଲିକ୍ ସାଉଣ୍ଡ୍ ସୃଷ୍ଟି କରିଥାଏ । ବିଭିନ୍ନ ରେଞ୍ଜ୍ର ନୂଆ ଆକର୍ଷଣୀୟ ଜିପ୍ପୋ ଲାଇଟର୍ ଗ୍ରାହକ ଅନ୍ଲାଇନ୍ ପ୍ଲାଟଫର୍ମରୁ କ୍ରୟ କରିପାରିବେ । ଏହା ଜିପ୍ପୋ ଇଣ୍ଡିଆ ୱେବସାଇଟ୍ରେ ଉପଲବ୍ଧ ହେଉଛି । ଗତ ୮୦ ଧରି ଜିପ୍ପୋ ବ୍ରାଣ୍ଡ୍ ଏହାର କାରବାର ଜାରି ରଖିଥିବାବେଳେ ଏହାର ଉତ୍ପାଦ ଗୁଡିକୁ ବ୍ୟବହାର କରିବା ସହଜ ଜନକ । ଏହାର ଗୁଣବର୍ତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ଫଳରେ ଏହା ବିଶ୍ୱର ସାଂସ୍କୃତିକ ବ୍ରାଣ୍ଡ୍ ଭା ବରେ ନିଜର ଉପସ୍ଥିତି ସୁଦୃଢ଼ କରିପାରିଛି । ଏହା ବିଶ୍ୱର ବହୁ ଫିଲ୍ମରେ ବ୍ୟବହୃତ ହୋଇସାରିଛି ।ଏହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିପାିଛି । ସମ୍ପ୍ରତି କେବଳ ୟୁୁନାଇଟେଡ୍ ଷ୍ଟେଟସ୍ରେ ଜିପ୍ପୋ ୱିଣ୍ଡ୍ପ୍ରୁଫ୍ ଲାଇଟର ୪ନିୟୁତ ବ୍ୟବହାରକାରୀଥିବାବେଳେ ବିଶ୍ୱବ୍ୟାପି ୧୧ଟି ଅଫିସର କ୍ଲବ୍ରେ ଏହାକୁ ବ୍ୟବହାର କରାଯାଉଛି । ସୂଚନାଯୋଗ୍ୟ, ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ ଜର୍ଜ ଜି.ବାଲିସଡେଲଙ୍କ ଦ୍ୱାରା ପେନସିଲ୍ଭାନିଆର ବ୍ରାଡ୍ଫୋର୍ଡ ଠାରେ ସ୍ଥାପିତ ହୋଇଥିଲା । କମ୍ପାନୀ ବାର୍ଷିକ ୬୦୦ ନିୟୁତରୁ ଅଧିକ ୱିଣ୍ଡ୍ ପ୍ରୁପ୍ ଲାଇଟର୍ନି ର୍ମିତ କରିଥାଏ । ଏହା ବୁଟେନ୍ କ୍ୟାଣ୍ଡେଲ୍ ଲାଇଟର, ଫ୍ରାଗ୍ରାନ୍ସ୍ ଲାଇଟର, ଲେଦର ସାମଗ୍ରୀ, ଆଇୱେର, ଲାଇଟର ଆସେସୋରିଜ୍ ସହିତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥାଏ । ଜିପ୍ପୋ ବିଶ୍ୱବ୍ୟାପି ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଜିପ୍ପୋ ବ୍ରାଡ୍ଫୋର୍ଡସ୍ଥିତ ଡବ୍ଲୁ୍ୟ.ଆର୍. କେସ୍ ଆଣ୍ଡ୍ ସନ୍ସ୍ କୁ୍ୟଟିଲାରୀ କମ୍ପାନୀ ସହିତ ମିଳିତ ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...