19 C
Bhubaneswar
Wednesday, November 25, 2020

ଦରମା, ପେନ୍ସନ ଦେବା କଷ୍ଟକର

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୨୪ ।୬ : କରୋନାର ପ୍ରତିକୂଳ ପ୍ରଭାବ ଯୋଗୁଁ ରାଜ୍ୟର ରାଜସ୍ୱ ଆୟ ଉଦ୍ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି । ଯାହା ଫଳରେ ଦରମା ଓ ପେନ୍ସନ ବାବଦୀୟ ଦେୟ ଭରଣା କରିବା କଷ୍ଟକର ହୋଇପଡିଲାଣି । ରାଜ୍ୟ ସରକାର ଦରମା ଓ ପେନ୍ସନ ବାବଦରେ ମାସିକ ପ୍ରାୟ ୩୦୦୦ କୋଟି ଟଙ୍କା ବ୍ୟୟ କରୁଥିବାବେଳେ ରାଜ୍ୟର ନିଜସ୍ୱ ଅ ।ୟ ଏହାର ୫୦ପ୍ରତିଶତ ମଧ୍ୟ ହେଉନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଉଦାହରଣ ସ୍ୱରୂପ ଏପ୍ରିଲ ମାସରେ ନିଜସ୍ୱ ରାଜସ୍ୱ ଅ ।ୟ ମାତ୍ର ୧୨୦୦ କୋଟି ଟଙ୍କା ହୋଇଥିବାବେଳେ ଦରମା ଓ ପେନ୍ସନ ବାବଦକୁ ଏହାର ଦୁଇଗୁଣରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିଥିଲା । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସର୍ବଭାରତୀୟ ସେବାର ଅଫିସରମାନଙ୍କର ଦରମା ୫୦ ପ୍ରତିଶତ କାଟ୍ କରିଥିଲେ ସୁଦ୍ଧା ଏହା ସରକାରଙ୍କ ପାଇଁ ବିଶେଷ ସହାୟକ ହୋଇପାରୁନାହିଁ । ମଇ ମାସରେ ନିଜସ୍ୱ ଆୟ ପ୍ରାୟ ୧୬୦୦ କୋଟି ଟଙ୍କା ହୋଇଥିବାବେଳେ ଚଳିତମାସ ଏହା କିଛି ଅଧିକ ହେବବୋଲି ଅ ।ଶା କରାଯାଉଛି । ତେବେ ତାହା ଯଥେଷ୍ଟ ନୁହେଁ । ଗତ ତିନିମାସ ଧରି ରାଜ୍ୟରେ ଲକ୍ଡାଉନ କାର୍ଯ୍ୟକାରୀ ହେଉଥିବା ଯୋଗୁଁ ରାଜ୍ୟର ଅ ।ୟ କମିବାରେ ଲାଗିଛି । ଲକ୍ଡାଉନ କୋହଳ କରାଯାଇଥିବା ଯୋଗୁଁ ଚଳିତମାସ କିଛି ଅଧିକ ଆୟ ହେବବୋଲି ଅ ।ଶା କରାଯାଏ । କିନ୍ତୁ କରୋନା ମାଡିବା ଭୟରେ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା କରାଯାଉଥିବା ଯୋଗୁଁ ଏହି ଅ ।ୟ ବୃଦ୍ଧି ପାଇବାରେ ଅନ୍ତରାୟ ଉପୁଜିଛି । ପ୍ରଶାସନିକ ବ୍ୟବସ୍ଥାକୁ ଚଳାଇବା ପାଇଁ କର୍ମ•ରୀମାନଙ୍କୁ ଦରମା ଦେବା ଅପରିହାର୍ଯ୍ୟ ହୋଇଥିବାବେଳେ ଏଥିରେ କାଟ୍ କରିବାପାଇଁ ସରକାର ପଦକ୍ଷେପ ନେଲେ ତାହା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଅ ।ଶଙ୍କା କରାଯାଉଛି । ତେଣୁ ଏଭଳି ସ୍ଥିତିରେ ପରିସ୍ଥିତିକୁ କିଭଳି ମୁକାବିଲା କରାଯାଇ ପାରିବ ସେଥିପାଇଁ ରଣନୀତି ପ୍ରସ୍ତୁତ •ଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ । ବିଗତ ତିନିମାସ ମଧ୍ୟରେ ସମ୍ବଳ ସଂ ଗ୍ରହ ପାଇଁ ରାଜ୍ୟ ରକାର ଅଡୁଅ ।ରେ ପଡିଥିବାବେଳେ କେନ୍ଦ୍ର ସରକାର ତାଙ୍କର ଅନୁଦାନ ରାଶି ଓ କେନ୍ଦ୍ରୀୟ ଟିକସର ଅଂଶଧନ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେଇଥିବା ଯୋଗୁଁ ପରିସ୍ଥିତି କିଛି ପରିମାଣରେ ନିୟନ୍ତ୍ରଣରେ ରହୁଛି । ଇତି ମଧ୍ୟରେ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନର ସୁପାରିଶ୍ ବାବଦୀୟ ପ୍ରଥମ କିସ୍ତି ଯୋଗାଇବା ସଂଗେ ସଂଗେ ଜିଏସ୍ଟି ବାବଦୀୟ କ୍ଷତିପୂରଣ ଅର୍ଥ ପ୍ରଦାନ କରିଛନ୍ତି । ଏହାଛଡା କେନ୍ଦ୍ର ଠାରୁ ଯେଉଁ ପ୍ରାପ୍ୟ ମିଳିବାର ଅଛି ତାହାର ତାଲିକା ପ୍ରସ୍ତୁତ କରି ରାଜ୍ୟ ସରକାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଅ ।ଗରେ ଉପସ୍ଥାପନ କରିବାପାଇଁ ସ୍ଥିର କରିଥିବା ଜଣାଯାଇଛି । ସେଥିପାଇଁ ନୂଅ ।ଦିଲ୍ଲୀ ଠାରେ ଅବସ୍ଥାପିତ ପ୍ରମୁଖ ଅ ।ବାସିକ ଅ ।ୟୁକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ସହିତ ଯୋଗସୂତ୍ର ରକ୍ଷା କରିଥିବା ଜଣାଯାଏ ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଚଢା ଦରରେ ଖୋଲା ବଜାରରୁ ଋଣ ନକରି ସ୍ୱଳ୍ପ ସୁଧ ହାରରେ ମିଳୁଥିବା ଋଣ ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

- Advertisement -ଦରମା, ପେନ୍ସନ ଦେବା କଷ୍ଟକର

More articles

LEAVE A REPLY

Please enter your comment!
Please enter your name here

- Advertisement -ଦରମା, ପେନ୍ସନ ଦେବା କଷ୍ଟକର

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...