27 C
Bhubaneswar
Tuesday, September 22, 2020

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୨୪ ।୬ : ରାଜ୍ୟ ବାହାରୁ ଆସିଥିବା ଓଡ଼ିଆ କୁଶଳୀ ଶ୍ରମିକମାନଙ୍କର ଏବେ ରୋଜଗାର ଚିନ୍ତା ବିଲାଣି । । କାରଣ ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇଦେବା କାଠିକର ପାଠ ହୋଇପଡ଼ିଛି । ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କୁଶଳୀ ଶ୍ରମିକମାନେ ରାଜ୍ୟକୁ ଅ ।ସୁଥିବା ବେଳେ ସେମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ରାଜ୍ୟରେ ଅନୁରୂପ ସୁଯୋଗ ନାହିଁ । ସାଧାରଣତଃ କୁଶଳୀ ଶ୍ରମିକମାନେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ କାମ କରିବା ପାଇଁ ଅ ।ଗ୍ରହ ପ୍ରକାଶ କରୁନାହାନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିବା ପରେ ଏବେ ଅଧିକରୁ ଅଧିକ ସଂଖ୍ୟକ କୁଶଳୀ ଶ୍ରମିକ କାମଧନ୍ଦା ଖୋଜୁଛନ୍ତି । ଏମାନଙ୍କୁ ଅ ।ଖି ଅ ।ଗରେ ରଖି ରାଜ୍ୟ ସରକାର ମନରେଗାରେ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଯୋଜନା କରିଥିବା ବେଳେ ତାହା ଏମାନଙ୍କ ପାଇଁ ସହାୟକ ହେଉନାହିଁ । । ତେଣୁ କୁଶଳୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେବା ସକାଶେ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବାକୁ ଅ ।ବଶ୍ୟକ ପଡ଼ିବ ବୋଲି ଜିଲ୍ଲା ସ୍ତରରୁ ମତପ୍ରକାଶ ପାଇଲାଣି । ରାଜ୍ୟ ବାହାରୁ ଯେତେ ଶ୍ରମିକ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କୁଶଳୀ । ତେବେ ସେମାନଙ୍କର କୌଶଳ ପାରଦର୍ଶିତା ସଂକ୍ରାନ୍ତରେ ବିଧିବଦ୍ଧ ତାଲିକା ସରକାରଙ୍କ ପାଖରେ ନାହିଁ । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ମାଣ ଶିଳ୍ପ ସହିତ ଜଡ଼ିତ । ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନିର୍ମାଣ କାର୍ଯ୍ୟ ହାତକୁ ନେବା ସରକାରଙ୍କ ପକ୍ଷରେ ଅପରିହାର୍ଯ୍ୟ ହୋଇପଡ଼ିଛି । ଏଠାରେ ଉଲ୍ଲେଖଥାଉକି, ଅନ୍ୟ ରାଜ୍ୟରୁ ଅ ।ସିଥିବା କୁଶଳୀ ଶ୍ରମିକମାନଙ୍କୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରରେ ପଞ୍ଚାୟତ ଭବନ ନିର୍ମାଣ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ସମଗ୍ର ଦେଶରେ ଥିବା ୨,୬୬,୪୦୦ ପଞ୍ଚାୟତ ମଧ୍ୟରୁ ୬୦,୩୪୬ ପଞ୍ଚାୟତରେ ପଞ୍ଚାୟତ ଭବନ ନାହିଁ । ତେଣୁ ଏହି ପଞ୍ଚାୟତଗୁଡ଼ିକରେ ପଞ୍ଚାୟତ ଭବନ ନିର୍ମାଣ କରାଗଲେ ଆସୁଥିବା ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯିବା ସଙ୍ଗେ ସଙ୍ଗେ ସ୍ଥାୟୀ ଭବନ ପାଇଁ ଭିତ୍ତିଭୂମିର ପ୍ରତିଷ୍ଠା ହୋଇପାରିବ । ଏଥିପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନରୁ ବଳିପଡ଼ୁଥିବା ଅର୍ଥ ଏବଂ ପଞ୍ଚଦଶ ଅର୍ଥ କମିଶନରୁ ମିଳିବାକୁ ଥିବା ଅର୍ଥ ମିଶାଇ ଏହି ଅର୍ଥ ବିନିଯୋଗ କରାଯାଇପାରିବ । ପଞ୍ଚାୟତ ଭବନ ନିର୍ମାଣ ହେଲେ ଆଗାମୀ ଦିନରେ ଅ ।ସିବାକୁ ଥିବା ଅ ।ଉ ଏକ ଅସୁବିଧା ଦୂର କରାଯାଇପାରିବ । କାରଣ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଭବନଗୁଡ଼ିକରେ କ୍ୱାରେଣ୍ଟାଇନ ସେଣ୍ଟର •ଲୁଛି । ଏହି ଶିକ୍ଷାୟତନଗୁଡ଼ିକ ଅଗଷ୍ଟ ମାସରେ ଖୋଲିଯିବ ବୋଲି ଅ ।ଶା କରାଯାଉଛି । ସେତେବେଳକୁ ଏହି ଭବନଗୁଡ଼ିକ ନିର୍ମାଣ ହୋଇଯାଇଥିଲେ ସେଗୁଡ଼ିକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯାଇପାରିବ । ତେଣୁ ଏହା ଉଭୟ ଦୃଷ୍ଟିରୁ ସହାୟକ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପ୍ରବାସୀ ଶ୍ରମିକମାନଙ୍କର ବିଧିବଦ୍ଧ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କୁ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...