31 C
Bhubaneswar
Friday, September 18, 2020

ବର୍ଷା ଉଭାନ୍, ତଳି ପଟାଳି ଫାଟି ଗଲାଣ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ମେଣ୍ଢାଶାଳ,୨୩ । : ଅ ।ଷା ମାସର ବିତିଗଲାଣି ଅଧାରୁ ଅଧିକ ଦିନ । କିନ୍ତୁ ବର୍ଷା ନାହିଁ । ପହିଲି ଆଶାରେ ହୋଇଥିବା କେଇ ଅସରା ପରେ ଏବେ କିଛି ଦିନ ହେଲା ବର୍ଷା ପ୍ରାୟ ଉଭାନ୍ ହୋଇଯାଇଛି । ଫଳରେ ଧାନ •ଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବୁଣା ହୋଇଥିବା ଧାନ ବିଲରେ ଗଜା ମରିବାକୁ ବସିଥିବା ବେଳେ ତଳି କିଆରି ଫାଟି ଆଁ କଲାଣି । ନିଅଣ୍ଟିଆ ବର୍ଷା ପାଇଁ ବିଲ ସବୁ ଘାସରେ ଭର୍ତ୍ତି ହୋଇଗଲାଣି । ଏଭଳି ସ୍ଥିତି ଲାଗି ରହିଲେ, ଆଗକୁ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବ ଓ ପରେ •ଷୀ ନିକଟରେ ଅ ।ଉ ବିହନ ନ ଥିବ । ରାଜଧାନୀ ଉପକଣ୍ଠରେ •ଷ କାମ ଜୋର୍ଦାର ଆରମ୍ଭ ହୋଇଯାଇଥିଲା । ମାତ୍ର କିଛି ଦିନ ହେଲା ବର୍ଷା ହେଉନଥିବାରୁ ଏବେ •ଷୀମାନେ ହାତବାନ୍ଧି ବସିଛନ୍ତି । କିଛି •ଷୀ ରଜ ପୂର୍ବରୁ ବିଲରେ ଧାନ ବୁଣି ସାରିଥିଲେ । ପ୍ରଥମ ପ୍ରଥମ ବର୍ଷାରେ ତାହା ଗଛ ହୋଇଯାଇଛି । ମାତ୍ର ଏବେ ବର୍ଷା କମି ଯାଇଥିବାରୁ କିଛି ବିଲରେ ଗଜା ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି ଓ ଅ ।ଉ କିଛି ବିଲରେ ପ୍ରଚୁର ଘାସ ଉଠିଥିବାରୁ ଧାନ ଗଛ ଉଧେଇ ପାରୁନାହିଁ । ସେହିଭଳି କିଛି •ଷୀ ଧାନ ତଳି ପକାଇ ସାରିଥିବା
ବେଳେ କିଛି •ଷୀ ତଳି ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ତଳି ଉଠିଥିବା ପଟାଳିରେ ପାଣି ଅଭାବରୁ ଗଛ ମରିବାକୁ ବସିଲାଣି । ବିହନ ପଡ଼ିନଥିବା ପଟାଳି ଫାଟି ଅ ।ଁ କରିଥିବା ଦେଖିବାକୁ ମିଳିଛି । ଏମିତି ଦୃଶ୍ୟ ଅରିଶଲ, ମଦନପୁର, ଛତାବର, ଜାମୁଝରୀ, ପାଣିଓରା, ପଳାଶପୁର ଓ ମେଣ୍ଢାଶାଳ ଅ ।ଦି ଅଞ୍ଚଳରେ ଦେଖିବାକୁ ମିଳିଛି । ତେଣୁ ଏହି ସବୁ ଅଞ୍ଚଳରେ •ଷୀମାନେ ବର୍ଷାକୁ •ତକ ଭଳି •ହିଁ ବସିଛନ୍ତି ।ସୂଚନାଯୋଗ୍ୟ ଯେ ମେଣ୍ଢାଶାଳରେ ପାଣି ସୁବିଧା ଥାଇ ମଧ୍ୟ •ଷୀମାନେ •ଷ ଜମିକୁ ପାଣି ମଡ଼ାଇ ପାରୁନାହାନ୍ତି । ସାତମାଣ, ବାଉଁଶ ମାଳ ଓ ବଡ଼ ଅ ।ମ୍ବ ମାଳକୁ ଯାଇଥିବା ମୁଖ୍ୟ ନାଳଟି ପୋତି ହୋଇଯାଇଛିୟ ରାସ୍ତା ନିର୍ମାଣ ହେବା ଦ୍ୱାରା ଏହି ପକୃତିକ ନାଳ ବିଲୁପ୍ତ ହୋଇ ଯାଇଛି ।
୍ର

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...