26 C
Bhubaneswar
Thursday, July 9, 2020

ବେଧଡ଼କ ଭାବେ ଚାଲିଛି ନିଶା କାରବାର : ଟେର୍ ପାଉନି ପୋଲିସ

Must read

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ଭୁବନେଶ୍ୱର,୨୪ ।୬ : ନିଶାଦ୍ରବ୍ୟ ନଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶନାମା ଅନୁସାରେ, ରାଜ୍ୟ ସରକାର ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛନ୍ତିୟ ଓଡ଼ିଶା ପୁଲିସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ, ନୋଡାଲ୍ ଅଫିସର୍ ଭାବେ ଜଣେ ଡିଏସପି ଓ କମିସନରେଟ୍ ପୁଲିସରେ ଏସିପି ନିଯୁକ୍ତ ହେବେୟ ସମ୍ପୃକ୍ତ ଜିଲ୍ଲାର କୋର୍ଟରେ କେଉଁ ନିଶାଦ୍ରବ୍ୟ ମାମଲାର ଶୁଣାଣି •ଲିଛି, ତାହାର ଏକ ତାଲିକା ପ୍ରସ୍ତୁତ କରିବେ ନୋଡାଲ୍ ଅଫିସର୍ୟ ତାଲିକା ପ୍ରସ୍ତୁତ କରିବା ପରେ ଯେଉଁ ଥାନା ଅଧୀନରେ
ମାମଲା ରହିଥିବ, ସେହି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିବେୟ ଏହା ପରେ ସମ୍ପୃକ୍ତ ଥାନାଧିକାରୀ ଏକ ରିପୋର୍ଟ ପ୍ରସ୍ତୁତ କରି ନିଶାଦ୍ରବ୍ୟକୁ ନଷ୍ଟ କରିବା ଲାଗି ସମ୍ପୃକ୍ତ କୋର୍ଟରେ ଅ ।ବେଦନ କରିବେୟ ଅ ।ବେଦନ ମଞ୍ଜୁର ହେଲା ପରେ ଯେଉଁ କୋର୍ଟରେ ମାମଲାର ଶୁଣାଣି •ଲଥିବ, ସେହି କୋର୍ଟର ବି•ରପତିଙ୍କ ସମ୍ମୁଖରେ ଜବତ ନିଶାଦ୍ରବ୍ୟକୁ ଉପସ୍ଥାପନ କରାଯିବୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଫଟୋ ନିଅ ।ଯିବୟ ଏହି ଫଟୋ ସତ୍ୟ ବୋଲି ବି•ରପତି ତାହାକୁ ସାର୍ଟିଫା କରିବେୟ ଏହାପରେ ନିଶାଦ୍ରବ୍ୟର ନମୁନା ସଂଗ୍ରହ କରାଯିବୟ ଉଭୟ ଫଟୋ ଓ ନମୁନାକୁ କୋର୍ଟ ମାଲଖାନା, ପୁଲିସ ମାଲଖାନାକୁ ପଠାଯିବୟ ଥାନାଧିକାରୀ ସେହି ମାମଲାର ସମ୍ପୂର୍ଣ୍ଣ ବିବରଣୀ, ନମୁନା ଓ ଫଟୋକୁ ନେଇ ଡ୍ରଗ୍ ଡିସପୋଜାଲ୍ କମିଟି ନିକଟରେ ଦାଖଲ କରିବେୟ ଯଦି ଏହି ଜବତ ନିଶାଦ୍ରବ୍ୟର ଶୁଣାଣି ବେଳେ ଅ ।ଉ ଅ ।ଇନଗତ ଅ ।ବଶ୍ୟକତା ନ ଥିବା ନେଇ କୋର୍ଟ ସ୍ପଷ୍ଟ କରିବେ, ତାହାଲେ କମିଟି ପ୍ରତ୍ୟକ୍ଷ ଭାବେ ଏହାର ଓଜନ, ଜବତ ତାଲିକା, କେମିକାଲ ପରୀକ୍ଷା ରିପୋର୍ଟ ଓ ଅ ।ବଶ୍ୟକ କାଗଜପତ୍ରକୁ
କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କ ନିକଟକୁ ପଠାଇବେୟ ଏହା ପରେ ନିଶାଦ୍ରବ୍ୟ ନଷ୍ଟ କରାଯିବା ଲାଗି ଏକ ତାରିଖ ଧାର୍ଯ୍ୟ ହେବୟ କଡ଼ା ସୁରକ୍ଷା ବଳୟରେ ମାଲଖାନାରୁ ଚିହ୍ନଟ ହୋଇଥିବା ସ୍ଥାନକୁ ନିଶାଦ୍ରବ୍ୟ ନିଅ ।ଯିବୟ ଏହାସହ ମାଲଖାନାରେ ଥିବା ନମୁନାକୁ ମଧ୍ୟ ସେଠାକୁ ନିଅ ।ଯିବୟ ନିଶାଦ୍ରବ୍ୟ ସମ୍ପର୍କରେ ଜ୍ଞାନ ଥିବା ଫୋରେନସିକ୍ ଲାବରେଟୋରିର ଜଣେ ସାଇଣ୍ଟିଫିକ ଅଫିସର ଉପସ୍ଥିତ ରହି ନମୁନା ସହ ନଷ୍ଟ କରାଯିବାକୁ ଥିବା ନିଶାଦ୍ରବ୍ୟର ମେଳ କରାଇବେୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍ଲାଇନକୁ ପାଳନ କରି ଏହି ନିଶାଦ୍ରବ୍ୟକୁ ନଷ୍ଟ କରାଯିବୟ ନିଶାଦ୍ରବ୍ୟ ନଷ୍ଟ ହେଲା ପରେ ତାହାର ରିପୋର୍ଟ ପ୍ରସ୍ତୁତ କରିବେ କମିଟି ଅଧ୍ୟକ୍ଷୟ ଏହି ରିପୋର୍ଟର ୩ଟି ନକଲ ପ୍ରସ୍ତୁତ କରିବେ ଅଧ୍ୟକ୍ଷୟ ଗୋଟିଏ ରିପୋର୍ଟ ମାଲଖାନାରେ ରହିବୟ ଅ ।ଉ ଗୋଟିଏ ରିପୋର୍ଟ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିପିଙ୍କୁ ଦିଅ ।ଯିବା ସହ ତୃତୀୟଟି ଯେଉଁ ମାମଲାର ଶୁଣାଣି •ଲିଥିବ ସେହି ଫାଇଲରେ ସଂଲଗ୍ନ କରାଯିବୟ ଶୁଣାଣି ଶେଷ ହେବା ପରେ ମାଲଖାନାରେ ରଖା ଯାଇଥିବା ନମୁନାକୁ ମଧ୍ୟ ନଷ୍ଟ କରାଯିବ ବୋଲି ସରକାରଙ୍କ ଗାଇଡ୍ଲାଇନ୍ ରହିଛି । କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ, ପୁଲିସ, ଅବକାରୀ ଟିମ୍ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରୁଛନ୍ତିୟ କିନ୍ତୁ ଏହି ଜବତ ବ୍ରାଉନସୁଗାର ଯାଉଛି କୁଅ ।