ଭୁବନେଶ୍ୱର,୨୩ା୬ : ଟିକଟକ କରିବା ହେଲା କାଳ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳରୁ ଅ ।ସିଛି । ଏଭଳି ଏକ ଖବର ସ୍ଥାନୀୟ ଦେବୀ ନଦୀ କୂଳରେ ଟିକଟକ୍ ରୁଥିବା ବେଳେ ଅଘଟଣ ଘଟିଛି । ନଦୀର ପ୍ରଖର ସୁଅରେ ଭାସିଯିବାରୁ ଜଣେ ଝିଅଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ । ସେମାନଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବାଲିକୁଦା ବ୍ଲକ ଦେବୀ ନଦୀ ନିକଟରେ ଟିକଟକ କରୁଥିବା ବେଳେ ଅ ।ଜି ୪ ଜଣ
ପୁଅ-ଝିଅ ଭାସିଯାଇଥିଲେ ଏଥିରେ ପୂଜାରାଣୀ ନାୟକ (୧୫)ଙ୍କର ମୃତୁ୍ୟ ଘଟିଥିବା ବେଳେ ନୀଲମ ସ୍ୱାଇଁ (୧୫), ଅନୁରାଧା ପରିଡ଼ÿା (୧୫) ଓ ଅମରେଶ ପରିଡ଼ÿା (୧୩)ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଟିକ ୍ଟକ୍ ନେଲା ଜୀବନ
