20.1 C
Bhubaneswar
Sunday, November 29, 2020

ଫିଲିପ୍ସ ପକ୍ଷରୁ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍ଟ୍ରାସାଉଣ୍ଡ ସିରିଜ୍

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୨୪ା୬ : ରୟାଲ୍ ଫିଲିପ୍ସ ପକ୍ଷରୁ ଏହାର ପୁନେସ୍ଥିତ ହେଲ୍ଥକେୟାର ଇନୋଭେସନ ସେଂଟର୍ (ଏଚ୍ଆଇସି)ରୁ ନିଜର ପ୍ରଥମ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍ଟ୍ରାସାଉଣ୍ଡ ମେସିନ୍ ସିରିଜ୍କୁ ଘରୋଇ ବଜାରକୁ ଛଡାଯାଇଥିବା ଘୋଷଣା କରାଯାଇଛି । ଏକ ପ୍ରିମିୟମ କ୍ୱାଲିଟି ଅଲ୍ଟ୍ରାସାଉଣ୍ଡ ସିଷ୍ଟମ ଆଫିନିଟି ସିରିଜ୍ ହେଉଛି ଦେଶବ୍ୟାପୀ ପ୍ରାୟ ୧୭୦୦ରୁ ଅଧିକ ଇନ୍ଷ୍ଟଲେସନ୍ ସହିତ ଫିଲିପ୍ସ ଅଲ୍ଟ୍ରାସାଉଣ୍ଡ ପକ୍ଷରୁ ଭାରତର ସର୍ବାଧିକ ସମ୍ମାନିତ ସିରିଜ୍ । ଅଲ୍ଟ୍ରାସାଉଣ୍ଡ ସିରିଜ୍ର ଏହି ଆଫିନିଟି
ସିରିଜ୍ ଡାକ୍ତରମାନଙ୍କୁ କମ୍ ପରିଚାଳନା ଖର୍ଚ୍ଚ ସହିତ ଶୀଘ୍ର ଓ ଦକ୍ଷ ଭାବେ ରୋଗଚିହ୍ନଟ ପାଇଁ ପ୍ରଦର୍ଶନ ଓ କାର୍ଯ୍ୟପ୍ରବାହର ଏକ ଶକ୍ତିଶାଳୀ ମିଶ୍ରଣ ଯୋଗାଇଥାଏ । ଆଫିନିଟି ସିରିଜ୍ ବିଭିନ୍ନ ଆପ୍ଲିକେସନ ଯଥା ରେଡିଓଲୋଜି, ଅବ୍ଷ୍ଟେଟ୍ରିକ୍ସ ଓ ଗାଇନିକୋଲୋଜି ସହିତ କାର୍ଡିଓଲୋଜି ଆଦିରେ ଏହାର ଉଲ୍ଲେଖନୀୟ ଇମେଜ୍ କ୍ୱାଲିଟି ପାଇଁ ଖୁବ୍ ଲୋକପ୍ରିୟ । ଏହି ନୂତନ ବ୍ୟବସ୍ଥାରେ ଶରୀର ସମ୍ବନ୍ଧିତ ବା ଆନାଟୋମିକାଲି ଇଂଟେଲିଜେଂଟ୍ ଅଲ୍ଟ୍ରାସାଉଣ୍ଡ ରହିଛି, ଯାହାକି ଉନ୍ନତ ଗୁଣମାନର ଫଟୋ ଯୋଗାଉଥିବା ଅଟୋମାଟିକ୍ ଆନାଟୋମି ରେକଗ୍ନିସନ, କ୍ୱାଂଟିଫିକେସନ ଓ ପୁ୍ୟର୍ୱେଭ୍ ଟ୍ରାନ୍ସଡୁ୍ୟସର ଟେକ୍ନୋଲୋଜି ପ୍ରଦାନ କରିଥାଏ । ସ୍ୱାସ୍ଥ୍ୟସେବା କର୍ମୀଙ୍କ ଆହ୍ୱାନଗୁଡିକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଥିବା ଏହି ଆଫିନିଟି ସିରିଜ୍ ବିସ୍ତୃତ ରେଡିଓଲୋଜି ଓ ଓବି/ଜିୱାଇଏନ୍ ପରୀକ୍ଷଣଗୁଡିକୁ ଅଧିକ ଉନ୍ନତ କରିବା ପାଇଁ ଏକ ସହଜ ଓ ଅଧିକ ଅନ୍ତର୍ନିହିତ କାର୍ଯ୍ୟପ୍ରବାହ ସୃଷ୍ଟି କରିଥାଏ । ଏ ସମ୍ପର୍କରେ ମତ ରଖି ଫିଲିପ୍ସ ଇଣ୍ଡିଆନ୍ ସବ୍କଂଟିନେଂଟ୍ର ପରିଚାଳନା ନିଦେ୍ର୍ଦଶକ ଓ ଉପାଧ୍ୟକ୍ଷ ଡାନିଏଲ ମାଜୋନ୍ କହିଛନ୍ତି ଯେ, “ଭାରତରେ ଉତ୍ପାଦନ ଉପରେ ଭାରତ ସରକାରଙ୍କ ଲକ୍ଷ୍ୟ ସହିତ ମିଳିତ ହୋଇ ଆମେ ନିଜର ପ୍ରଥମ ମେକ୍ ଇନ୍ ଇଣ୍ଡିଆ ଆଫିନିଟି ଅଲ୍ଟ୍ରାସାଉଣ୍ଡ ମେସିନ୍ର ସିପ୍ମେଂଟ୍ ଘୋଷଣା କରି ଖୁବ୍ ଗର୍ବ ଅନୁଭବ କରୁଛୁ ।” ଏହା ସ୍ପର୍କରେ ଥାନେ ଅଲ୍ଟ୍ରାସାଉଣ୍ଡ ସେଂଟର୍ର ନିଦେ୍ର୍ଦଶକ ଡଃ ନିତିନ ଚୌବାଲ (ଏମ୍ଡି, ଡିଏମ୍ଆର୍ଡି) କହିଛନ୍ତି ଯେ, “ଆମର ସମସ୍ତ ଟିମ୍ ଏହି ଉପଭୋକ୍ତା ଅନୁକୂଳ ମେସିନ୍ଗୁଡିକର କ୍ଷମତା ପ୍ରତି ଖୁବ୍ ଖୁସି ଯାହାକି ସମସ୍ତ ଆପ୍ଲିକେସନକୁ ଅନ୍ତର୍ଭୁକ୍ତ କରି ଯେକୌଣସି ପ୍ରକାରର ସ୍କାନ୍ କରିବାକୁ ସକ୍ଷମ ।”

- Advertisement -ଫିଲିପ୍ସ ପକ୍ଷରୁ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍ଟ୍ରାସାଉଣ୍ଡ ସିରିଜ୍

More articles

LEAVE A REPLY

Please enter your comment!
Please enter your name here

- Advertisement -ଫିଲିପ୍ସ ପକ୍ଷରୁ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍ଟ୍ରାସାଉଣ୍ଡ ସିରିଜ୍

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...