ଡ଼େ? ରହୁଛି କେଉଁଠି? ହେଉଛି କ’ଣ? ମାମଲା ଶେଷ ହେବା ପରେ ଏହାକୁ କ’ଣ କରାଯାଉଛି? ସାଧାରଣର ଲୋକଙ୍କ ମନରେ ଏଭଳି ଅନେକ ପ୍ରଶ୍ନୟ କେବଳ ଲୋକ ନୁହେଁ, ଅନେକ ପୁଲିସ କର୍ମ•ରୀ, ଅବକାରୀ କର୍ମ•ରୀ ମଧ୍ୟ ଏ କଥା ଜାଣନ୍ତି ନାହିଁ ଯେ ଜବତ ବ୍ରାଉନସୁଗାର କୁଅ ।ଡ଼େ ଯାଉଛିୟ ମିଳିଥିବା ସୂଚନା ଅନୁସାରେ, ଜବତ ବ୍ରାଉନସୁଗାରକୁ ନଷ୍ଟ କରିବା ପାଇଁ ସବୁ ପୁଲିସ ଜିଲ୍ଲାରେ ଏକ ଡ୍ରଗ୍ ଡିସପୋଜାଲ୍ କମିଟି ରହିଛିୟ ଏହି କମିଟିରେ ପୁଲିସ ଜିଲ୍ଲାର ଏସ୍ପି ଅଧ୍ୟକ୍ଷ ଥିବା ବେଳେ ସଦସ୍ୟ ଭାବେ ଅବକାରୀ ଅଧୀକ୍ଷକ, ଜଣେ ଗେଜେଟେଡ୍ ଅଫିସର୍, ଜଣେ ଡିଏସ୍ପିକିମ୍ବା କମିସନରେଟ ପୁଲିସରେ ଏସିପି ନୋଡାଲ୍ ଅଫିସର ଭାବେ ରହିଛନ୍ତି । ଜବତ ହୋଇଥିବା ବ୍ରାଉନସୁଗାର କିମ୍ବା ଗଞ୍ଜେଇକୁ ଦୁଇପ୍ରକାରେ ନଷ୍ଟ କରାଯିବାର ଏସ୍ଓପି ରହିଛିୟ କୋର୍ଟରେ ବି•ର ପ୍ରକ୍ରିୟା ଜାରି ରହିଥିବା ସମୟରେ ଓ ମାମଲାର ବି•ର ଶେଷ ହେବା ପରେ ନିଷିଦ୍ଧ ନିଶାକୁ ନଷ୍ଟ କରାଯାଇଥାଏୟ ବ୍ରାଉନସୁଗାର ଓ ହେରୋଇନ୍କୁ ଖୋର୍ଦ୍ଧା ଟାଙ୍ଗିଅ ।ପଡ଼ାସ୍ଥିତ ବାୟୋ ମେଡିକାଲ ବର୍ଜ୍ୟ ପରି•ଳନା ପାଇଁ ଥିବା ସାନି କ୍ଲିନ ପ୍ଲାଣ୍ଟରେ ନଷ୍ଟ କରାଯାଇ ପାରିବ ବୋଲି ପ୍ରଦୂଷଣ ବୋର୍ଡ ପକ୍ଷରୁ ସ୍ୱୀକୃତି ରହିଛିୟ ୨୦୧୨ରୁ ସ୍ୱୀକୃତି ଥିଲେ ବି ଗତ ୮ବର୍ଷ ଭିତରେ ସେହି ପ୍ଲାଣ୍ଟରେ ଥରୁଟିଏ ବି ନଷ୍ଟ କରାଯାଇ ନାହିଁୟ କେବେ, କେଉଁଠି ବ୍ରାଉନସୁଗାର ନଷ୍ଟ କରାଯାଇଛି, ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁୟ କେଉଁଠି ଦୋଷତ୍ରୁଟି ରହୁଛି, ତାକୁ ନେଇ ଉଠିଛି ପ୍ରଶ୍ନ । ବାୟୋ ମେଡିକାଲ ବର୍ଜ୍ୟବସ୍ତୁ (ପରି•ଳନା) ନିୟମ- ୧୯୯୮ ଅନୁସାରେ, ନିଶାଦ୍ରବ୍ୟକୁ ନଷ୍ଟ କରାଯାଇପାରିବ ବୋଲି ପ୍ରଦୂଷଣ ବୋର୍ଡ ଏ ନେଇ ୨୦୧୨ରେ କ୍ରାଇମବ୍ରାଞ୍ଚକୁ ଅବଗତ କରାଇଥିଲାୟ ତକ୍ରାଳୀନ କ୍ରାଇମବ୍ରାଞ୍ଚ ଅ ।