20.1 C
Bhubaneswar
Sunday, November 29, 2020

ହୋଣ୍ଡାର ନୂଆ ଗ୍ରାଜିଆ ୧୨୫ ବିଏସ୍-୬ ଉନ୍ମୋଚିତ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର, ୨୪ା୬: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଗ୍ରାଜିଆ ୧୨୫ ବିଏସ-୬କୁ ଉନ୍ମୋଚନ କରାଯାଇଛି । ଏଥିରେ ୧୨୫ ଏଚଇଟି ବିଏସ-୬ ପିଜିଏମ-ଏଫଆଇ ଇଂଜିନ ବ୍ୟବହାର କରାଯାଇଛି ଯେଉଁଥିରେ ଇଏସପି ସୁବିଧା ରହିଛି । ନୂଆ ଗ୍ରାଜିଆରେ ଥିବା ଏସିଜି ଷ୍ଟାର୍ଟର ମୋଟର ସବୁ ଥର ଗାଡ଼ି ଷ୍ଟାର୍ଟ କରିବା ବେଳେ ଶାନ୍ତ ଏବଂ ଝଟକାମୁକ୍ତ ଅନୁଭୂତି ପ୍ରଦାନ କରିବ । ଏହାର ଡିସପ୍ଲେ ଇନଷ୍ଟ୍ରୁମେଂଟରେ ଅନେକ ସୂଚନା ମିଳିବ । କେତେ ଦୂର ଚାଲିବା ପରେ ଗାଡ଼ିରୁ ତେଲ ଶେଷ ହେବ, ହାରାହାରି ଇନ୍ଧନ ମିତବ୍ୟୟତା, ବାସ୍ତବ ସମୟର ମାଇଲେଜ ଆଦି ସୂଚନା ଏଥିରୁ ମିଳିବ । ସାଇଡ ଷ୍ଟାଣ୍ଡ ଇଣ୍ଡିକେଟର ଓ ଆଇଡିଲ ଷ୍ଟପ ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି । ନୂଆ ଗ୍ରାଜିଆ ୧୨୫ ବିଏସ-୬ ବିଷୟରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “ଆକୃତି, ଷ୍ଟାଇଲ ଏବଂ ପ୍ରଯୁକ୍ତିରେ ଉଲ୍ଲେଖନୀୟ ପରିବର୍ତନ ସହ ଯୁବ ଚାଳକମାନଙ୍କୁ ଉଲ୍ଲସିତ କରିବା ଲାଗି ନୂଆ ଗ୍ରାଜିଆ ୧୨୫ ବିଏସ-୬ ଆସିଛି । ନୂତନ ଧାରା ସୃଷ୍ଟି କରୁଥିବା ଗ୍ରାହକଙ୍କୁ ନୂତନ ଗାଡ଼ି ଚାଳନା ଅନୁଭୂତି ଷ୍ଟାଇଲିସ ଉପାୟରେ ପ୍ରଦାନ କରିବ ନୂଆ ଗ୍ରାଜିଆ । ହୋଣ୍ଡାର ବିଶ୍ୱ ସ୍ତରରେ ଲୋକପ୍ରିୟ ଇଏସପି ପ୍ରଯୁକ୍ତି, ଅଭିନବ ବେଶିଷ୍ଟ୍ୟ ଏବଂ ଏଜି ଷ୍ଟାଇଲ ଏହାକୁ ବାସ୍ତବରେ ଆକର୍ଷଣୀୟ ଚମକ୍ରାରରେ ପରିଣତ କରିଛି ।” କଂପାନି ପକ୍ଷରୁ ଏହା ଉପରେ ୬ ବର୍ଷର ସ୍ୱତନ୍ତ୍ର ୱାରେଂଟି ପ୍ୟାକେଜ ଦିଆଯାଉଛି ଯେଉଁଥିରେ ତିନି ବର୍ଷର ସାଧାରଣ ୱାରେଂଟି ଓ ଆଉ ତିନି ବର୍ଷର ବର୍ଦ୍ଧିତ ୱାରେଂଟି ଗ୍ରହଣ କରିବାର ବିକଳ୍ପ ରହିବ । ଚଳିତ ସପ୍ତାହରୁ ଏହି ନୂଆ ଅର୍ବାନ ସ୍କୁଟର ପଠାଇବା କାର୍ଯ୍ୟ ଆରମ୍ଭ ହେବ ଷ୍ଟାଣ୍ଡାର୍ଡ ଓ ଡିଲକ୍ସ ଭଳି ଏହାର ଦୁଇଟି ଭାରିଆଂଟ ରହିବ । ଏହା ମାଟ ସାଇବର ୱେଲୋ, ପର୍ଲ ସ୍ପାର୍ଟାନ ରେଡ, ପର୍ଲ ସାଇରନ ବ୍ଲୁ ଏବଂ ମାଟ ଆକ୍ସିସ ଗ୍ରେ ଭଳି ଚାରିଟି ରଙ୍ଗରେ ଉପଲବ୍ଧ ହେବ । ଏହାର ଏକ୍ସ ସୋ’ରୁମ ଦାମ ହେଉଛି ୭୩,୩୩୬ ଟଙ୍କା ।

- Advertisement -ହୋଣ୍ଡାର ନୂଆ ଗ୍ରାଜିଆ ୧୨୫ ବିଏସ୍-୬ ଉନ୍ମୋଚିତ

More articles

LEAVE A REPLY

Please enter your comment!
Please enter your name here

- Advertisement -ହୋଣ୍ଡାର ନୂଆ ଗ୍ରାଜିଆ ୧୨୫ ବିଏସ୍-୬ ଉନ୍ମୋଚିତ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...