30 C
Bhubaneswar
Tuesday, September 22, 2020

ଗୁଜରାଟରୁ ପ୍ରବାସୀଶ୍ରମିକଙ୍କୁ ଆଣି ଚିକିସôା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

କେନ୍ଦ୍ରାପଡା,୨୩/୬ ଗରିବ ପରିବାରର ଗୁଜୁରାଣ ମେଂଟାଇବାକୁ ପ୍ରାୟ ୬ମାସ ତଳେ ଗୁଜୁରାଟକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେଠାରୁ ଫେରାଇ ଆଣି ତାଙ୍କର ଚିକିସôା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଘଟଣା ଅନୁଯାଇ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳ ଗ୍ରାମର ଗୈାରାଙ୍ଗ ଚରଣ ପ୍ରଧାନଙ୍କ ପୁଅ କୁନା ପ୍ରଧାନ ନାମକ ଜଣେ ୨୨ବର୍ଷର ଯୁବକ ଅତ୍ୟନ୍ତ ଗରୀବ ଓ ଦିନମଜୁରିଆ ଶ୍ରେଣୀର । ଗତ ପ୍ରାୟ ୬ମାସ ତଳେ ନିଜ ଗରୀବ ରିବାରର ଗୁଜୁରାଣ ମେଂଟାଇବାକୁ ସେ ଅନ୍ୟ ସାଙ୍ଗମାନଙ୍କ ସହିତ ଗୁଜୁରାଟ ଯାଇଥିଲା । ସେଠାରେ ସେ ଦାଦ୍ରା ଏବଂ ନଗର ହାବେଲିର ସିଲଭାସା ଭଲସଦର ରାଖୋଲିରେ ଶ୍ରମିକ ଭାବେ କାମ କରୁଥିବା ବେଳେ କରୋନା ଜନିତ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିଲା । ସେଠାରେ ଭୋକଉପାସରେ ଜୀବନ ବିତାଉଥିବା ବେଳେ ହଠାତ ତାର ହାତରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ସେ ପକ୍ଷାଘାତ ରୋଗରେ ପିଡିତ ହୋଇ ପଡିଥିଲା । ସେଠାରେ ଥିବା ଓଡିଆମାନେ ତାକୁ ଚିକିସôା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିସôା ନିମନ୍ତେ ଆବଶ୍ୟକ ଅର୍ଥ ସେମାନଙ୍କ ପାଇଁ ବାଧ କ ସାଜିଥିଲା । ସେଠାରେ ଥିବା ଓଡିଆମାନେ ସେମାନଙ୍କ ପାଖରେ ଥିବା ଅର୍ଥ ଖର୍ଚ୍ଚକରି ତାର ଚିକିସôା କରାଇବାକୁ ପ୍ରଚେଷ୍ଟା କରାଇଥିଲେବି ଏବେ ସେମାନଙ୍କ ପାଖରେ ମଧ୍ୟ ଆଉ ଅର୍ଥ ନାହିଁ କୁନାର ଚିକିସôା କରିବାକୁ । ସେମାନେ ଏକ ଭିଡିଓ ଯୋଗେ ସମସ୍ତ ବିଷୟ ବର୍ଣ୍ଣନା କରି ଗ୍ରାମକୁ ପଠାଇବା ପରେ ଗ୍ରାମର କେତେକ ବଦାନ୍ୟ ଯୁବକ ଅର୍ଥ ଆଦାୟ କରି ସେଠାକୁ ପଠାଇଥିଲେ । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ଏବେ କୁନାକୁ ଓଡିଶାକୁ ଫେରାଇ ଆଣି ତା’ର ଚିକିସôା କରାଯିବା ଜରୁରୀ ବୋଲି କହିଛନ୍ତି ବଡପାଳ ଗ୍ରାମର ସେହି ଯୁବକମାନେ । କୁନାର ଗ୍ରାମ ବଡପାଳରୁ ୮ଜଣ ଯୁବକ ସୋମବାର ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଲିଖିତ ନିବେଦନପତ୍ର ପ୍ରଦାନ କରିବା ସହିତ କୁନାର ଜୀବନ ରକ୍ଷା ନିମନ୍ତେ ତାକୁ ସେଠାରୁ ତୁରନ୍ତ ଗ୍ରାମକୁ ଫେରାଇ ଅଣାଯାଇ ତା’ର ଚିକିସôା କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । କୁନାର ପିତା ଗୈାରାଙ୍ଗ ଚରଣ ପ୍ରଧାନଙ୍କ ସମେତ ସୁବାଷ ପ୍ରଧାନ, ଯୁଗଳ ପ୍ରଧାନ, ଅଜୟ କୁମାର ଜେନା, ବିଜୟ ପ୍ରଧାନ, ଅଶୋକ ପ୍ରଧାନ, ନିର୍ମଳ ପ୍ରଧାନ, ସୈାରି ପ୍ରସାଦ ପ୍ରଧାନ, ମନୋରଞ୍ଜନ ଦାସ, ଖଗେଶ୍ୱର ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିନିବେଦନ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...