ଇଜି ଯୋଗେଶ ବାହାଦୂର ଖୁରାନିଅ ।ଙ୍କୁ ଏ ନେଇ ପ୍ରଦୂଷଣ ବୋର୍ଡ ଅବଗତ କରାଇଥିଲାୟ ନିୟମ ଅନୁସାରେ ହେରୋଇନ୍ କିମ୍ବା ବ୍ରାଉନସୁଗାରକୁ କେବଳ ଖୋର୍ଦ୍ଧାରେ ନଷ୍ଟ କରାଯାଇ ପାରିବୟ ଖୋର୍ଦ୍ଧା ଟାଙ୍ଗିଅ ।ପଡ଼ାରେ ମେଡିକାଲ ବର୍ଜ୍ୟବସ୍ତୁ ନଷ୍ଟ ହେଉଥିବା ସଂସ୍ଥା ସାନିକ୍ଲିନ୍ ପ୍ରାଇଭେଟ୍ ଲିମିଟେଡ୍ରେ ଏହା ନଷ୍ଟ କରାଯିବ ବୋଲି ପ୍ରଦୂଷଣ ବୋର୍ଡର ଚିଠି ରହିଛିୟ ଗଞ୍ଜେଇ, ଅଫିମ, ଭାଙ୍ଗ ଭଳି ନିଶାଦ୍ରବ୍ୟକୁ ସମ୍ପୃକ୍ତ ଜିଲ୍ଲାରେ ଥିବା ଶିଳ୍ପ କାରଖାନାରେ ନଷ୍ଟ କରାଯାଇ ପାରିବୟ କିନ୍ତୁ ଯଦି ସମ୍ପୃକ୍ତ ଜିଲ୍ଲାରେ ଶିଳ୍ପ କାରଖାନା ନାହିଁ, ତାହାଲେ ଇଟାଭାଟିରେ ନଷ୍ଟ କରାଯିବାର ନିୟମ ରହିଛିୟ କିନ୍ତୁ ନିଶାଦ୍ରବ୍ୟର ପରିମାଣ ଇଟାଭାଟିର ମୋଟ ଜାଳେଣିର ୫ପ୍ରତିଶତ ହୋଇଥିବା ଜରୁରୀୟ କାରଣ ଇଟାଭାଟିରେ ନିଶାଦ୍ରବ୍ୟ ନଷ୍ଟ ସମୟରେ ବାହାରୁଥିବା ଧୂଅ ।ଁର ପରି•ଳନା ବ୍ୟବସ୍ଥା ନ ଥିବାରୁ ଏଭଳି ନିୟମ ରଖାଯାଇଛି । କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହେଉଥିବା ବେଳେ ଏହା ମାଲଖାନାରେଙ୍ଖପଡ଼ି ରହୁଛିୟ ଏହାକୁ ନଷ୍ଟ କରାଯିବା ପାଇଁ ଗାଇଡଲାଇନ୍ ରହିଥିଲେ ବି କେହି ଏହାକୁ ପାଳନ କରୁ ନାହାନ୍ତିୟ ନୋଡାଲ୍ଙ୍ଖଅଫିସର ମଧ୍ୟ ଠିକ୍ ଭାବେ ପରି•ଳନା କରୁନାହାନ୍ତି ବୋଲି କହିଛନ୍ତି ଅ ।ଇନଜୀବୀ ସିଦ୍ଧାର୍ଥ ଦାସୟଙ୍ଖବ୍ରାଉନସୁଗାର ନଷ୍ଟ କରା ନ ଯିବା ନେଇଙ୍ଖଅନେକ ସନେ୍ଦହ ସୃଷ୍ଟି ହୋଇଛି ବୋଲିଙ୍ଖଙ୍ଖସେ କହିଛନ୍ତିୟ ଅ ।ଇନଜୀବୀ ପ୍ରଶାନ୍ତଙ୍ଖପ…ନାୟକଙ୍କ ମତରେ ଏଭଳିଙ୍ଖନିଶାଦ୍ରବ୍ୟର କେହି ଦାବିଦାର ନ ଥିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନିଲାମ କରାଯିବାର ନ ଥିବାରୁ ଏହାକୁ ନଷ୍ଟ କରାଯିବା ଅ ।ବଶ୍ୟକତା ରହିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...