18 C
Bhubaneswar
Tuesday, November 24, 2020

ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର,୨୪ା୬ : ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା ସହିତ ଭୁବନେଶ୍ୱରର ଗଳିକନ୍ଦିରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ରାଜଧାନୀ ଅଟୋ ମହାସଂଘର ସଭାପତି ନବକିଶୋର ମହାନ୍ତି କହିଛନ୍ତି । ଆଜି ଅଶୋକନଗର ସ୍ଥିତ ମହାସଂଘ କାର୍ଯ୍ୟାଳୟ ଠାରେ ବିଶିଷ୍ଟ ଅତିଥି ମାନଙ୍କ କରକମଳରେ ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ ହୋଇଥିଲା । ଏଥିରେ ମହାସଂଘର ସଭାପତି ନବକିଶୋର ମହାନ୍ତି, ଉପଦେଷ୍ଟା ଭାବଗ୍ରାହୀ ମୁଖି, ସତ୍ୟାନନ୍ଦ ବେହେରା, ସାଧାରଣ ସଂପାଦକ ବିଜୟ କୁମାର ପ…ନାୟକ, ହରିହର ପ…ନାୟକ, ବିକାଶ କୁମାର ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଆପ୍ର ମୁଖ୍ୟ ଉଦ୍ୟେକ୍ତା ରାଜା ନାୟକ, ପ୍ରମୋଦ କୁମାର ସାହୁ, ଶିବ କୁମାର ଭଗତ, ପ୍ରଦିପ କୁମାର ସାହୁ ଓ ଓଲ୍ଡ ଷ୍ଟେସନ ବଜାର ଅଟୋ ସଂଘ ସଭାପତି ସୁରେଶ ଜେନା ପ୍ରମୁଖ ଯୋଗଦେଇ କହିଛନ୍ତି ଯେ ଆସନ୍ତା କାଲିଠାରୁ ଏହି ଆପ୍ ଜରିଆରେ ରାଜଧାନୀବାସୀ ବୁକିଂ କରିପାରିବେ । ଅନ୍ୟ ଠାରୁ ଏହା ସସ୍ତା ଓ ନିର୍ଭରଯୋଗ୍ୟ ଅଟେ ଏବଂ ରାଜଧାନୀର ପ୍ରତ୍ୟେକ ସ୍ଥାନରେ ଅଟୋ ଉପଲବ୍ଧ ହେବ । ଲୋକମାନେ ଗୁଗୁଲ୍ ପ୍ଲେଷ୍ଟୋର ଜରିଆରେ ଏହାକୁ ଡାଉନ୍ଲୋଡ୍ କରି ସୁବିଧା ସୁଯୋଗ ନେଇପାରିବେ ।

- Advertisement -ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ

More articles

LEAVE A REPLY

Please enter your comment!
Please enter your name here

- Advertisement -ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...