36 C
Bhubaneswar
Sunday, April 11, 2021

କରୋନା ମହାମାରୀ ପ୍ରଭାବିତ ଓ ପ୍ରବାସୀ ମାନଙ୍କର ଜୀବିକା ନିର୍ବାହ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

କଟକ,୧୮ା୬ : କରୋନା ମହାମାରୀ ପ୍ରଭାବିତ ଲୋକମାନଙ୍କର ଜୀବିକା ନିର୍ବାହ ଉନ୍ନତି ଏବଂ ପ୍ରବାସୀ ଓଡିଆ ମାନଙ୍କ ଥଇଥାନ ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ବୈ÷ଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ବିଭାଗ ମାନଙ୍କ ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ ଭିନ୍ନ ଭିନ୍ନ ପ୍ରକଳ୍ପ ଦ୍ୱାରା ଜିଲ୍ଲାରେ ସହରାଂଚଳ ଓ ଗ୍ରାମାଂଚଳରେ ବେକାର ଯୁବକ ଯୁବତୀ ମାନଙ୍କୁ କାମଧନ୍ଧା ଯୋଗାଇ ଦେବା ଏବଂ ବିଶେଷକରି ଜିଲ୍ଲାକୁ ଆସିଥିବା ପ୍ରାଥମିକ ପର୍ଯ୍ୟାୟରେ୨୫ ହଜାର ପ୍ରବାସୀ ଓଡିଆ ମାନଙ୍କୁ ଦକ୍ଷତା ଅନୁସାରେ କର୍ମନିଯୁକ୍ତି ଯୋଗାଇ ଦେଇ ସେମାନଙ୍କର ଜୀବିକା ନିର୍ବାହର ମାନର ଉନ୍ନତି କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ସ୍ୱୟଂ ସହାୟତା, ଆଧୁନିକ ଜ୍ଞାନ କୋ÷÷ଶଳ ପ୍ରୟୋଗ ଦ୍ୱାରା ଜୀବିକା ନିର୍ବାହ ଉନ୍ନତି ସାଧନ ନିମନ୍ତେ (ଲକ୍ଷ୍ମୀ) ଖସଙ୍ଖରକ୍ଷସଷକ୍ଟକ୍ଟୟ ଇୟ- ଙ୍ଖବଦ୍ଭମରଜ୍ଞରଦ୍ଭଗ୍ଧ ଗ୍ଧଷକ୍ସକ୍ଟଙ୍କଶଷ କଦ୍ଭକ୍ଟଙ୍ଗକ୍ଷରୟଶର ଝରକ୍ଷଲ ଐରକ୍ଷକ୍ଟ୍ର ଌ ଗକ୍ଟୟରକ୍ସଦ୍ଭ ଓଦ୍ଭସଗ୍ଧସବଗ୍ଧସଙ୍ଖରଗ୍ଦ( ଖଇକଝଐଗଓ) ଯୋଜନାର କାର୍ଯ୍ୟାରମ୍ଭ କରାଯାଉଛି ବୋଲି ଜିଲ୍ଲାପାଳ କହିଥିଲେ । ଏହି ପରିପ୍ରେକ୍ଷୀରେ, ଜିଲ୍ଲାରେ କୃଷି ବିଭାଗ,ଜିଲ୍ଲା ଉଦ୍ୟାନ କୃଷି ବିଭାଗ,ଜିଲ୍ଲା ପଶୁ ସ ମ୍ପ ଦ ବିଭାଗ,ଜିଲ୍ଲା ମସô୍ୟ ବିଭାଗ,ଜିଲ୍ଲା ଶିଳ୍ପ ବିଭାଗ,ସମବାୟ ବିଭାଗ ମାନେ ସେମାନଙ୍କର ଯୋଜନା ଓ ଯୋଜନାରେ ତ୍ୱରିତ ସୁବିଧା ସୁଯୋଗ ସମ୍ବନ୍ଧରେ ବୈ÷ଠକରେ ଉପସ୍ଥାପନ କରିଥିଲେ । ସୂଚନାଯୋଗ୍ୟ ଯେ, ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ଯୋଜନାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ପ୍ରବାସୀ ଶ୍ରମିକ ।ନଙ୍କୁ କାମ ଯୋଗାଇ ଦେବା ସହିତ ମୋ ପୋଖରୀ ,ମସô୍ୟ ପୋଖରୀ ଯୋଜନା, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ମସô ଚାଷ ନିମନ୍ତେ ଉସôାହିତ କରିବା,କକୁଡା ଚାଷ ,ଉଦ୍ୟାନ କୃଷି
ବିଭାଗ ତରଫରୁ ପନିପରିବା. କଦଳୀ ଚାଷ ଓ ଛତୁ ଚାଷ ନିମନ୍ତେ ସବସିଡି ପ୍ରଦାନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ମୋବାଇଲ ଲଣ୍ଡ୍ରୀ ବ୍ୟବସ୍ଥାରେ ସମୋନଙ୍କୁ ନିୟୋଜିତ କରାଯାଇ ସେମାନଙ୍କର ଆର୍ଥôକ ଉନ୍ନତି ହୋଇପାରିବ ବୋଲି ବୈ÷ଠକରେ ଆଲୋଚନା ହୋଇଥିଲା । ବୈ÷ଠକରେ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ରାଜ୍ୟରେ ସରକାରଙ୍କ ପକ୍ଷରୁ ୧୭ ହଜାର କୋଟି ଟଙ୍କା ବିନିଯୋଗ କରାଯାଇ ପ୍ରବାସୀ ଓଡିଆ ମାନଙ୍କୁ ଥଇଥାନ କରାଯିବା ସ ମ୍ପ ର୍କରେ ସୂଚନା ଦେବା ସହ ରାଜମିସ୍ତ୍ରୀ ପ୍ରଶିକ୍ଷଣ, ଗୃହ ନିର୍ମାଣ ଓ ଅନ୍ୟାନ୍ୟ ଜୀବିକା ନିର୍ବାହ ପ୍ରଶିକ୍ଷଣ କ୍ଷେତ୍ରରେ ଏବଂ ଜିଲ୍ଲାରେ ବିଭିନ୍ନ ଅଂଚଳର ଆବଶ୍ୟକତା ଅନୁଯାୟୀ ନୂତନ ଯୋଜନା ପ୍ରସ୍ତୁତି ସ ମ୍ପ ର୍କରେ ବିଧାୟକ ମାନଙ୍କ ସହିତ ଆଲୋଚନା କରିଥିଲେ । ସହରାଂଚଳରେ ରେଜଗାର ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଯୋଗାଇ ଦେଇଥିବା ବେଳେ କଟକ ସହରାଂଚଳକୁ ୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ସେହିପରି ଜିଲ୍ଲାରେ ୮୦ରୁ ୯୦ ଭାଗ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ପର୍ଯ୍ୟଟନର ବିକାଶ,ବୃକ୍ଷରୋପଣ,ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଉନ୍ନତି କରାଯାଇ ପ୍ରବାସୀ ଶ୍ରମିକ ମାନଙ୍କୁ ଥଇଥାନ କରାଯିବା ଉପରେ ିଲ୍ଲାର ସମସ୍ତ ଉପସ୍ଥିତ ବିଧାୟକମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ । ଏତଦ୍ବ୍ୟତୀତ ନାବାର୍ଡ ତରଫରୁ ଫସଲ ଋଣ,କୁକୁୃଡା ଚାଷ, ଗୋପାଳନ, ଛେଳି, ଘୁଷୁରୀ, ମେଣ୍ଢା ଚାଷ,ମସô୍ୟ ଚାଷ,କୃଷି ଯନ୍ତ୍ରପାତି ଯୋଗାଣ,ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ପାଇଁ ଋଣ ଯୋଗାଇ ଦେବାର ସୁ ବନେ୍ଦାବସ୍ଥ ଏବଂ ଅଗ୍ରଣୀ ବ୍ୟାଙ୍କ୍ (ୟୁ.କୋ ବ୍ୟାଙ୍କ) ଜରିଆରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଋଣ ଯୋଗାଇ ଦିଆଯିବା ସ ମ୍ପ ର୍କରେ ବୈ÷ଠକରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଏହି ଅବସରରେ ବ୍ୟାଙ୍କ୍ ତରଫରୁ ଯୋଜନା ସବିଶେଷ ବିବରଣୀ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା । ଏହି ବୈ÷ଠକରେ ନିଆଳୀ ବିଧାୟକ ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ମଲ୍ଲିକ, ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଚନ୍ଦ୍ରସାରଥି ବେହେରା,ବିଧାୟକ ପ୍ରଶାନ୍ତ ବେହେରା, ,ବିଧାୟକ ମହମ୍ମଦ ମୋକିମ, ବିଧାୟକ ସୋ÷÷ଭିକ ବିଶ୍ୱାଳ, ସିଏମସି କମିଶନର ଅନନ୍ୟା ଦାସ, ପି.ଡି ଡିଆରଡିଏ ଅବଦଲ ଅଖତରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

- Advertisement -କରୋନା ମହାମାରୀ ପ୍ରଭାବିତ ଓ ପ୍ରବାସୀ ମାନଙ୍କର ଜୀବିକା ନିର୍ବାହ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନା ମହାମାରୀ ପ୍ରଭାବିତ ଓ ପ୍ରବାସୀ ମାନଙ୍କର ଜୀବିକା ନିର୍ବାହ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...