27 C
Bhubaneswar
Sunday, September 27, 2020

ପଛକୁ ହଟିବ ଚୀନ

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ନୂଆଦିଲ୍ଲୀ,୨୩ା୬: ଶେଷରେ ନରମିଛି ଚୀନ । ଭାରତକୁ ବାରମ୍ବାର ନାଲିଅ ।ଖି ଦେଖାଉଥିବା ଚୀନ ଲଦାଖର ଏଲଏସି ଅନ୍ତର୍ଗତ ବିବାଦୀୟ ଅଞ୍ଚଳରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ପ୍ରସ୍ତୁତ ହୋଇଛି । ସୀମା ବିବାଦକୁ ନେଇ ଏଲଏସିରେ ଉପୁଜିଥିବାଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ସାଧାରଣ ଅବସ୍ଥାକୁ ଫେରାଇ ଅ ।ଣିବା ଲାଗି ଗତ ସୋମବାର ହୋଇଥିବା ସୈନ୍ୟ କମାଣ୍ଡର ସ୍ତରୀୟ ଅ ।ଲୋଚନା ପରେ ଦୁଇ ଦେଶ ଏଥିରେ ସହମତି ପ୍ରକାଶ କରିଛି । ଉଭୟ ଦେଶର ସେନା ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ଫେରାଇନେବେ ବୋଲି ବୈଠକରେ ସ୍ଥିର ହୋଇଛି । ଗତ ସୋମବାର ମୋଲଡୋଠାରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୧୧ ଘଣ୍ଟା ଧରି ସୈନ୍ୟ କମାଣ୍ଡର ସ୍ତରୀୟ ଅ ।ଲୋଚନା ହୋଇଥିଲା । ଭାରତ ନିଜ ଜିଦରେଅଟଳ ରହି କହିଥିଲା ଯେ ଗଲାନ, ପେନ୍ଗୋଙ୍ଗ ସୋ ଏବଂ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଯେପର୍ଯ୍ୟନ୍ତ ମେ ୨ ତାରିଖ ପୂର୍ବର ସ୍ଥିତି ନ ଫେରିଛି । ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ପରିସ୍ଥିତି ଗମ୍ଭୀରରହିବ ତେବେ ଆଲୋ•ନ ସମୟରେ ଚୀନ ନିଜର ସୈନ୍ୟଙ୍କୁ ବିବାଦୀୟ ଅଞ୍ଚଳରୁ ପଛକୁ ଫେରାଇନେବା ଲାଗି ସହମତି ଜଣାଇଥିବା ସୂଚନା ମିଳିଛି । ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଯବାନମାନଙ୍କ ଉପରେ ଅ ।କ୍ରମଣ କରିବାକୁ ଚୀନ ସରକାର ନିଦେ୍ର୍ଦଶ ଦେଇଥିଲେ । ଏ ଘଟଣାରେ କେତେଜଣ ଚୀନ ଯବାନ ନିହତ ହୋଇଛନ୍ତି ସେ ସଂପର୍କରେ ଚୀନ ସରକାର ମୁହଁ ଖୋଲୁନଥିବାବେଳେ ଏହି ରିପୋର୍ଟରେ କିନ୍ତୁ ଚୀନ ସତ ଲୁ•ଉଛି ବୋଲି କୁହାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...